ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ନୂଆଦିଲ୍ଲୀ ଠାରେ ନିଜ ବାସଭବନରେ ଏକ ଶିଖ ପ୍ରତିନିଧି ମଣ୍ଡଳୀକୁ ସ୍ୱାଗତ କରିବେ । ଶ୍ରୀ ମୋଦୀ ଆଜି ଅପରାହ୍ନ ୫.୩୦ରେ ଏହି ମଣ୍ଡଳୀକୁ ଉଦବୋଧନ ଦେବେ ।
ପ୍ରଧାନମନ୍ତ୍ରୀ ଏକ ଟ୍ୱିଟରେ କହିଛନ୍ତି;
“ଆଜି ସନ୍ଧ୍ୟାରେ ନିଜ ବାସଭବନରେ ଏକ ଶିଖ ପ୍ରତିନିଧି ମଣ୍ଡଳୀକୁ ସ୍ୱାଗତ କରିବି । ଏହି ମଣ୍ଡଳୀରେ ସମାଜର ବିଭିନ୍ନ ବର୍ଗର ଲୋକେ ସାମିଲ ଅଛନ୍ତି । ଅପରାହ୍ନ ୫.୩୦ରେ ଉପସ୍ଥିତ ମଣ୍ଡଳୀକୁ ଉଦବୋଧନ ପ୍ରଦାନ କରିବି । ନିଶ୍ଚିତ ଦେଖିବେ... ।”
This evening, I will be hosting a Sikh delegation at my residence. The group includes people from different walks of life. I will also be addressing the gathering at around 5:30 PM. Do watch…
— Narendra Modi (@narendramodi) April 29, 2022