ପ୍ରଧାନମନ୍ତ୍ରୀ, ଶ୍ରୀ ନରେନ୍ଦ୍ର ମୋଦୀ ଛାତ୍ରଛାତ୍ରୀ, ସେମାନଙ୍କ ପିତାମାତା ଏବଂ ଶିକ୍ଷକମାନଙ୍କ ସହ ଦିଲ୍ଲୀର ତାଲକାଟୋରା ଷ୍ଟାଡିୟମରେ ଏପ୍ରିଲ ୧, ୨୦୨୨ ରେ ଧାର୍ଯ୍ୟ ହୋଇଥିବା ‘ପରୀକ୍ଷା ପେ ଚର୍ଚ୍ଚା କାର୍ଯ୍ୟକ୍ରମରେ ଆଲୋଚନା କରିବେ । ସେ ଚାପମୁକ୍ତ ପରୀକ୍ଷା ବିଷୟରେ କହିବେ ।
ପ୍ରଧାନମନ୍ତ୍ରୀ ଟୁଇଟ୍ କରିଛନ୍ତି;
“ଚାଲନ୍ତୁ ପୁଣିଥରେ ଚାପମୁକ୍ତ ପରୀକ୍ଷା ବିଷୟରେ ଆଲୋଚନା କରିବା! ପରୀକ୍ଷା ଯୋଦ୍ଧା, ସେମାନଙ୍କର ପିତାମାତା ଏବଂ ଶିକ୍ଷକମାନଙ୍କୁ ଚଳିତ ବର୍ଷର ‘ପରୀକ୍ଷା ପେ ଚର୍ଚ୍ଚା’ ଏପ୍ରିଲ୍ ୧ ରେ ଯୋଗଦେବାକୁ ଆହ୍ୱାନ କରୁଛି ।”
Let’s talk stress free exams yet again! Calling upon the dynamic #ExamWarriors, their parents and teachers to join this year’s Pariksha Pe Charcha on the 1st of April. pic.twitter.com/JKilmHbXR3
— Narendra Modi (@narendramodi) March 26, 2022
Pariksha Pe Charcha is interactive, light hearted and gives us all the opportunity to talk about different aspects of exams, studies, life and more… pic.twitter.com/fkXVRY7GNB
— Narendra Modi (@narendramodi) March 26, 2022