ପରିବେଶ ପାଇଁ ଜୀବନଶୈଳୀ (ଲାଇଫ) ଅବଧାରଣା ସନ୍ଦର୍ଭରେ, ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ମହାତ୍ମା ଗାନ୍ଧୀଙ୍କ ସାଇକେଲ ଚଲାଉଥିବାର ଏକ ଫଟୋ ଶେୟାର କରିଛନ୍ତି । ଆଜି ବିଶ୍ୱ ସାଇକେଲ ଦିବସ ।
ପ୍ରଧାନମନ୍ତ୍ରୀ ଏକ ଟ୍ୱିଟରେ କହିଛନ୍ତି;
“ପରିବେଶ ପାଇଁ ଜୀବନଶୈଳୀ (ଲାଇଫ)
ଆଜି ବିଶ୍ୱ ସାଇକେଲ ଦିବସ, ସନ୍ତୁଳିତ ଏବଂ ସୁସ୍ଥ ଜୀବନଶୈଳୀ ଆପଣାଇବା ପାଇଁ ମହାତ୍ମା ଗାନ୍ଧିଙ୍କ ଭିନ୍ନ ଆଉ କିଏ ଭଲ ପ୍ରେରଣା ସାଜିପାରନ୍ତି ।”
Lifestyle for Environment (LIFE).
— Narendra Modi (@narendramodi) June 3, 2022
It is World Bicycle Day today and who better than Mahatma Gandhi to take inspiration from to lead a sustainable and healthy lifestyle. pic.twitter.com/r6hclQGjkd