ଭାରତରେ ଥିବା ଆଫଗାନିସ୍ତାନ ରାଷ୍ଟ୍ରଦୂତ ଫରିଦ ମାମୁନଜାଇଙ୍କ ଏକ ଟ୍ୱିଟ୍କୁ ନେଇ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ମନ୍ତବ୍ୟ ଦେଇଛନ୍ତି । ରାଷ୍ଟ୍ରଦୂତ କରିଥିବା ଟ୍ୱିଟ୍ରେ ତାଙ୍କର ଜଣେ ଭାରତୀୟ ଡାକ୍ତର ପାଖକୁ ଯିବା ନେଇ ଚମକପ୍ରଦ କଥା ଲେଖିଛନ୍ତି । ସେ ଲେଖିଛନ୍ତି ଯେ ସେ ଭାରତରେ ଆଫାଗାନ୍ ରାଷ୍ଟ୍ରଦୂତ ବୋଲି ଜାଣିବା ପରେ ଡାକ୍ତର ଅନ୍ୟ ଜଣେ ଭାଇ ପାଖକୁ ଫିସ ନେବେ ନାହିଁ ବୋଲି କହିଥିଲେ । ଟ୍ୱିଟ୍ ହିନ୍ଦୀରେ ହୋଇଥିଲା, ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଏହି ଘଟଣାକୁ ନେଇ ଆଫଗାନ ରାଷ୍ଟ୍ରଦୂତ କରିଥିବା ସେୟାର ଭାରତ-ଆଫଗାନିସ୍ତାନ ସୁରଭିତ ସମ୍ପର୍କର ନିଦର୍ଶନ ।
ପ୍ରଧାନମନ୍ତ୍ରୀ ମଧ୍ୟ ତାଙ୍କୁ ରାଜସ୍ଥାନର ହରିପୁରା ପରିଦର୍ଶନ କରିବାକୁ ନିବେଦନ କରିଛନ୍ତି ଯେଉଁଠାକୁ ସେ ନିମନ୍ତ୍ରିତ ହୋଇଥିଲେ । ଶ୍ରୀ ମୋଦୀ ତାଙ୍କୁ ସ୍ୱଇତିହାସରେ ସମୃଦ୍ଧ ଗୁଜରାଟର ହରିପୁରା ମଧ୍ୟ ପରିଦର୍ଶନ ପାଇଁ ଅନୁରୋଧ କରିଛନ୍ତି ।
ଆଜି ଜାତୀୟ ଚିକିତ୍ସକ ଦିବସ ।
आप @BalkaurDhillon के हरिपुरा भी जाइए और गुजरात के हरिपुरा भी जाइए, वो भी अपने आप में इतिहास समेटे हुए है। मेरे भारत के एक डॉक्टर के साथ का अपना अनुभव आपने जो शेयर किया है, वो भारत-अफगानिस्तान के रिश्तों की खुशबू की एक महक है। https://t.co/gnoWKI5iOh
— Narendra Modi (@narendramodi) July 1, 2021