ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଗତ ୮ ବର୍ଷ ମଧ୍ୟରେ ଉତ୍ତର-ପୂର୍ବାଞ୍ଚଳର ସାମଗ୍ରିକ ବିକାଶ ପାଇଁ ନିଆଯାଇଥିବା ପରିବର୍ତ୍ତନଶୀଳ ପଦକ୍ଷେପ ବିଷୟରେ ତାଙ୍କ ୱେବସାଇଟ୍, ନାମୋ ଆପ୍ ଏବଂ ମାଇଁଗଭ୍ରୁ ପ୍ରବନ୍ଧ ଏବଂ ଟୁଇଟ୍ ସୂତ୍ର ସେୟାର କରିଛନ୍ତି ।
ପ୍ରଧାନମନ୍ତ୍ରୀ ଟୁଇଟ୍ କରିଛନ୍ତି:
“ଗତ ୮ ବର୍ଷ ମଧ୍ୟରେ ଉତ୍ତର-ପୂର୍ବରେ ଅକଳ୍ପନୀୟ ବିକାଶ ଘଟିଛି । ଭିତ୍ତିଭୂମି ସୃଷ୍ଟି, ଉନ୍ନତ ସ୍ୱାସ୍ଥ୍ୟସେବା, ଶିକ୍ଷା ଆଦି ସୁନିଶ୍ଚିତ କରିବା ସହିତ ଅଞ୍ଚଳର ବିଭିନ୍ନ ରାଜ୍ୟରୁ ସମୃଦ୍ଧ ସଂସ୍କୃତିର ଲୋକପ୍ରିୟତା ଉପରେ ଧ୍ୟାନ ଦିଆଯାଉଛି । #8YearsOfPurvottarKalyan”
“ଉତ୍ତର-ପୂର୍ବାଞ୍ଚଳର ସାମଗ୍ରିକ ବିକାଶ ପାଇଁ ପରିବର୍ତ୍ତନଶୀଳ ପଦକ୍ଷେପ । #8YearsOfPurvottarKalyan”
The last 8 years have seen unprecedented development in the Northeast. The focus is on infrastructure creation, ensuring better healthcare, education and popularising the rich cultures from the different states of the region. #8YearsOfPurvottarKalyan https://t.co/XLl6Vmfcm3
— Narendra Modi (@narendramodi) June 13, 2022
Transformative initiatives for all-round development of the Northeast. #8YearsOfPurvottarKalyan https://t.co/x4WY4dMIVG
— Narendra Modi (@narendramodi) June 13, 2022