ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ, କେନ୍ଦ୍ର ମନ୍ତ୍ରୀ ଶ୍ରୀ ହରଦୀପ ସିଂହ ପୁରୀଙ୍କ ଲିଖିତ ଏକ ପ୍ରବନ୍ଧ ଶେୟାର କରିଛନ୍ତି ।
ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଟ୍ୱିଟ କରାଯାଇଛି;
“କେନ୍ଦ୍ର ମନ୍ତ୍ରୀ @HardeepSPuri ଲେଖିଛନ୍ତି ଯେ, କିପରି ଅମୃତ କାଳରେ ପାରମ୍ପରିକ ଇନ୍ଧନ ସହ ନବୀକରଣଯୋଗ୍ୟ ଶକ୍ତି ଭାରତର ଶକ୍ତି ସୁରକ୍ଷାରେ ଗୁରୁତ୍ୱପୂର୍ଣ୍ଣ ହେବ...ନିଶ୍ଚିତ ପଢନ୍ତୁ ।”
Union Minister @HardeepSPuri articulates how renewable energy along with traditional fuels is the key to India's energy security in Amrit Kaal... Do read! https://t.co/htvQpSDlwJ
— PMO India (@PMOIndia) March 14, 2023