ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ରିଜିଓନାଲ ରାପିଡ୍ ଟ୍ରେନ୍ନମୋ ଭାରତ ଶୁଭାରମ୍ଭ କରିବା ସହ ଏଥିରେ ଯାତ୍ରା କରିଛନ୍ତି ।
![](https://cdn.narendramodi.in/cmsuploads/0.65669100_1697789605_flag-off.jpg)
![](https://cdn.narendramodi.in/cmsuploads/0.73370400_1697789620_2.jpg)
![](https://cdn.narendramodi.in/cmsuploads/0.79016600_1697789698_3.jpg)
ଏକ୍ସରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ପୋଷ୍ଟ କରାଯାଇଛି:
‘ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରିଜିଓନାଲ ରାପିଡ୍ ଟ୍ରେନ୍ ନମୋଭାରତରେ ଅନ୍ୟ ଯାତ୍ରୀମାନଙ୍କ ସହ ଯାତ୍ରା କରିଛନ୍ତି । ଏହି ଟ୍ରେନ୍ସେବାର କିପରି ସକରାତ୍ମକ ପ୍ରଭାବ ରହିବ ସେ ବାବଦରେଯାତ୍ରୀମାନେ ପ୍ରଧାନମନ୍ତ୍ରୀଙ୍କୁ ସେମାନଙ୍କ ଅଭିଜ୍ଞତା ସେୟାରକରିଛନ୍ତି’ ।
PM @narendramodi is on board the Regional Rapid Train Namo Bharat with co-passengers who are sharing their experiences, including on how this train service will have a positive impact. pic.twitter.com/pIsZ5vnXcM
— PMO India (@PMOIndia) October 20, 2023