ଗତ ୯ ବର୍ଷର ସରକାରଙ୍କ ବିକାଶମୂଳକ ଯାତ୍ରାକୁ ବର୍ଣ୍ଣନା କରିଥିବା ୱେବସାଇଟର ଲିଙ୍କ୍ ସେୟାର କରିଛନ୍ତି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ । ଲୋକେ କିପରି ବିଭିନ୍ନ ସରକାରୀ ଯୋଜନା ଦ୍ୱାରା ଉପକୃତ ହୋଇଛନ୍ତି ତାହା ଦେଖିବା ପାଇଁ ଏହି ୱେବସାଇଟକୁ ଯିବାକୁ ଶ୍ରୀ ମୋଦୀ ସମସ୍ତଙ୍କୁ ଆମନ୍ତ୍ରଣ କରିଛନ୍ତି ।
ପ୍ରଧାନମନ୍ତ୍ରୀ ଟୁଇଟ୍ କରିଛନ୍ତି:
‘ଦେଶର ବିକାଶରେ ନିରନ୍ତର ସମର୍ପଣର ୯ ବର୍ଷ ।
ମୁଁ ସମସ୍ତଙ୍କୁ nm-4.com/9yrsofseva ୱେବସାଇଟକୁ ଯାଇ ଆମର ବିକାଶ ଯାତ୍ରାର ଏକ ଝଲକ ଦେଖିବା ପାଇଁ ଆମନ୍ତ୍ରଣ କରୁଛି । ବିଭିନ୍ନ ସରକାରୀ ଯୋଜନାରୁ ଲୋକେ କିପରି ଲାଭାନ୍ୱିତ ହୋଇଛନ୍ତି ତାହା ଉପରେ ଆଲୋକପାତ କରିବାର ଏହା ଏକ ସୁଯୋଗ ମଧ୍ୟ ପ୍ରଦାନ କରିଥାଏ । #9YearsOfSeva’
9 years of unwavering dedication to the nation’s growth.
— Narendra Modi (@narendramodi) May 30, 2023
I invite everyone to visit this site https://t.co/jWxyZLPPcU to get a glimpse of our development journey. It also gives an opportunity to highlight how people have benefited from various Government schemes. #9YearsOfSeva