ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି କଳାକାର ଧବନୀ ଭାନୁଶାଲି, ତନିସ୍କ ବାଗଚି ଏବଂ ଜଷ୍ଟ ମ୍ୟୁଜିକ୍‌ର ଦଳକୁ ତାଙ୍କ ଦ୍ୱାରା କିଛି ବର୍ଷ ଜଳେ ଲିଖିତ ଗରବା ସଂଗୀତକୁ ପରିବେଷଣ କରିଥିବାରୁ ଧନ୍ୟବାଦ ଜଣାଇଛନ୍ତି । ଆଗାମୀ ନବରାତ୍ରି ସମୟରେ ଏକ ନୂତନ ଗରବା ଅଂଶୀଦାର କରିବେ ବୋଲି ସେ ସୂଚନା ଦେଇଛନ୍ତି ।

ଶ୍ରୀ ନରେନ୍ଦ୍ର ମୋଦୀ X ରେ ପୋଷ୍ଟ କରିଛନ୍ତି:

"ଧନ୍ୟବାଦ @dhvanivinod, Tanishk Bagchi and the team of @Jjust_Music ମୁଁ କିଛି ବର୍ଷ ପୂର୍ବରୁ ଲେଖିଥିବା ଏକ ଗରବାର ଏହି ସୁନ୍ଦର ପ୍ରଦର୍ଶନ ପାଇଁ ! ଏହା ଅନେକ ସ୍ମୃତି ଫେରାଇ ଆଣିଛି । ମୁଁ ବର୍ତ୍ତମାନ ଅନେକ ବର୍ଷ ହେଲା ଲେଖି ନାହିଁ କିନ୍ତୁ ଗତ କିଛି ଦିନ ମଧ୍ୟରେ ମୁଁ ଏକ ନୂତନ ଗରବା ସଙ୍ଗୀତ ଲେଖିବାରେ ସଫଳ ହୋଇଛି, ଯାହା ମୁଁ ନବରାତ୍ରି ସମୟରେ ଅଂଶୀଦାର କରିବି । #SoulfulGarba"

 

  • Umakant Mishra October 17, 2023

    Jay Mata di
  • Prem Prakash October 17, 2023

    बीजेपी ज़िंदाबाद
  • மணிகண்டன் S October 17, 2023

    ஜெய் ஹிந்த்
  • हनुमान प्रसाद पाण्डेय October 16, 2023

    जय माता रानी जी
  • Raju S khadke October 15, 2023

    Nice songs🎵🎵 sing by singers best of luck for Future
  • GIRISH TALSANIA October 15, 2023

    आध्य शक्ति माताजी की जय हो 🙏💐🕉 Our HON. PM @narendramodi ji is a multitalented man 🕉
  • Dilip Kumar Das Rintu October 15, 2023

    आप सभी को शारदीय नवरात्रि_की_हार्दिक_शुभकामनाएं जय_माँ_शैलपुत्री 🙏
  • Umakant Mishra October 14, 2023

    Jay Shri ram
  • Sanjay Zala October 14, 2023

    🖤🕶 'George's' _ •🎉 🥁 🎊• _ "Rendition" 🕶🖤
  • Shirish Tripathi October 14, 2023

    जय श्री राम 🚩🙏
Explore More
୭୮ତମ ସ୍ୱାଧୀନତା ଦିବସ ଅବସରରେ ଲାଲକିଲ୍ଲାରୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

୭୮ତମ ସ୍ୱାଧୀନତା ଦିବସ ଅବସରରେ ଲାଲକିଲ୍ଲାରୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଭିଭାଷଣ
India eyes potential to become a hub for submarine cables, global backbone

Media Coverage

India eyes potential to become a hub for submarine cables, global backbone
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ମାର୍ଚ୍ଚ 10, 2025
March 10, 2025

Appreciation for PM Modi’s Efforts in Strengthening Global Ties