ଶ୍ରୀ କଲ୍କି ଧାମର ଶିଳାନ୍ୟାସ ପାଇଁ ଶ୍ରୀ ଆଚାର୍ଯ୍ୟ ପ୍ରମୋଦ କ୍ରିଷ୍ଣନ୍ଙ୍କ ନିମନ୍ତ୍ରଣ ଲାଗି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ତାଙ୍କୁ ଧନ୍ୟବାଦ ଦେଇଛନ୍ତି ।
ଫେବ୍ରୁଆରୀ ୧୯ରେ ଏହି କାର୍ଯ୍ୟକ୍ରମ ହେବ ।
ପ୍ରଧାନମନ୍ତ୍ରୀ ଏକ୍ସରେ ପୋଷ୍ଟ କରିଛନ୍ତି:
‘ଆସ୍ଥା ଏବଂ ଭକ୍ତି ସହ ଜଡ଼ିତ ଏହି ପବିତ୍ର ଅବସରରେ ଭାଗ ନେବା ମୋ ପାଇଁ ସୌଭାଗ୍ୟର କଥା । ନିମନ୍ତ୍ରଣ ପାଇଁ ଆଚାର୍ଯ୍ୟ ପ୍ରମୋଦ ଜୀଙ୍କୁ ହୃଦୟରୁ ଧନ୍ୟବାଦ ।’
आस्था और भक्ति से जुड़े इस पावन अवसर का हिस्सा बनना मेरे लिए सौभाग्य की बात है। निमंत्रण के लिए आपका हृदय से आभार @AcharyaPramodk जी। https://t.co/XRkUAd1R9F
— Narendra Modi (@narendramodi) February 1, 2024