ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ମରିସସ୍ ଲୋକଙ୍କ ଦ୍ୱାରା ଗାନ କରାଯାଇଥିବା ଶ୍ରୀ ରାମ ଭକ୍ତିର ଭଜନ ଏବଂ କଥା ସେୟାର କରିଛନ୍ତି ।
ପ୍ରଧାନମନ୍ତ୍ରୀ ଏକ୍ସରେ ପୋଷ୍ଟ କରିଛନ୍ତି:
‘ମରିସସ୍ର ଲୋକ ନିଜ ପରମ୍ପରାକୁ ସଂରକ୍ଷିତ ରଖିଛନ୍ତି ଏବଂ ସେଥିରେ କଥା ଏବଂ ଭଜନ ମାଧ୍ୟମରେ ରାମ ଭକ୍ତି ସାମିଲ ରହିଛି । ଏତେ ବର୍ଷ ପର୍ଯ୍ୟନ୍ତ ଏତେ ଗଭୀର ସାଂସ୍କୃତିକ ମୂଳ ଏବଂ ଭକ୍ତିର ପ୍ରସାର ଦେଖି ବେଶ୍ ଭଲ ଲାଗିଲା ।’
The wonderful people of Mauritius have preserved their traditions and this includes Ram Bhakti through Kathas and Bhajans.
— Narendra Modi (@narendramodi) January 20, 2024
Great to see such deep cultural roots and devotion thriving for so many years. #ShriRamBhajan https://t.co/PKTNBuNAfbhttps://t.co/Qt8w4qMaDY…