Quote“ଭାରତୀୟ ଜାତୀୟବାଦର ଦୁର୍ଗ ହେଉଛି ତାମିଲନାଡୁ”
Quote“ଅଧୀନମ ଏବଂ ରାଜାଜୀଙ୍କ ମାର୍ଗଦର୍ଶନ ଅଧୀନରେ ଆମେ ଆମର ପବିତ୍ର ତାମିଲ ସଂସ୍କୃତିରୁ ଆଶୀର୍ବାଦର ମାର୍ଗ ପାଇଛୁ- ଏହି ପଥ ହେଉଛି ସେଙ୍ଗୋଲ ମାଧ୍ୟମରେ କ୍ଷମତାର ହସ୍ତାନ୍ତର”
Quote“୧୯୪୭ରେ ତିରୁଭାଡୁଥିରାଇ ଏକ ସ୍ୱତନ୍ତ୍ର ସେଙ୍ଗୋଲ ସୃଷ୍ଟି କଲେ, ଆଜି ସେଇ ଛବି ଆମକୁ ତାମିଲ ସଂସ୍କୃତି ଓ ଆଧୁନିକ ଗଣତନ୍ତ୍ରରେ ଭାରତର ଭାଗ୍ୟ ଓ ଭାବପୂର୍ଣ୍ଣ ସମ୍ପର୍କକୁ ମନେ ପକାଇ ଦେଇଛି”
Quote“ଅଧୀନମଙ୍କ ସେଙ୍ଗୋଲ ହେଉଛି ଶହ ଶହ ବର୍ଷର ଦାସତ୍ୱରୁ ଭାରତ ମୁକ୍ତ ହେବାର ପ୍ରତୀକ”
Quote“ଗଣତନ୍ତ୍ରର ମନ୍ଦିରରେ ସେଙ୍ଗୋଲ ତାହାର ଯଥାମାନ୍ୟ ସ୍ଥାନ ପାଇଛି”
Quoteପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ନୂତନ ସଂସଦ ଭବନରେ ସେଙ୍ଗୋଲ ପ୍ରତିଷ୍ଠା ପୂର୍ବରୁ ଅଧୀନମଗଣ ୨୭-୦୫-୨୦୨୩ ଦିନ ଆର୍ଶୀବାଦ କରିଛନ୍ତି ।

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ନୂତନ ସଂସଦ ଭବନରେ ସେଙ୍ଗୋଲ ପ୍ରତିଷ୍ଠା ପୂର୍ବରୁ ଅଧୀନମଗଣ ୨୭-୦୫-୨୦୨୩ ଦିନ ଆର୍ଶୀବାଦ କରିଛନ୍ତି ।

ଅଧୀନମଗଣଙ୍କୁ ସମ୍ବୋଧନ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ତାଙ୍କ ପାଇଁ ବିରାଟ ସୌଭାଗ୍ୟର ବିଷୟ ଏହି ଯେ ସେମାନେ ପ୍ରଧାନମନ୍ତ୍ରୀଙ୍କ ବାସଗୃହରେ ବିଜେ ହୋଇଛନ୍ତି । ଭଗବାନ ଶିବଙ୍କ କରୁଣାରୁ ଆଜି ଶିବଙ୍କ ଭକ୍ତମାନଙ୍କ ସହ ବାର୍ତ୍ତା ବିନିମୟ କରିବାକୁ ତାଙ୍କୁ ସୁଯୋଗ ମିଳିଛି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । ଅଧୀନମଗଣ ରବିବାର ୨୮ ତାରିଖ ଦିନ ସଂସଦର ନୂତନ ଭବନ ଉଦଘାଟନ କାଳରେ ରହି ସେମାନଙ୍କ ଆଶିଷ ବର୍ଷା କରିବାକୁ ଥିବାରୁ ସେ ଖୁସି ପ୍ରକଟ କରିଥିଲେ । ପ୍ରଧାନମନ୍ତ୍ରୀ ସ୍ୱାଧୀନତା ସଂଗ୍ରାମରେ ତାମିଲନାଡୁର ଭୂମିକା ଉପରେ ଆଲୋକପାତ କରିଥିଲେ । ସେ କହିଥିଲେ ଯେ ତାମିଲନାଡୁ ଥିଲା ଭାରତୀୟ ଜାତୀୟତାବାଦର ଦୁର୍ଗ । ତାମିଲ ଜନସାଧାରଣଙ୍କୁ ସବୁବେଳେ ମା’ ଭାରତୀଙ୍କ ସେବା ଦ୍ୱାରା ଅନୁପ୍ରାଣିତ । ସ୍ୱାଧୀନତା ପରେ ଅନେକ ବର୍ଷ ବିତିଯାଇଥିଲେ ମଧ୍ୟ ତାମିଲମାନଙ୍କ ଅବଦାନ ଯଥାର୍ଥ ସ୍ୱୀକୃତି ଲାଭ କରି ନ ଥିବାରୁ ସେ ତାହାର ସମାଲୋଚନା କରିଥିଲେ । ବର୍ତ୍ତମାନ ଏହି ସମସ୍ୟାକୁ ପ୍ରଧାନ୍ୟ ଦିଆହେଉଛି ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ସ୍ୱାଧୀନତା ସମୟରେ କ୍ଷମତା ହସ୍ତାନ୍ତର ପ୍ରତୀକ ନେଇ ପ୍ରଶ୍ନ ଉଠିଥିଲା ଓ ଏ କ୍ଷେତ୍ରରେ ଅନେକ ପରମ୍ପରା ଥିଲା । “ସେତେବେଳେ ଆମେ ଅଧୀନମ ଓ ରାଜାଜୀଙ୍କ ମାର୍ଗ ଦର୍ଶନରେ ଏକ ପବିତ୍ର ପନ୍ଥା ଆପଣାଇ ପ୍ରାଚୀନ ଓ ପବିତ୍ର ତାମିଲ ସଂସ୍କୃତିରୁ ପାଇଥିଲା ଯାହା ଥିଲା ସେଙ୍ଗୋଲ ମାଧ୍ୟମରେ କ୍ଷମତା ହସ୍ତାନ୍ତରଣ” ବୋଲି ସେ କହିଥିଲେ । ସେଙ୍ଗୋଲ ହେଉଛି ସେ ବ୍ୟକ୍ତି ଯାହାର ଦାୟିତ୍ୱ ହେଉଛି ଦେଶର କଲ୍ୟାଣ ଓ ସେ କେବେ ମଧ୍ୟ କର୍ତ୍ତବ୍ୟ ପଥରୁ ହଟିବ ନାହିଁ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । ୧୯୪୭ରେ ତିରୁଭାଡୁଥୁରାଇ ଅଧୀନମ ଏକ ସ୍ୱତନ୍ତ୍ର ସେଙ୍ଗୋଲ ସୃଷ୍ଟି କରିଥିଲେ । “ଆଜି ସେତେବେଳର ସେ ଛବି ଆମକୁ ତାମିଲ ସଂସ୍କୃତି ଓ ଭାରତୀୟ ଭାଗ୍ୟ ସହ ଆଧୁନିକ ଗଣତନ୍ତ୍ରର ସମ୍ପର୍କକୁ ସୂଚାଇ ଦେଉଛି । ଆଜି ସେହି ଗଭୀର ସମ୍ପର୍କର ଗାଥା ଇତିହାସର ପୃଷ୍ଠାରେ ସଜୀବ ହୋଇ ଉଠିଛି” ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । ଆମକୁ ଏହା ସେତେବେଳର ଘଟଣାକୁ ବୁଝିବା ପାଇଁ ଏକ ଉପଯୁକ୍ତ ବାତାବରଣ ପ୍ରଦାନ କରୁଛି । ଏହି ପବିତ୍ର ପ୍ରତୀକ କିପରି ବ୍ୟବହୃତ ହୋଇଥିଲା ତାହା ମଧ୍ୟ ଆମେ ଜାଣିବାକୁ ପାଇଛୁ ।

ପ୍ରଧାନମନ୍ତ୍ରୀ ନିର୍ଦ୍ଦିଷ୍ଟ ଭାବେ ରାଜାଜୀ ଓ ଅନ୍ୟାନ୍ୟ ଅଧୀନମଙ୍କ ଉଦେଶ୍ୟରେ ମଥାନତ କରିବା ସହ ଶହ ଶହ ବର୍ଷର ଦାସତ୍ୱର ପ୍ରତୀକ ବିରୁଦ୍ଧରେ ଏହି ସେଙ୍ଗୋଲ ସ୍ୱାଧୀନତାର ପଦକ୍ଷେପ ନେଇଥିଲା । ଏହି ସେଙ୍ଗୋଲ ଭାରତକୁ ଦାସତ୍ୱ ପୂର୍ବବର୍ତ୍ତୀ ଭାରତ ସହ ସ୍ୱାଧୀନ ଭାରତକୁ ଯୋଡ଼ିଥିଲା ଓ ୧୯୪୭ ମସିହାରେ ଭାରତ ସ୍ୱାଧୀନ ହେବା ପରେ କ୍ଷମତା ହସ୍ତାନ୍ତରଣର ପ୍ରତୀକ ସାଜିଥିଲା । ସେଙ୍ଗୋଲର ଆଉ ଏକ ମହତ୍ତ୍ୱକୁ ନେଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ ଏହା ଭାରତର ଗୌରବମୟ ବର୍ଷ ଓ ଅତୀତର ପରମ୍ପରା ଓ ଭବିଷ୍ୟତର ସ୍ୱାଧୀନ ଭାରତର ପ୍ରତିନିଧିତ୍ୱ କରେ । ପବିତ୍ର ସେଙ୍ଗୋଲ ଏହା ନାଯ୍ୟ ମର୍ଯ୍ୟାଦା ନ ପାଇ ପ୍ରୟାଗରାଜର ଆନଂଦ ଭବନରେ ପଡ଼ିରହି କେବଳ ଏକ ଆଶାବାଡ଼ି ଭାବେ ପ୍ରଦର୍ଶିତ ହେଉଥିବାରୁ ପ୍ରଧାନମନ୍ତ୍ରୀ ତାହାର ସମାଲୋଚନା କରିଥିଲେ । ବର୍ତ୍ତମାନର ସରକାର ହିଁ ଏହାକୁ ଆନଂଦ ଭବନ ବାହାରକୁ ଆଣିଲେ । ନୂତନ ସଂସଦ ଭବନରେ ସେଙ୍ଗୋଲକୁ ସ୍ଥାପନ କରି ଆମେ ଭାରତର ସ୍ୱାଧୀନତାର ପ୍ରଥମ ମୁହୂର୍ତ୍ତକୁ ପୁର୍ନଜୀବିତ କରିବାର ସୁଯୋଗ ପାଇଛୁ । ସେଙ୍ଗୋଲ ତା’ର ଉପଯୁକ୍ତ ସ୍ଥାନ ଗଣତନ୍ତର ମନ୍ଦିରରେ ପାଉଛି ବୋଲି ପ୍ରଧାନମନ୍ତ୍ରୀ ବକ୍ତବ୍ୟ ଦେଇଥିଲେ । ଭାରତୀୟ ମହାନ ପରମ୍ପରାର ପ୍ରତୀକ ସେଙ୍ଗୋଲ ନୂତନ ସଂସଦ ଭବନରେ ସ୍ଥାପିତ ହେଉଥିବାରୁ ସେ ସନ୍ତୋଷ ବ୍ୟକ୍ତ କରିଥିଲେ । ଏହି ସେଙ୍ଗୋଲ ଆମକୁ ନିରବଚ୍ଛିନ୍ନ ଭାବେ କର୍ତ୍ତବ୍ୟ ପଥରେ ଚାଲି ଜନସାଧାରଣଙ୍କ ଉତ୍ତରଦାୟୀ ହେବା ପାଇଁ ମନେ ପକାଉଥିବ ବୋଲି ସେ କହିଥିଲେ ।

ଅଧୀନମଙ୍କ ମହାନ ପ୍ରେରଣାଦାୟୀ ପରମ୍ପରା ହେଉଛି ପବିତ୍ର ଜୀବନ ଶକ୍ତିର ପ୍ରତୀକ । ସେମାନଙ୍କ ଶୈବ ପରମ୍ପରା ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ ସେମାନଙ୍କ ଦର୍ଶନରେ ଏକ ଭାରତ ଶ୍ରେଷ୍ଠ ଭାରତ ଉତ୍ସାହର ପ୍ରଶଂସା କରିଥିଲେ । ଅଧିକାଂଶ ଅଧୀନମଙ୍କ ନାମ ଏହି ଉତ୍ସାହ ସହ ସଂଶ୍ଳିଷ୍ଟ, କାରଣ ଏହିପରି କେତେକ ପବିତ୍ର ନାମ କୈଳାସକୁ ସୂଚୀତ କରିଥାଏ । ପବିତ୍ର କୈଳାସ ପର୍ବତ ସୁଦୂର ହିମାଳୟରେ ଥାଇ ସୁଦ୍ଧା ସେମାନଙ୍କ ହୃଦୟ କନ୍ଦରରେ ଥାଏ । ମହାନ ଶୈବ ସନ୍ୟାସୀ ତିରୁମୁଲାର କୈଳାସରୁ ଆସି ଶିବ ଭକ୍ତିର ପ୍ରସାର କରିଥିଲେ ବୋଲି କୁହାଯାଏ । ସେହିଭଳି ତାମିଲନାଡୁର ଅନେକ ମହାନ ସନ୍ଥ ଉଜ୍ଜୈନ, କେଦାରନାଥ ଓ ଗୌରୀ କୁଣ୍ଡର ନାମ ଉଚ୍ଚାରଣ କରୁଥିବା ସେ ସ୍ମରଣ କରିଥିଲେ ।

ବାରଣାସୀରୁ ସଂସଦ ସଦସ୍ୟ ହୋଇଥିବା ପ୍ରଧାନମନ୍ତ୍ରୀ କହିଥିଲେ ଯେ ସ୍ୱାମୀ କୁମାର ଗୁରୁପାରା ଧର୍ମପୁରମରେ ଅଧୀନମ ହୋଇ ତାମିଲନାଡୁରୁ କାଶୀ ଆସି ବନାରସର କେଦାର ଘାଟରେ କେଦାରେଶ୍ୱର ମନ୍ଦିର ପ୍ରତିଷ୍ଠା କରିଥିଲେ। ତାମିଲନାଡୁର ତିରୁପାଣ୍ଡଲର କାଶୀ ମଠ ମଧ୍ୟ କାଶୀ ନାମରେ ନାମିତ ହୋଇଛି । ମଠର ଖୁବ ମଜାଳିଆ ବିଷୟ ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ତିରୁପାଣ୍ଡଲର କାଶୀ ମଠ ତୀର୍ଥଯାତ୍ରୀମାନଙ୍କୁ ବ୍ୟାଙ୍କ ସେବା ମଧ୍ୟ ଯୋଗାଉଛି । ଆପଣ ସେଠାରେ ପଇସା ଜମା କରି ଆପଣଙ୍କୁ ଦିଆଯାଇଥିବା ପ୍ରମାଣପତ୍ର ଦେଖାଇ କାଶୀରୁ ପଇସା ଉଠାଇ ପାରିବେ । “ଏହିପରି ଭାବେ ଶୈବ ସିଦ୍ଧାନ୍ତର ଅନୁଗାମୀମାନେ କେବଳ ଶୈବ ଭକ୍ତିର ପ୍ରସାର କରନ୍ତି ନାହିଁ, ବରଂ ପରସ୍ପରକୁ ଆପଣାର କରିବାରେ ସହାୟକ ହୋଇଥାଆନ୍ତି” ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ।

ଅଧୀନମଙ୍କ ଭଳି ମହାନ ପରମ୍ପରା ଯୋଗୁ ଶହ ଶହ ବର୍ଷର ଦାସତ୍ୱ ପରେ ମଧ୍ୟ ତାମିଲ ସଂସ୍କୃତି ମଜବୁତ ରହିଛି । ଏହାର ଶ୍ରେୟ ସେ ବଂଚିତ ଓ ଶୋଷିତ ମଣିଷମାନଙ୍କୁ ଦେଇଥିଲେ । “ଦେଶକୁ ଅବଦାନ ଦୃଷ୍ଟିରୁ ଆପଣଙ୍କ ଅନୁଷ୍ଠାନ ଗୁଡ଼ିକର ଗୌରବମୟ ଇତିହାସ ରହିଛି । ଏହି ପରମ୍ପରାକୁ ଆଗେଇ ନେଇ ଭବ୍ୟ ପିଢ଼ିଙ୍କୁ କାମ ପାଇଁ ଉତ୍ସାହିତ କରିବା ପାଇଁ ଏବେ ସମୟ ଆସିଛି” ବୋଲି ସେ କହିଥିଲେ ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଆମେ ସ୍ୱାଧୀନତା ପ୍ରାପ୍ତିର ଶହେ ବର୍ଷ ପହଂଚିବା ବେଳକୁ ତଥା ଆଗାମୀ ୨୫ ବର୍ଷ ପାଇଁ ଆମର ଲକ୍ଷ୍ୟ ହେଉଛି ଏକ ଆତ୍ମନିର୍ଭର, ସାମଗ୍ରିକ ଓ ବିକଶିତ ଭାରତ ଆବଶ୍ୟକ । ଦେଶ ଯେତେବେଳେ ୨୦୪୭ର ଲକ୍ଷ୍ୟ ହାସଲ ଦିଗରେ ଅଗ୍ରସର ହେଉଛି, ଅଧୀନମ ମାନଙ୍କର ଅନେକ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ୧୯୪୭ରେ ଅଧୀନମଙ୍କ ଭୂମିକା ନେଇ ଦେଶବାସୀ ପୁଣି ଜାଣିବାକୁ ପାଇଛନ୍ତି । “ଆପଣଙ୍କ ସଂଗଠନ ସବୁବେଳେ ସେବାର ମୂଲ୍ୟ ବୁଝେ, ଆପଣମାନେ ଜନସାଧାରଣ ପରସ୍ପରକୁ ଜାଣିବା ନେଇ ଅନେକ ଉଦାହରଣ ସୃଷ୍ଟି କରିବା ସହ ସେମାନଙ୍କ ମଧ୍ୟରେ ଏକତାର ଭାବ ସୃଷ୍ଟି କରିଛନ୍ତି” ବୋଲି ଶ୍ରୀ ମୋଦୀ କହିଥିଲେ । 

ଅଭିଭାଷଣ ଶେଷରେ ପ୍ରଧାନମନ୍ତ୍ରୀ କହିଥିଲେ ଯେ ଭାରତର ଶକ୍ତି ତା’ର ଐକ୍ୟରେ ନିହିତ । “ଯେଉଁମାନେ ଦେଶର ପ୍ରଗତିରେ ବାଧା ସୃଷ୍ଟି କରୁଛନ୍ତି ସେମାନଙ୍କ ପ୍ରତି ସାବଧାନ ରହିବାକୁ ସେ ସତର୍କ କରାଇ ଦେଇଥିଲେ । ମାତ୍ର ମୁଁ ନିଶ୍ଚିତ ଯେ ଆମେ ପ୍ରତ୍ୟେକ ଆହ୍ୱାନ ଦେଶ ଆପଣଙ୍କ ଅନୁଷ୍ଠାନରୁ ପାଉଥିବା ଆଧ୍ୟାତ୍ମିକ ଓ ସାମାଜିକ ଶକ୍ତି ବଳରେ ମୁକାବିଲା କରିବ” ବୋଲି କହି ସେ ତାଙ୍କର ବକ୍ତବ୍ୟ ଶେଷ କରିଥିଲେ ।

 

 

 

 

 

 

 

  • Joseph Paulraj alais JOJ (Author of KANNAKI KOTTAI Novel Book) June 15, 2023

    Our PM MODIJI is Blessed by All Gods in this World. So surely He will Become The Highest Political Leader for This World. As We Are Indians surely we can gets Proud in this World because of Our Beloved PM MODIJI
  • Vishwas Kulkarni June 06, 2023

    Absolutely Glorious History of Hindu Sanatan Sanskriti is shinning, blooming, strengthening by Sengol's Restoration in New Parliament House,by True Matru Bhakta, Hon'ble PM Shri Narendra Modi ji. We are ONE, our Sanskriti is ONE, our culture is ONE, Our DNA, liking, food, blood, sorrow ONE.👏👏
  • CHANDRA KUMAR May 31, 2023

    साक्षी की हत्या करके साहिल जेल में है। बीजेपी को सिर्फ इतना करना चाहिए की साक्षी के लाश को देश के सभी राज्य और सभी जिले में घुमाया जाए। ट्रांसपेरेंट एसी में रखकर साक्षी की लाश को रखकर जब देश भर में घुमाएंगे तब जाकर देश वासियों को मालूम होगा की बीजेपी का सत्ता में रहना क्यों जरूरी है। इसके बाद साहिल को बांधकर उसी जगह पर खड़ा कर दीजिए जहां साक्षी का चाकू गोदकर और पत्थर से कुचल कर हत्या किया गया। जनता से कह दीजिए, यह अपराधी संविधान से सजा पाने के योग्य नहीं है। इसे आपलोग सजा दीजिए। बृजभूषण पर झूठा आरोप लगाकर कांग्रेस पार्टी कर्नाटक चुनाव जीत गया। अब बीजेपी को साहिल को जनता को सौंपकर अपना शक्ति दिखा देना चाहिए। सुप्रीम कोर्ट सरकार से ऊपर नहीं है। हिंदू बेटियों की लगातार हत्या कब तक इन झूठे न्यायालय के फाइल में खो जाने दे। एक बार इस हत्यारे को जनता के हाथ में दे दीजिए। भारतीय जनता, बीजेपी का एहसानमंद हो जायेगा। जिस तरह गुजरात में गोधरा के दंगा में जली लाशें, पूरे गुजरात में घुमा दिए थे, उसी तरह, जब भी किसी हिंदू बेटी की नृशंस हत्या मुस्लिमों के द्वारा हो, तो उस बेटी की लाश को पूरे देश में घुमा दीजिए। देश वासियों को देखने दीजिए, उसके बेटियों को कैसे मारा जा रहा है। उत्तर प्रदेश में एक दलित लड़की की लाश को रात में जला देने पर यही कांग्रेस देश विदेश में बीजेपी को बदनाम कर दिया। अब बीजेपी को चाहिए की साक्षी के लाश को देश भर में प्रत्यक्ष जिला में प्रदर्शित किया जाए। बीजेपी को मालूम होना चाहिए की , जब श्री राम की पत्नी सीता का अपहरण , रबमवान ने किया, तब भारत के सभी दक्षिण के राज्य के निवासियों से श्री राम ने कहा, रावण ने आज मेरी पत्नी का अपहरण किया, देख लो कल तुम्हारी पत्नी का अपहरण ना हो जाए। इससे दक्षिण के सभी भारतीय राज्य के निवासी एक साथ रावण के विरुद्ध युद्ध के लिए चल पड़े। जब चितौड़ में लाखों हिंदू स्त्रियां सती हो गईं तब हिंदुओं ने एक साथ युद्ध करने के लिए एकजुट हो गए। अब साक्षी जैसी सभी हिंदू लड़कियों का जब भी कोई मुस्लिम हत्या करे। उसकी लाश को भारतीय जनता के बीच घुमाइए, फिर देखिए बीजेपी का काम कैसे आसान हो जायेगा। कांग्रेस पार्टी का मुस्लिम तुष्टिकरण और मुस्लिमों के द्वारा हिंदू लड़कियों का संगठित जिहादी हत्याएं और क्रूरताएं , भारतवासियों के समक्ष प्रस्तुत किया जाए। कोई किंतु परंतु नहीं, लड़की का क्या दोष है और क्या नहीं। साक्षी की हत्या टैटू बना लेने से हुआ या प्रवीण से बात करने से हुआ, या कोई भी बहाना हो। एक हिंदू बेटी का एक मुस्लिम लड़के ने बहुत ही बेरहमी से हत्या किया है, इसीलिए उस मुस्लिम लड़के को जनता के बीच हाथ पैर बांधकर खड़ा कर दीजिए। कांग्रेस पार्टी और क्रूर मुस्लिमों को दिखाइए की असली मॉब लिंचिंग क्या होती है। जब जब हिंदू लड़की की हत्या होगी, तब तब उन मुस्लिम लड़कों का मॉब लिंचिंग किया जायेगा। सुप्रीम कोर्ट और बाकी कोर्ट अपने लंबित केस का सुनवाई पूरी करे। इन क्रूर मुस्लिमों का सीधा मॉब लिंचिंग कराया जाए। सबसे पहले साहिल की भारतीय नागरिकता राष्ट्रपति द्वारा रद्द किया जाए, ताकि संवैधानिक न्यायालय के द्वारा उसका मुकदमा चलाने का रास्ता खत्म हो जाए। फिर उस साहिल को दिल्ली के उसी जगह पर हाथ पैर बांधकर खड़ा कर दीजिए, और भीड़ के द्वारा उसका हत्या करा दीजिए। हिंदू बेटियों का लव जिहाद में और जान गंवाने देना ठीक नहीं। इन क्रूर लोगों के साथ क्रूरतम तरीके से निबटने की जरूरत है।
  • RAJENDRA NATH RAWANI May 30, 2023

    pranam Sir 🙏🌺🙏
  • Ravi Shankar May 30, 2023

    हर हर महादेव🚩🚩🇮🇳🇮🇳🙏🙏
  • Tribhuwan Kumar Tiwari May 29, 2023

    वंदेमातरम सादर प्रणाम सर सादर त्रिभुवन कुमार तिवारी पूर्व सभासद लोहिया नगर वार्ड पूर्व उपाध्यक्ष भाजपा लखनऊ महानगर उप्र भारत
  • अनन्त राम मिश्र May 29, 2023

    अनन्त हार्दिक शुभकामनाएं और हार्दिक बधाई
  • DIpak S Upadhye May 29, 2023

    जय श्री राम् Dipak Upadhye Mandal Sachiv Kasarvadvali Thane 9422809721
  • Jayakumar G May 29, 2023

    🌺செங்கோல் இந்திய அரசியல் கலாச்சார அடையாளம்🆔🌺
  • LAVKUSH mishra May 28, 2023

    बहुत बहुत बधाई हार्दिक शुभकामनाएं
Explore More
୭୮ତମ ସ୍ୱାଧୀନତା ଦିବସ ଅବସରରେ ଲାଲକିଲ୍ଲାରୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

୭୮ତମ ସ୍ୱାଧୀନତା ଦିବସ ଅବସରରେ ଲାଲକିଲ୍ଲାରୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଭିଭାଷଣ
India’s Critical Minerals Mission: PM Modi’s Plan To Secure India’s Future Explained

Media Coverage

India’s Critical Minerals Mission: PM Modi’s Plan To Secure India’s Future Explained
NM on the go

Nm on the go

Always be the first to hear from the PM. Get the App Now!
...
Prime Minister reaffirms commitment to Water Conservation on World Water Day
March 22, 2025

The Prime Minister, Shri Narendra Modi has reaffirmed India’s commitment to conserve water and promote sustainable development. Highlighting the critical role of water in human civilization, he urged collective action to safeguard this invaluable resource for future generations.

Shri Modi wrote on X;

“On World Water Day, we reaffirm our commitment to conserve water and promote sustainable development. Water has been the lifeline of civilisations and thus it is more important to protect it for the future generations!”