ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଗତ ୮ ବର୍ଷ ମଧ୍ୟରେ ଭାରତରେ ସ୍ୱାସ୍ଥ୍ୟସେବାକୁ ମଜବୁତ କରିବା ପାଇଁ ନିଆଯାଇଥିବା ପଦକ୍ଷେପଗୁଡ଼ିକର ବିବରଣୀ ସେୟାର କରିଛନ୍ତି ।
ପ୍ରଧାନମନ୍ତ୍ରୀ ଟୁଇଟ୍ କରିଛନ୍ତି:
“ଲୋକଙ୍କ ସୁସ୍ଥ ଜୀବନ ହେଉଛି ନୂଆ ଭାରତର ସଂକଳ୍ପ । ଆୟୁଷ୍ମାନ ଭାରତ ଠାରୁ ଜନ ଔଷଧି କେନ୍ଦ୍ର ପର୍ଯ୍ୟନ୍ତ ଏବଂ ଚିକିତ୍ସା ଭିତ୍ତିଭୂମି ଠାରୁ ଆରମ୍ଭ କରି ମାଗଣା ଟୀକାକରଣ ପର୍ଯ୍ୟନ୍ତ ଦେଶ ଯେଉଁ ପଥ ବାଛି ନେଇଛି ତାହା ଆଜି ସମଗ୍ର ବିଶ୍ୱ ପାଇଁ ଏକ ଉଦାହରଣ ପାଲଟିଛି । #8YearsOfHealthyIndia”
“ଆଗାମୀ ବର୍ଷ ସେହିମାନଙ୍କର ହେବ ଯେଉଁମାନେ ସ୍ୱାସ୍ଥ୍ୟସେବାରେ ବିନିଯୋଗ କରିଛନ୍ତି ।
ଭାରତରେ ସ୍ୱାସ୍ଥ୍ୟସେବା କ୍ଷେତ୍ରକୁ ମଜବୁତ କରିବା ପାଇଁ ଆମ ସରକାର କରିଥିବା କାର୍ଯ୍ୟ ପାଇଁ ମୁଁ ଗର୍ବିତ । #8YearsOfHealthyIndia”
“ସ୍ୱାସ୍ଥ୍ୟସେବା ଆମର ପ୍ରମୁଖ ଲକ୍ଷ୍ୟ କ୍ଷେତ୍ର ମଧ୍ୟରେ ରହିଛି । ଗତ ୮ ବର୍ଷ ହେଲା ସ୍ୱାସ୍ଥ୍ୟ ଭିତ୍ତିଭୂମିରେ ଅଭିବୃଦ୍ଧି, ପ୍ରତ୍ୟେକ ଭାରତୀୟଙ୍କ ପାଇଁ ସୁଲଭ ତଥା ଗୁଣାତ୍ମକ ସ୍ୱାସ୍ଥ୍ୟସେବା ସୁବିଧା ସୁନିଶ୍ଚିତ କରିବା ଏବଂ ଏହି କ୍ଷେତ୍ର ସହିତ ପ୍ରଯୁକ୍ତିବିଦ୍ୟାକୁ ଏକୀକୃତ କରିବା । #8YearsOfHealthyIndia”
जन-जन का स्वस्थ जीवन न्यू इंडिया का दृढ़ संकल्प है। आयुष्मान भारत से लेकर जन औषधि केंद्र तक और मेडिकल इन्फ्रास्ट्रक्चर से लेकर मुफ्त टीकाकरण तक देश ने जो राह तय की है, वो आज पूरी दुनिया के लिए एक मिसाल बनी है। #8YearsOfHealthyIndia pic.twitter.com/wQqv0DIjhb
— Narendra Modi (@narendramodi) June 8, 2022
The coming years will belong to those who have invested in healthcare.
— Narendra Modi (@narendramodi) June 8, 2022
I am proud of the work our government has done to strengthen the healthcare sector in India. #8YearsOfHealthyIndia https://t.co/ECDGsx7QIK
Healthcare is among our key focus areas. The last 8 years have been about augmenting health infrastructure, ensuring affordable and quality healthcare access to every Indian, and integrating technology with this sector. #8YearsOfHealthyIndia https://t.co/RNicq6LnM6
— Narendra Modi (@narendramodi) June 8, 2022