Quoteଇସ୍ରାଏଲରେ ଆତଙ୍କବାଦୀ ଆକ୍ରମଣ କାରଣରୁ ମୃତ ଏବଂ ଆହତ ହୋଇଥିବା ଲୋକଙ୍କ ପାଇଁ ଶୋକ ଓ ସମବେଦନା ପ୍ରକଟ କଲେ ପ୍ରଧାନମନ୍ତ୍ରୀ
Quoteଏହି କଷ୍ଟକର ସମୟରେ ଭାରତବାସୀ ଇସ୍ରାଏଲର ଲୋକଙ୍କ ସହ ଛିଡ଼ା ହୋଇଛନ୍ତି ବୋଲି ପ୍ରଧାନମନ୍ତ୍ରୀ ଆଶ୍ୱାସନା ଦେଇଛନ୍ତି
Quoteଭାରତ ଦୃଢ଼ ଏବଂ ସ୍ପଷ୍ଟ ଭାବେ ଆତଙ୍କବାଦକୁ ନିନ୍ଦା କରୁଛି ବୋଲି ଦୋହରାଇଲେ ପ୍ରଧାନମନ୍ତ୍ରୀ
Quoteଇସ୍ରାଏଲରେ ଭାରତୀୟ ନାଗରିକଙ୍କ ସୁରକ୍ଷା ଓ ନିରାପତ୍ତା ନେଇ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ପ୍ରତିଶ୍ରୁତି ଦେଲେ ପ୍ରଧାନମନ୍ତ୍ରୀ ନେତାନ୍ୟାହୁ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଇସ୍ରାଏଲ ପ୍ରଧାନମନ୍ତ୍ରୀ ମହାମହିମ ଶ୍ରୀ ବେଞ୍ଜାମିନ୍‌ ନେତାନ୍ୟାହୁଙ୍କ ଠାରୁ ଫୋନ୍‌ କଲ ପାଇ ତାଙ୍କ ସହ କଥା ହୋଇଛନ୍ତି।

ଇସ୍ରାଏଲରେ ଆତଙ୍କବାଦୀ ଆକ୍ରମଣ କାରଣରୁ ମୃତ୍ୟୁବରଣ କରିଥିବା ଏବଂ ଆହତ ହୋଇଥିବା ଲୋକଙ୍କ ପାଇଁ ପ୍ରଧାନମନ୍ତ୍ରୀ ଶୋକ ଓ ସମବେଦନା ପ୍ରକଟ କରିଛନ୍ତି । ସେ ଆଶ୍ୱାସନା ଦେଇ କହିଛନ୍ତି, ଏହି କଷ୍ଟକର ସମୟରେ ଭାରତବାସୀ ଇସ୍ରାଏଲର ଲୋକଙ୍କ ସହ ଛିଡ଼ା ହୋଇଛନ୍ତି। ଭାରତ ଆତଙ୍କବାଦର ସମସ୍ତ ସ୍ୱରୂପ ଏବଂ ଅଭିବ୍ୟକ୍ତିକୁ ଦୃଢ଼ ଭାବେ ଏବଂ ସ୍ପଷ୍ଟ ରୂପରେ ନିନ୍ଦା କରିଥାଏ ବୋଲି ସେ ଦୋହରାଇଥିଲେ।

ଇସ୍ରାଏଲରେ ଥିବା ଭାରତୀୟ ନାଗରିକଙ୍କ ସୁରକ୍ଷା ଓ ନିରାପତ୍ତା ଉପରେ ପ୍ରଧାନମନ୍ତ୍ରୀ ମୋଦୀ ଜୋର୍‌ ଦେଇଥିଲେ। ପ୍ରଧାନମନ୍ତ୍ରୀ ନେତାନ୍ୟାହୁ ସମ୍ପୂର୍ଣ୍ଣ ସହଯୋଗ ଏବଂ ସହାୟତା ପାଇଁ ଆଶ୍ୱାସନା ଦେଇଥିଲେ।

ଦୁଇ ନେତା ପରସ୍ପର ସହ କଥାବାର୍ତ୍ତା ଜାରି ରଖିବେ ବୋଲି ସହମତ ହୋଇଥିଲେ।

 

  • Longsing Teron October 14, 2023

    दोस्ती सलामत रहे
  • sanjeev chaturvedi October 13, 2023

    thanks bharat mata kee jai sunate hee Pakistan kee ho jati hai kshay view leader board sanjiv chaturvedi
  • sanjeev chaturvedi October 13, 2023

    thanks tapbal sankar karayi sanhara tapbal vishnu lehi Avatara tapbal brahma rachayi sansara Har. har mahadev nama hai pyara bharat ke Pradhan mantri ka Pradhan mantri view leader board sanjiv chaturvedi
  • sanjeev chaturvedi October 13, 2023

    thanks Akela ko sab pela thanks kisi ka kuchh nahee kar payega bharat modi saport sab ko dhakela
  • sanjeev chaturvedi October 13, 2023

    thanks for Modi ke Achchhe karm hai bharm hai tab gareeb majadur kisan ke ummeed mumkin hai jaise dhanya hai modi nij dharm na tarayi vivas hai birodhi kuchh na karayi view leader board sanjiv chaturvedi
  • sanjeev chaturvedi October 13, 2023

    thanks global khada hai naree ke Shakti bhakti ke karan. jaise devi pooji pad kamal tumhare sur nar Muni sab hohi sukhare understand what naree shakti and bhakti bharat ke Pradhan mantri ka Pradhan mantri view leader board sanjiv chaturvedi
  • sanjeev chaturvedi October 13, 2023

    thanks bharat vishvguru ka karan janiye 2022 me korona kal me. pran mere bhale chale jay Modi ne lalakara tha gareeb majabur majadur kisan. ke. vidirn kaleje ko Modi ne ubara tha videsho me korona ka injekshan pahuchakar nam Apana kamaya tha tab vishva guru ka sapana bharat me sakar banaya tha bharat ke Pradhan mantri ka Pradhan mantri view leader board sanjiv chaturvedi
  • sanjeev chaturvedi October 13, 2023

    thanks Ram shabd ka Arth samajho Rama nam ko let hee sakal pap jal jay se ravi ke Uday se Andhakar mit jay and jaise Modi ke Uday se. birodhi vilin ho jay view leader board sanjiv chaturvedi
  • prashanth simha October 11, 2023

    Get rid of savages & barbarians… they are also cowards & liars. No excuse to brutality… get rid of them
  • बलवंत कुमार सिंह October 11, 2023

    इजराइल का सपोर्ट कीजिए बहुत अच्छा देश है ज यह अकेला ही सबको देख लेगा
Explore More
୭୮ତମ ସ୍ୱାଧୀନତା ଦିବସ ଅବସରରେ ଲାଲକିଲ୍ଲାରୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

୭୮ତମ ସ୍ୱାଧୀନତା ଦିବସ ଅବସରରେ ଲାଲକିଲ୍ଲାରୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଭିଭାଷଣ
In Mann Ki Baat, PM Stresses On Obesity, Urges People To Cut Oil Consumption

Media Coverage

In Mann Ki Baat, PM Stresses On Obesity, Urges People To Cut Oil Consumption
NM on the go

Nm on the go

Always be the first to hear from the PM. Get the App Now!
...
We are proud of our Annadatas and committed to improve their lives: PM Modi
February 24, 2025

The Prime Minister Shri Narendra Modi remarked that the Government was proud of India’s Annadatas and was commitment to improve their lives. Responding to a thread post by MyGovIndia on X, he said:

“We are proud of our Annadatas and our commitment to improve their lives is reflected in the efforts highlighted in the thread below. #PMKisan”