ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆମ ଜନଜାତି ସମୁଦାୟର ଐତିହ୍ୟ ଏବଂ ସଂସ୍କୃତିକୁ ଭାରତର ଗୌରବ ଭାବେ ଅଭିହିତ କରିଛନ୍ତି ।
ବିଧାୟକ ଶ୍ରୀ ଭବାନୀ ଶଙ୍କର ଭୋଇଙ୍କ ଏକ ଟୁଇଟର ଜବାବ ଦେଇ ପ୍ରଧାନମନ୍ତ୍ରୀ ଟୁଇଟ୍ କରିଛନ୍ତି :
‘‘ଓଡ଼ିଶାର ରାଉରକେଲାରେ ଅନୁଷ୍ଠିତ ହେଉଥିବା ଆଦି ମହୋତ୍ସବ ଉପରେ ଏକ ରୋଚକ ଟୁଇଟ୍ ଥ୍ରେଡ୍। ଭାରତ ଆମର ଜନଜାତୀୟ ସମୁଦାୟର ଐତିହ୍ୟ ଓ ସଂସ୍କୃତିକୁ ନେଇ ଗର୍ବିତ।’’
An interesting thread on Aadi Mahotsav, which is happening in Rourkela, Odisha. India is proud of the heritage and culture of our tribal communities. https://t.co/hMnmZxy0Lv
— Narendra Modi (@narendramodi) April 8, 2023
ଓଡ଼ିଶାର ରାଉରକେଲାରେ ଅନୁଷ୍ଠିତ ହେଉଥିବା 'ଆଦି ମହୋତ୍ସବ' ଆମ ସଂସ୍କୃତିର ଏକ ଆକର୍ଷଣୀୟ ସୂତ୍ର । ଆମର ଜନଜାତି ସମୁଦାୟର ଐତିହ୍ୟ ଓ ସଂସ୍କୃତି ପାଇଁ ଭାରତ ଗର୍ବିତ । https://t.co/hMnmZxy0Lv
— Narendra Modi (@narendramodi) April 8, 2023