ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆସନ୍ତା 21 ତାରିଖ ଶନିବାର ଦିନ ପଣ୍ଡିତ ଦୀନ ଦୟାଲ ପେଟ୍ରୋଲିୟମ ବିଶ୍ଵବିଦ୍ୟାଳୟର ଅଷ୍ଟମ ସମାବର୍ତ୍ତନ ସମାରୋହରେ ଯୋଗଦେବେ । ପୂର୍ବାହ୍ନ 11ଟା ବେଳେ ଭିଡିଓ କନଫରେନ୍ସ ଜରିଆରେ ପ୍ରଧାନମନ୍ତ୍ରୀ ଯୋଗଦେଉଥିବା ବେଳେ ପ୍ରାୟ 2600 ଛାତ୍ରଛାତ୍ରୀ ଏହି ସମାବର୍ତ୍ତନ ସମାରୋହରେ ଡିଗ୍ରୀ ଓ ଡିପ୍ଲୋମା ହାସଲ କରିବେ ।

ସମାବର୍ତ୍ତନ ସମାରୋହ କାଳରେ ପ୍ରଧାନମନ୍ତ୍ରୀ 45 ମେଗାୱାଟ ଯୁକ୍ତ ମନୋକ୍ରିଷ୍ଟାଲାଇନ ସୋଲାର ଫଟୋ ଭୋଲ୍ଟାଇକ ପାନେଲ ଓ ଜଳ ପ୍ରଯୁକ୍ତି ଉତ୍କର୍ଷ କେନ୍ଦ୍ରର ମଧ୍ୟ ଶିଳାନ୍ୟାସ କରିବେ । ଏହି ସମାବର୍ତ୍ତନ ସମାରୋହ ବେଳେ ପ୍ରଧାନମନ୍ତ୍ରୀ ଇନୋଭେସନ ଏବଂ ଇନକ୍ୟୁବେସନ ସେଣ୍ଟର, ଟେକ୍ନୋଲୋଜି ବିଜିନେସ ଇନକ୍ୟୁବେସନ, ଟ୍ରାନ୍ସଲେସନ ରିସର୍ଚ ସେଣ୍ଟର ଏବଂ କ୍ରୀଡା ପରିସରକୁ ପଣ୍ଡିତ ଦୀନ ଦୟାଲ ପେଟ୍ରୋଲିୟମ ବିଶ୍ଵବିଦ୍ୟାଳୟରେ ଉଦଘାଟନ କରିବାର କାର୍ଯ୍ୟକ୍ରମ ରହିଛି ।

 

  • शिवकुमार गुप्ता March 18, 2022

    जय भारत
  • शिवकुमार गुप्ता March 18, 2022

    जय हिंद
  • शिवकुमार गुप्ता March 18, 2022

    जय श्री सीताराम
  • शिवकुमार गुप्ता March 18, 2022

    जय श्री राम
Explore More
୭୮ତମ ସ୍ୱାଧୀନତା ଦିବସ ଅବସରରେ ଲାଲକିଲ୍ଲାରୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

୭୮ତମ ସ୍ୱାଧୀନତା ଦିବସ ଅବସରରେ ଲାଲକିଲ୍ଲାରୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଭିଭାଷଣ
For PM Modi, women’s empowerment has always been much more than a slogan

Media Coverage

For PM Modi, women’s empowerment has always been much more than a slogan
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ମାର୍ଚ୍ଚ 8, 2025
March 08, 2025

Citizens Appreciate PM Efforts to Empower Women Through Opportunities