ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଜାମ୍ମୁ-କଶ୍ମୀରର ସୌନ୍ଦର୍ଯ୍ୟ ତଥା ଆତିଥେୟତା ସହିତ ବାଏସରନ୍, ଆରୁ, କୋକେରନାଗ, ଅଖବାଲ, ଗୁଲମର୍ଗ, ଶ୍ରୀନଗର ଏବଂ ଡାଲ ହ୍ରଦର ସୌନ୍ଦର୍ଯ୍ୟ ଉପରେ ଆଲୋକପାତ କରିଥିବା ନାଗରିକଙ୍କ ମତାମତକୁ ସେୟାର କରିଛନ୍ତି ।
ଶ୍ରୀ ରଣଜିତ କୁମାରଙ୍କ ଏକ ଟୁଇଟକୁ ଉଦ୍ଧୃତ କରି ୨୦୧୯ ରେ ଶ୍ରୀନଗର ଗସ୍ତର ଏକ ଚିତ୍ର ଟୁଇଟ୍ କରିଛନ୍ତି ପ୍ରଧାନମନ୍ତ୍ରୀ ।
ନାଗରିକଙ୍କ ଟୁଇଟର ଜବାବ ଦେଇ ପ୍ରଧାନମନ୍ତ୍ରୀ ଟୁଇଟ୍ କରିଛନ୍ତି;
“ଅତି ବଢିଆ । ମୁଁ ମଧ୍ୟ ୨୦୧୯ ରେ ଶ୍ରୀନଗର ଗସ୍ତର ଏକ ଚିତ୍ର ସେୟାର କରିବାକୁ ଉତ୍ସାହିତ ହୋଇଛି ।”
Excellent. I’m also tempted to share a picture from my visit to Srinagar in 2019. https://t.co/UYKde98S68 pic.twitter.com/ZfDyghtEdj
— Narendra Modi (@narendramodi) October 8, 2022