ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ବିମାନ ବନ୍ଦର ସମ୍ପର୍କିତ ନିଜ କାର୍ଯ୍ୟକ୍ରମଗୁଡିକର ଝଲକ ଶେୟାର କରିଛନ୍ତି ।
ପ୍ରଧାନମନ୍ତ୍ରୀ, କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଶ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ଏକ ଟ୍ୱିଟର ପ୍ରତ୍ୟୁତ୍ତର ଦେଇଛନ୍ତି । ଯେଉଁଥିରେ ମନ୍ତ୍ରୀ ବିମାନ ଚଳାଚଳ ଭିତ୍ତିଭୂମି ବିକାଶ ପାଇଁ ୨୦୨୩ ଆର୍ଥିକ ବର୍ଷରେ ସର୍ବାଧିକ ପୁଞ୍ଜି ବିନିଯୋଗ ସମ୍ପର୍କରେ ସୂଚନା ଦେଇଛନ୍ତି ।
ପ୍ରଧାନମନ୍ତ୍ରୀ ଟ୍ୱିଟ କରିଛନ୍ତି;
“ଉଚ୍ଚ ଗୁଣବତ୍ତା ସମ୍ପନ୍ନ ଭିତ୍ତିଭୂମିକୁ ଆମେ ସର୍ବାଧିକ ଗୁରୁତ୍ୱ ଦେଇଥାଉ । ଗତ କିଛି ମାସ ମଧ୍ୟରେ ଗୋଆ, ବେଙ୍ଗଲୁରୁ, ଚେନ୍ନାଇ, ଇଟାନଗର ଓ ଶିବମୋଗା ବିମାନ ବନ୍ଦରରେ ବିଭିନ୍ନ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲି । ଏହାର କିଛି ଝଲକ ଦେଖନ୍ତୁ ।”
One of many manifestations of the importance we attach to top quality infrastructure. In the last few months, I have joined airport related programmes in Goa, Bengaluru, Chennai, Itanagar and Shivamogga. Here are some glimpses. https://t.co/ci3tzK9d5A pic.twitter.com/eIKyuZUzKz
— Narendra Modi (@narendramodi) April 12, 2023