ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ତାଡାସନ ବା ତାଳ ଗଛର ମୁଦ୍ରା ଉପରେ ଏକ ଭିଡିଓ କ୍ଲିପ୍ ପୋଷ୍ଟ କରିଛନ୍ତି ।
ଜୁନ୍ ୨୧ ରେ ଅନ୍ତର୍ଜାତୀୟ ଯୋଗ ଦିବସର ଦଶମ ସଂସ୍କରଣ ପୂର୍ବରୁ ସେୟାର କରାଯାଇଥିବା ଏହି କ୍ଲିପରେ ତାଡ଼ାସନର ସ୍ୱାସ୍ଥ୍ୟ ଉପକାରିତା ଏବଂ ସୋପାନ ବିଷୟରେ ବର୍ଣ୍ଣନା କରାଯାଇଛି।
ପ୍ରଧାନମନ୍ତ୍ରୀ ଏକ୍ସରେ ପୋଷ୍ଟ କରିଛନ୍ତି:
"ତାଡାସନ ଶରୀର ପାଇଁ ବହୁତ ଭଲ ଅଟେ । ଏହା ଶରୀର ପାଇଁ ଅଧିକ ଶକ୍ତି ଏବଂ ଉନ୍ନତ ସଂଯୋଜନା ସୁନିଶ୍ଚିତ କରିଥାଏ।
Tadasana is very good for the body. It will ensure more strength and better alignment. pic.twitter.com/6i5rp6CbXD
— Narendra Modi (@narendramodi) June 13, 2024
ताड़ासन का नियमित अभ्यास बहुत फायदेमंद है। इससे जहां शरीर को ज्यादा ताकत मिलती है, वहीं संतुलन बनाना भी आसान हो जाता है। pic.twitter.com/C8hvZeIvEJ
— Narendra Modi (@narendramodi) June 13, 2024