ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଗଣତନ୍ତ୍ର ଦିବସ ଅବସରରେ ଶୁଭେଚ୍ଛା ଜଣାଇଥିବା ନେପାଳ ପ୍ରଧାନମନ୍ତ୍ରୀ ପୁଷ୍ପ କମଲ ଦହଲଙ୍କୁ ଧନ୍ୟବାଦ ଦେଇଛନ୍ତି ।
ସେ ଦହଲଙ୍କ ଏକ ପୋଷ୍ଟରେ ପ୍ରତିକ୍ରିୟା ଦେଇଛନ୍ତି ।
ପ୍ରଧାନମନ୍ତ୍ରୀ ଏକ୍ସରେ ପୋଷ୍ଟ କରିଛନ୍ତି:
‘ଗଣତନ୍ତ୍ର ଦିବସର ଶୁଭେଚ୍ଛା ଜଣାଇଥିବା ପୁଷ୍ପ କମଲ ଦହଲଙ୍କୁ ଧନ୍ୟବାଦ । ଭାରତ ନେପାଳ ସହ ଦୀର୍ଘକାଳୀନ ବନ୍ଧୁତାକୁ ମହତ୍ତ୍ୱ ଦେଇଥାଏ ।’
Thank you @PM_nepal_ for your Republic Day wishes. India cherishes the longstanding friendship with Nepal. https://t.co/0Dx6Tkz12V
— Narendra Modi (@narendramodi) January 26, 2024