ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଆଜି ପଦହସ୍ତାସନର ବିସ୍ତୃତ ଭିଡିଓ ସେୟାର କରିଛନ୍ତି । ପଦହସ୍ତାସନ ମାସିକ ଋତୁସ୍ରାବର ଯନ୍ତ୍ରଣା ହ୍ରାସ ଏବଂ ମେରୁଦଣ୍ଡର ସୁସ୍ଥତା ପାଇଁ ପାଦ ଓ ହାତର ଭଙ୍ଗୀ ପଦହସ୍ତାସନରେ ଦେଖାଯାଇଥାଏ । ଏହାକୁ ଅଭ୍ୟାସ କରିବାକୁ ଭିଡିଓରେ ଅନୁରୋଧ କରାଯାଇଛି ।
ଆଗକୁ ଆନ୍ତର୍ଜାତିକ ଯୋଗ ଦିବସର ଦଶମ ସଂସ୍କରଣ ଥିବା ବେଳେ ଏହି ଭିଡିଓ ସେୟାର କରି ଏହି ଭଙ୍ଗୀର ଯୋଗ ସମ୍ପର୍କରେ ହିନ୍ଦୀ ଓ ଇଂରାଜୀରେ ବିସ୍ତୃତ ଭାବେ ବର୍ଣ୍ଣନା କରାଯାଇଛି ।
ପ୍ରଧାନମନ୍ତ୍ରୀ ଏକ୍ସରେ ପୋଷ୍ଟ କରିଛନ୍ତି:
“ପଦହସ୍ତାସନର ଅନେକ ଗୁଡ଼ିଏ ଲାଭ ଅଛି...ଏହାକୁ ଅଭ୍ୟାସ କରନ୍ତୁ”
Padahastasana has several benefits…do practice it. pic.twitter.com/MdWEBWgObg
— Narendra Modi (@narendramodi) June 16, 2024
पादहस्तासन का नियमित अभ्यास कई तरह से फायदेमंद है… pic.twitter.com/gVhT4DW5q9
— Narendra Modi (@narendramodi) June 16, 2024