ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ମାଡାଗାସ୍କରର ରାଷ୍ଟ୍ରପତି ମାନ୍ୟବର ଆଣ୍ଡ୍ରି ନିରିନା ରାଜୋଏଲିନାଙ୍କୁ ମିଳିତ ଉଦ୍ୟମରେ ଜଳବାୟୁ ଏବଂ ବିପର୍ଯ୍ୟୟ ସହନଶୀଳ ପାଇଁ ଭାରତର ନେତୃତ୍ୱକୁ ସ୍ୱୀକାର କରିଥିବାରୁ ଧନ୍ୟବାଦ ଜଣାଇଛନ୍ତି ।
ମାଡାଗାସ୍କରର ରାଷ୍ଟ୍ରପତିଙ୍କ ଟୁଇଟର ଜବାବରେ ପ୍ରଧାନମନ୍ତ୍ରୀ ଟୁଇଟ୍ କରିଛନ୍ତି;
“ଧନ୍ୟବାଦ ରାଷ୍ଟ୍ରପତି ରାଜୋଏଲିନା । ଜଳବାୟୁ ପରିବର୍ତ୍ତନ ହେତୁ ଦ୍ୱୀପପୁଞ୍ଜ ରାଜ୍ୟଗୁଡିକ ସମ୍ମୁଖୀନ ହେଉଥିବା ଆହ୍ୱାନଗୁଡିକ ଲାଗି ସହନଶୀଳ ଭିତ୍ତିଭୂମି ସୃଷ୍ଟି ପାଇଁ ସିଡିଆରଆଇ ପଦକ୍ଷେପ ଅଧୀନରେ ଆମର ପ୍ରୟାସର ଏକ ପ୍ରମୁଖ ଲକ୍ଷ୍ୟ ଅଟେ ।”
Thank you President @SE_Rajoelina. The challenges faced by Island States due to climate change are a key focus of our efforts under the CDRI initiative to create resilient infrastructure. https://t.co/iMmULZhf0o
— Narendra Modi (@narendramodi) May 5, 2022