ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆସନ୍ତାକାଲି ଅର୍ଥାତ ମାର୍ଚ୍ଚ 15, 2020 ସନ୍ଧ୍ୟା 5ଟା ସମୟରେ ଭିଡିଓ କନଫରେନ୍ସ ଜରିଆରେ ସାର୍କ ନେତୃମଣ୍ଡଳୀଙ୍କ ସହ କୋଭିଡ-19କୁ କିଭଳି ଭାବେ ପ୍ରତିହତ କରାଯାଇପାରିବ ସେ ନେଇ ଆଲୋଚନା କରିବେ । ଏହି କ୍ଷେତ୍ରରେ କୋଭିଡ-19ରୁ ରକ୍ଷା ପାଇବା ଏବଂ ଏହାକୁ ପ୍ରତିହତ କରିବା ଲାଗି ଏକ ମଜବୁତ ରଣନୈତିକ କୌଶଳ ତିଆରି କରିବା ଦିଗରେ ସମସ୍ତ ସାର୍କ ଦେଶ ସହିତ ଏହି ଭିଡିଓ କନଫରେନ୍ସରେ ଭାରତର ନେତୃତ୍ଵ ନେବେ ।

 

Explore More
୭୮ତମ ସ୍ୱାଧୀନତା ଦିବସ ଅବସରରେ ଲାଲକିଲ୍ଲାରୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

୭୮ତମ ସ୍ୱାଧୀନତା ଦିବସ ଅବସରରେ ଲାଲକିଲ୍ଲାରୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଭିଭାଷଣ
Indian startups raise $1.65 bn in February, median valuation at $83.2 mn

Media Coverage

Indian startups raise $1.65 bn in February, median valuation at $83.2 mn
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ମାର୍ଚ୍ଚ 4, 2025
March 04, 2025

Appreciation for PM Modi’s Leadership: Driving Self-Reliance and Resilience