Quote“ଗୋଟିଏ ପୃଥିବୀ,ଗୋଟିଏ ପରିବାର, ଗୋଟିଏ ଭବିଷ୍ୟତ” ଏକକ ଉଦ୍ଦେଶ୍ୟ ଓ ଐକ୍ୟର ସୂଚନା ଦେଇଥାଏ”
Quote“ବିଶ୍ୱ ଯୁଦ୍ଧ ପରବର୍ତ୍ତୀ ବୈଶ୍ୱିକ ଶାସନ ଭବିଷ୍ୟତ ଯୁଦ୍ଧ ଓ ଆନ୍ତର୍ଜାତିକ ସହଯୋଗ ଏପରି ଦୁଇଟି ସାମୂହିକ ସ୍ୱାର୍ଥଜନିତ କାର୍ଯ୍ୟକ୍ରମ କାର୍ଯ୍ୟକାରୀ କରିବାରେ ବିଫଳ”
Quote“ବୈଶ୍ୱିକ ନେତୃତ୍ୱର ନିଷ୍ପତ୍ତି ଦ୍ୱାରା ସବୁଠାରୁ କ୍ଷତିଗ୍ରସ୍ତ ମାନଙ୍କର କଥା ନ ଶୁଣି କୌଣସି ବି ଗୋଷ୍ଠୀ ଏହାର ନେତୃତ୍ୱ ଦାବି କରିପାରିବ ନାହିଁ”
Quote“ଭାରତର ଜି-୨୦ ଅଧ୍ୟକ୍ଷତା ଦକ୍ଷିଣ ଗୋଲାର୍ଦ୍ଧର ସ୍ୱର ଉତ୍ତୋଳନ ନିମନ୍ତେ ଚେଷ୍ଟା କରିଛି”
Quote“ ଆମେ ସହମତିରେ ସମାଧାନ ନ କରିପାରୁଥିବା ସମସ୍ୟାଗୁଡିକୁ ଆଲୋଚନା ପରିସରକୁ ଆଣିବା ଅନୁଚିତ ଓ ଯାହା ସହମତିରେ ସମ୍ଭବ ତାହା ଆଣିବାକୁ ହେବ”
Quote“ଅଭିବୃଦ୍ଧି ଓ ଦକ୍ଷତା ଗୋଟିଏ ପଟେ ଓ ନମନୀୟତା ଅନ୍ୟ ପଟରେ ରଖି ପ୍ରକୃତ ସନ୍ତୁଳନ ରକ୍ଷା ପାଇଁ ଜି-୨୦କୁ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଲାଇବାକୁ ହେବ”

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି (୦୨.୦୩.୨୦୨୩) ଜି-୨୦ର ବିଦେଶମନ୍ତ୍ରୀ ମାନଙ୍କ ସମ୍ମିଳନୀକୁ ଆଭାସୀ ମାଧ୍ୟମରେ ସମ୍ବୋଧନ କରିଛନ୍ତି ।

ସମବେତ ଅଂଶଗ୍ରହଣକାରୀଙ୍କୁ ଉଦ୍‌ବୋଧନ ଦେଇ ପ୍ରଧାନମନ୍ତ୍ରୀ ଭାରତ କାହିଁକି ଏହାର ଜି-୨୦ ଅଧ୍ୟକ୍ଷତା କାଳରେ “ଗୋଟିଏ ପୃଥିବୀ, ଗୋଟିଏ ପରିବାର, ଗୋଟିଏ ଭବିଷ୍ୟତ’ର ବାର୍ତ୍ତାକୁ ଗ୍ରହଣ କଲା ତା’ ଉପରେ ଆଲୋଚନା କରିଥିଲେ । ଏହା ଗୋଟିଏ ଉଦ୍ଦେଶ୍ୟ ଓ ଗୋଟିଏ ପ୍ରକାର କାର୍ଯ୍ୟାନୁଷ୍ଠାନର ସୂଚନା ଦେଉଛି । ଆଜିର ଏହି ବୈଠକ ଏକାଠି ହେବାର ଉତ୍ସାହ ଓ ସମାନ ଧରଣର ଓ ପକ୍‌କା ଲକ୍ଷ୍ୟ ହାସଲ ଦିଗରେ ସହାୟକ ହେବ ବୋଲି ଶ୍ରୀ ମୋଦୀ କହିଥିଲେ ।

ଆଜି ବିଶ୍ୱରେ ବହୁପକ୍ଷୀୟ ଚିନ୍ତାଧାରା ଜଟିଳ ପରିସ୍ଥିତି ଦେଇ ଗତି କରୁଥିବା ସ୍ୱୀକାର କରି ଏହାକୁ ନିୟନ୍ତ୍ରଣ କରିବା ପାଇଁ ବିଶ୍ୱ ଯୁଦ୍ଧ ପରେ ଦୁଇଟି ମୁଖ୍ୟ କାର୍ଯ୍ୟ ବୈଶ୍ୱିକ ପ୍ରଶାସନିକ ବ୍ୟବସ୍ଥା ପାଇଁ କଳ୍ପନା କରାଯାଇଥିଲା ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । ସେ କହିଥିଲେ ଯେ ପ୍ରଥମ ହେଲା ପ୍ରତିଯୋଗିତା ମୂଳକ ସ୍ୱାର୍ଥର ସନ୍ତୁଳନ ରକ୍ଷା କରି ଭବିଷ୍ୟତ ଯୁଦ୍ଧ ପରିସ୍ଥିତିକୁ ଟାଳିବା ଓ ଦ୍ୱିତୀୟଟି ହେଉଛି ସମାନ ସ୍ୱାର୍ଥ ଥିବା ବିଷୟରେ ଆନ୍ତର୍ଜାତିକ ସହମତି ରକ୍ଷା । ଗତ କିଛି ବର୍ଷ ମଧ୍ୟରେ ଆର୍ଥକ ଜଟିଳତା, ଜଳବାୟୁ ପରିବର୍ତ୍ତନ, ମହାମାରୀ, ଆତଙ୍କବାଦ ଓ ଯୁଦ୍ଧ ଇତ୍ୟାଦି କ୍ଷେତ୍ରରେ ବୈଶ୍ୱିକ ପ୍ରଶାସନିକ ବ୍ୟବସ୍ଥା ବିଫଳ ହୋଇଛି । ଏଭଳି ଅସଫଳତାର ଦୁଃଖଦ ପରିଣତି ମୁଖ୍ୟତଃ ବିଶ୍ୱର ବିକାଶୋନ୍ମୁଖୀ ରାଷ୍ଟ୍ର ଉପରେ  ପଡିଛି । ବର୍ଷ ବର୍ଷର ପ୍ରଗତି ସତ୍ୱେ ବିଶ୍ୱ ସ୍ଥାୟୀ ଓ ନିରନ୍ତର ବିକାଶକୁ ଅଣଦେଖା କରିବାକୁ ବାଧ୍ୟ ହୋଇଛି । ପ୍ରଧାନମନ୍ତ୍ରୀ ଆହୁରି ମଧ୍ୟ କହିଥିଲେ ଯେ ଅନେକ ବିକାଶମୁଖୀ ଦେଶ ଅସମ୍ଭାଳ ଋଣ ଭାର ସହିତ ସଂଗ୍ରାମ କରିବା ସହ ସେମାନଙ୍କ ଦେଶବାସୀଙ୍କ ନିମନ୍ତେ ଖାଦ୍ୟ ଓ ଶକ୍ତି ନିରାପତ୍ତା ସୁରକ୍ଷିତ କରିବା ପାଇଁ ସଂଗ୍ରାମ କରି ଚାଲିଛନ୍ତି । ଧନୀ ଦେଶଗୁଡିକ ଦ୍ୱାରା ସୃଷ୍ଟି ହେଉଥିବା ବୈଶ୍ୱିକ ଉତ୍ତପ୍ତିକରଣ ନିମନ୍ତେ ବିକାଶମୁଖୀ ରାଷ୍ଟ୍ରଗୁଡିକ ବିଶେଷ କ୍ଷତିଗ୍ରସ୍ତ ହୋଇଛନ୍ତି । “ଜି-୨୦ ଅଧ୍ୟକ୍ଷତା କରୁଥିବା ଭାରତ ଦକ୍ଷିଣ ଗୋଲାର୍ଦ୍ଧର ସ୍ୱର ହେବାକୁ ଚେଷ୍ଟା କରୁଛି” ବୋଲି କହି ପ୍ରଧାନମନ୍ତ୍ରୀ ବିଭିନ୍ନ ନିଷ୍ପ୍‌ତ୍ତି ଦ୍ୱାରା ସର୍ବାଧିକ କ୍ଷତିଗ୍ରସ୍ତ ଦେଶମାନଙ୍କ ସମସ୍ୟା ଉପରେ ଧ୍ୟାନ ନ ଦେଇ କେହି ବି  ବୈଶ୍ୱିକ ନେତୃତ୍ୱ ଦାବି କରିପାରିବେ ନାହିଁ ବୋଲି କହିଥିଲେ ।

ବୈଶ୍ୱିକ ବିଚ୍ଛିନ୍ନତାର ଘନଘଟା ମଧ୍ୟରେ ଆଜିର ବୈଠକ ଅନୁଷ୍ଠିତ ହେଉଛି ଓ ବିଦେଶ ମନ୍ତ୍ରୀ ହିସାବରେ ଏକଥା ସ୍ୱାଭାବିକ ଯେ ଆଲୋଚନା ଭୂ-ରାଜନୈତିକ ଅଶାନ୍ତି ଯୋଗୁଁ ବାଧାପ୍ରାପ୍ତ ହେଉଛି । “ଆମେ ସମସ୍ତେ ଏହି ଅଶାନ୍ତି ଦୂର କରିବା ନିମନ୍ତେ ସଜାଗ ରହିଛୁ ଯେପରି ଏହା ଦୂର ହେବ” ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ।

 ସେ କହିଥିଲେ ଯେ ଅଗ୍ରଣୀ ଆର୍ଥିକ ଶକ୍ତିଭାବେ ଯେଉଁମାନେ ଏଠାରେ ଉପସ୍ଥିତ ନାହାଁନ୍ତି, ସେ ଦାୟିତ୍ୱ ଆମ ଉପରେ ରହିଛି । ପୃଥିବୀ ଅଭିବୃଦ୍ଧି, ବିକାଶ, ଆର୍ଥିକ ନମନୀୟତା, ବିପର୍ଯ୍ୟୟ ନମନୀୟତା, ଆର୍ଥିକ ସ୍ଥାୟିତ୍ୱ , ଆର୍ଥିକ ଦେଣନେଣ, ଅପରାଧ, ଦୁର୍ନୀତି, ଆତଙ୍କବାଦ, ଖାଦ୍ୟ ଓ ଶକ୍ତି ସୁରକ୍ଷାର ଆହ୍ୱାନଗୁଡିକର ମୁକାବିଲା ନିମନ୍ତେ ଜି-୨୦କୁ ଭରସା କରିଛି ଓ ଜି-୨୦ ଏ ଦିଗରେ ଏକ ସହମତି ସୃଷ୍ଟି କରି ସମସ୍ୟାର ମୁକାବିଲା କରି ପାରିବାର ସାମଥ୍ୟଁ ରଖିଛି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । ଯେଉଁ ସମସ୍ୟା ସମାଧାନ ସହମତି ଭିତ୍ତିରେ ସମ୍ଭବ ନୁହେଁ, ସେଗୁଡିକ ସମ୍ଭାବ୍ୟ ସମାଧାନ ରାସ୍ତାରେ ଆସିବା ଅନୁଚିତ । ବୈଠକ ଗାନ୍ଧି ଓ ବୁଦ୍ଧଙ୍କ ଦେଶରେ ହେଉଥିବାରୁ ପ୍ରଧାନମନ୍ତ୍ରୀ ସମସ୍ତ ମହାମହିମ ମାନଙ୍କୁ ଭାରତୀୟ ସଭ୍ୟତାର ମୂଳମନ୍ତ୍ର ଯାହା ଆମକୁ ଏକତା ସୂତ୍ରରେ ବାନ୍ଧି ରଖିଛି ସେଥିରୁ ପ୍ରେରଣା ଲାଭ କରିବାକୁ ଅନୁରୋଧ କରିଥିଲେ ।

ପ୍ରାକୃତିକ ବିପର୍ଯ୍ୟୟ ଓ ମର୍ମନ୍ତୁଦ ବୈଶ୍ୱିକ ମହାମାରୀରେ ହଜାର ହଜାର ଜୀବନହାନୀ ଉପରେ ଆଲୋକପାତ କରି କିପରି ସେତେବେଳେ ବିଶ୍ୱ ଯୋଗାଣ ବ୍ୟବସ୍ଥା, ଧ୍ୱସ୍ତବିଧ୍ୱସ୍ତ ହୋଇଯାଇଥିଲା ତାହା ବର୍ଣ୍ଣନା କରିଥିଲେ । ସ୍ଥିର ଆର୍ଥିକ ବ୍ୟବସ୍ଥା କିପରି ହଠାତ ଋଣ ଓ ଆର୍ଥିକ ଜଟିଳତାର ସାମ୍ନା କଲା ତା’ର ଉଦାହରଣ ଦେଇ ସେ ଏଥିପାଇଁ ସମାଜରେ ଅର୍ଥନୀତିରେ ଓ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଏବଂ ଭିତ୍ତିଭୂମିରେ  ନମନୀୟତା ପ୍ରଦର୍ଶନ କରିବା ଉପରେ ମତ ରଖିଥିଲେ । ମିଳିମିଶି କାର୍ଯ୍ୟ କଲେ ଏଥିରେ ସନ୍ତୁଳନ ରକ୍ଷା ହୋଇପାରିବ । ସମ୍ମିଳିତ ଜ୍ଞାନ ଓ ସାମର୍ଥ୍ୟ ଉପରେ ବିଶ୍ୱାସ ରଖି ଆଜିର ବୈଠକ କାର୍ଯ୍ୟଭିମୁଖୀ ହୋଇ ମତପାର୍ଥକ୍ୟ ଦୂର କରିବ ବୋଲି କହି ପ୍ରଧାନମନ୍ତ୍ରୀ ତାଙ୍କର ବକ୍ତବ୍ୟ ସମାପନ କରିଥିଲେ ।

ସମ୍ପୂର୍ଣ୍ଣ ଅଭିଭାଷଣ ପଢିବା ପାଇଁ ଏଠାରେ କ୍ଲିକ କରନ୍ତୁ

  • Babla sengupta December 23, 2023

    Babla sengupta
  • Rekha September 25, 2023

    ખૂબ ખૂબ ધન્યવાદ સાહેબ કાલે જામનગર શહેર થી આપણે વંદે ભારતનો લીલી જહાંડી આપી અને પ્રદાન કર્યું અને બધાને શુભ સુવિધા સારી મળી રહે તેના માટે આપનો ઊંડા વિચારને સેલ્યુટ સાથે હું જામનગર શહેર મહિલા મોરચા માંથી મહામંત્રી પ્રજાપતિ રેખાબેન વેગળ🙏🙏🙏✌️👌
  • Anil Mishra Shyam April 18, 2023

    Ram Ram 🙏🙏🥰
  • Arvind Bairwa March 06, 2023

    2024 में भी मोदी राज ही चाहिए ❤️
  • Tribhuwan Kumar Tiwari March 04, 2023

    वंदेमातरम जय श्री शनि देव प्रणाम सर
  • Kuldeep Yadav March 04, 2023

    આદરણીય પ્રધામંત્રીશ્રી નરેન્દ્ર મોદીજી ને મારા નમસ્કાર મારુ નામ કુલદીપ અરવિંદભાઈ યાદવ છે. મારી ઉંમર ૨૪ વર્ષ ની છે. એક યુવા તરીકે તમને થોડી નાની બાબત વિશે જણાવવા માંગુ છું. ઓબીસી કેટેગરી માંથી આવતા કડીયા કુંભાર જ્ઞાતિના આગેવાન અરવિંદભાઈ બી. યાદવ વિશે. અમારી જ્ઞાતિ પ્યોર બીજેપી છે. છતાં અમારી જ્ઞાતિ ના કાર્યકર્તાને પાર્ટીમાં સ્થાન નથી મળતું. એવા એક કાર્યકર્તા વિશે જણાવું. ગુજરાત રાજ્ય ના અમરેલી જિલ્લામાં આવેલ સાવરકુંડલા શહેર ના દેવળાના ગેઈટે રહેતા અરવિંદભાઈ યાદવ(એ.બી.યાદવ). જન સંઘ વખત ના કાર્યકર્તા છેલ્લાં ૪૦ વર્ષ થી સંગઠનની જવાબદારી સંભાળતા હતા. ગઈ ૩ ટર્મ થી શહેર ભાજપના મહામંત્રી તરીકે જવાબદારી કરેલી. ૪૦ વર્ષ માં ૧ પણ રૂપિયાનો ભ્રષ્ટાચાર નથી કરેલો અને જે કરતા હોય એનો વિરોધ પણ કરેલો. આવા પાયાના કાર્યકર્તાને અહીંના ભ્રષ્ટાચારી નેતાઓ એ ઘરે બેસાડી દીધા છે. કોઈ પણ પાર્ટીના કાર્યકમ હોય કે મિટિંગ એમાં જાણ પણ કરવામાં નથી આવતી. એવા ભ્રષ્ટાચારી નેતા ને શું ખબર હોય કે નરેન્દ્રભાઇ મોદી દિલ્હી સુધી આમ નમ નથી પોચિયા એની પાછળ આવા બિન ભ્રષ્ટાચારી કાર્યકર્તાઓ નો હાથ છે. આવા પાયાના કાર્યકર્તા જો પાર્ટી માંથી નીકળતા જાશે તો ભવિષ્યમાં કોંગ્રેસ જેવો હાલ ભાજપ નો થાશે જ. કારણ કે જો નીચે થી સાચા પાયા ના કાર્યકર્તા નીકળતા જાશે તો ભવિષ્યમાં ભાજપને મત મળવા બોવ મુશ્કેલ છે. આવા ભ્રષ્ટાચારી નેતાને લીધે પાર્ટીને ભવિષ્યમાં બોવ મોટું નુકશાન વેઠવું પડશે. એટલે પ્રધામંત્રીશ્રી નરેન્દ્ર મોદીજી ને મારી નમ્ર અપીલ છે કે આવા પાયા ના અને બિન ભ્રષ્ટાચારી કાર્યકર્તા ને આગળ મૂકો બાકી ભવિષ્યમાં ભાજપ પાર્ટી નો નાશ થઈ જાશે. એક યુવા તરીકે તમને મારી નમ્ર અપીલ છે. આવા કાર્યકર્તાને દિલ્હી સુધી પોચડો. આવા કાર્યકર્તા કોઈ દિવસ ભ્રષ્ટાચાર નઈ કરે અને લોકો ના કામો કરશે. સાથે અતિયારે અમરેલી જિલ્લામાં બેફામ ભ્રષ્ટાચાર થઈ રહીયો છે. રોડ રસ્તા ના કામો સાવ નબળા થઈ રહિયા છે. પ્રજાના પરસેવાના પૈસા પાણીમાં જાય છે. એટલા માટે આવા બિન ભ્રષ્ટાચારી કાર્યકર્તા ને આગળ લાવો. અમરેલી જિલ્લામાં નમો એપ માં સોવ થી વધારે પોઇન્ટ અરવિંદભાઈ બી. યાદવ(એ. બી.યાદવ) ના છે. ૭૩ હજાર પોઇન્ટ સાથે અમરેલી જિલ્લામાં પ્રથમ છે. એટલા એક્ટિવ હોવા છતાં પાર્ટીના નેતાઓ એ અતિયારે ઝીરો કરી દીધા છે. આવા કાર્યકર્તા ને દિલ્હી સુધી લાવો અને પાર્ટીમાં થતો ભ્રષ્ટાચારને અટકાવો. જો ખાલી ભ્રષ્ટાચાર માટે ૩૦ વર્ષ નું બિન ભ્રષ્ટાચારી રાજકારણ મૂકી દેતા હોય તો જો મોકો મળે તો દેશ માટે શું નો કરી શકે એ વિચારી ને મારી નમ્ર અપીલ છે કે રાજ્ય સભા માં આવા નેતા ને મોકો આપવા વિનંતી છે એક યુવા તરીકે. બાકી થોડા જ વર્ષો માં ભાજપ પાર્ટી નું વર્ચસ્વ ભાજપ ના જ ભ્રષ્ટ નેતા ને લીધે ઓછું થતું જાશે. - અરવિંદ બી. યાદવ (એ.બી યાદવ) પૂર્વ શહેર ભાજપ મહામંત્રી જય હિન્દ જય ભારત જય જય ગરવી ગુજરાત આપનો યુવા મિત્ર લી. કુલદીપ અરવિંદભાઈ યાદવ
  • Om Prakash Sharma March 04, 2023

    विश्व की जरूरत है मोदी
  • Arun Gupta, Beohari (484774) March 03, 2023

    🙏💐
  • Devshankar Rav March 03, 2023

    सेवामे, श्रीमति प्रधानमंत्री महोदयजी भारत-सरकार विषय- आदर्णीय मोदीजी हमें बार बार यूनियन बैंक के शाखा और AU BANK द्वारा नोटिस के नाम प्रताड़ित किया जा रहा है और घर पर महिलाओं रहती है तो भी बैंक कर्मियों द्वारा महिलाओ को नोटिस दे कर फोटो खिंच कर ले जाते है.और बार कहते रहते है की उपर हेड ऑफिस से दबाव आता हे एसा बोलते है और प्रती माह चालीस हजार की किश्त आती है इतनी हमारे पास आवक नहीं है.हम गरीब किसानो की अभी तक सूझ क्यों नही ले रहे हो,हम विगत दो साल से आपको सूचना दे रहे हे लेकिन हमारा समाधान नहीं हो रहा है,हमने समझा था की मोदी सर गरीब परिवार से है और गरीब की सुनेगे लेकिन हमारी सुनते नहीं है आप के द्वारा लगातआर 18घंटो तक कार्य करने के बाद भी हामारी सूझ नही ले रहे हो, हम जाती के भाट है,पिछाडी जाति के होने के कारण हमारा काम नही हो रहा है,हमारी मदद आप किसी भी रूप से करे और सरकार से करवाए और गरीब परिवार का जीवन नष्ट होने से बचाए अन्यथा में मेरे परिवार के साथ कोर्ट के माध्यम से इच्छा मर्त्यु की अर्जी पेश करने जारहा हु,इस मेल को पड़कर आगे भेज कर कार्यवाही करने का श्रम करे और पत्र किओ कचरा पत्र में न डाले,हमें इसका जवाब जल्दी से प्राप्त करवाए भारत सरकार श्रीमान अधिकारी महोदय हमारी बात मोदी सर तक पहुंचा कर हल निकाले,नेता गण तो आते जाते रहते हो लेकिन आप तो सर्वे सर्वा हो आपकी कलम में इतनी ताकत है कि आप सब कुछ कर सकते हो,आप को हाथ जोडकर विनती हैकि मेरा कर्जा माफा करने कि गुजारिष है नही तो चंदे के माध्यम से कर्जा मुक्त मुझे करने का कष्ट करे,दोनों बैंक द्वारा हमें परेशान किया जारहा है जिसे आप लोन माफ के माध्यम से हमें संतुष्ट करे अन्यथा हमें इच्छा मर्त्यु का आदेश दिलवाकर हमें अनुग्रहित करे,श्रीमान प्रधानमंत्री महोदय जी बचपन से मेरे माँ बाप नही थे अनाथ है और मकान बनाने के लिए AU बैंक से लोन लिया था और यूनियन बैंक के शाखा पर उपर से दबाव आने के कारण हम पर नोटीस भेज कर प्रताडित किया जा रहा है और घर पर दो दो घंटे बैठे रहते है,उस समय कोई दूध नही ले रहा था उसके हिसाब से हम घाटे में जारहे थे हम कई दिन से पत्र लिख रहे है लेकिन हमारी कोई सुन नही रहा है इसलिए हम आपको बार बार पत्र लिख रहे है,आप किसी भी माध्यम से हमारे घर की जानकारी जुटा सकते हो अगर किसी भी प्रकार की गलती हो जाए तो हम उस दंड को हर्ष स्वीकारते है शाखा के उपर उसकी किश्त भरने के लिए हमने फिर से दूसरी बैंक से लोन लिया यूनियन बैंक ऑफ इंडिया शाखा सुरवानिया बाँसवाड़ा से लोन लियाऔर तुरंत पूर्व में कोरोना कि वजह से हम कर्जे में डूब गए और अभी लम्पी जैसी बिमारि के कारण हमारा दूध कोई नही ले रहा और बैंको कि किश्त अस्सी हजार रुपये प्रति माह नही भर सकते इसलिए आप से अनुरोध है कि आप हमारा बैंक का कर्जा माफ करवाए या हमें मरने कि अनुमति परदान करे ,पूर्व में हमारे द्वारा शिकायत करने पर पुलिस द्वारा पाबंद करवा था लेकिन बैंक द्वारा हमें बार बार तंग करते है जब हमारे द्वारा आपका हवाल देते तो बैंक कहती है कि केंद्र सरकार से हमें कोई डर नही लगता ,श्रीमान आपसे निवेदन हैकि आप हमारी सहायता करे क्योकि हम गरीब है और हमें लगता हैकि गरीबो कि समस्या का समाधान करने से आपको आपाती होगी, हे मात्शक्ति आपसे अनुरोध हैकि आप ही हमारी माँ हो आपसे अनुरोध हैकि आप अपने पुत्र समझ कर ये काम पूरा करवाएंगे ,माननानिया महोदया जी आपसे अनुरोध हैकि आप मोदी जी से या आपके स्तर से मेरे लोन कि माफी करवाए,आप गरीबी से उच्च पद पर आये और एक स्म्वेधानिक पद को प्राप्त किया इसलिय आपको जमीनी हकीकत पता है और मुझे आशा हैकि आप मेरा काम करोगे श्रीमान हमारे द्वारा पीमओ पोर्टल पर शिकायत करी थी जिसका क्रमांक DEABD/P/2021/06205 है जिसके प्रती उत्तर में आपके द्वारा कहा गया की समस्या का निस्तारण क्र दिया गया लेकिन धरातल पर निस्तारण नही किया गया और बैक द्वारा हमें बार बार परेशान किया जारहा है आपसे अंतरिम निवेदन है की दोनों बैंक का निस्तारण कर के किश्तों का भुगतान बंद कराने का आदेश निकाले,आधिकारी महोदय इस बात को मोदी जी तक पहुंचाने का कष्ट करे हम आपके बड़े आभारी रहेंगे महोदयजी, उपरोक्त विषयनानुसार आपसे निवेदन हैकि मुझ प्रार्थी देवशंकर,लालशंकर पुत्र श्री रघुनाथ राव निवासी चोखला ,तहसील बागीदोरा जिला बांसवाडा राजस्थान द्वारा आपको विगत एक वर्ष से पत्र ईमेल व मीडिया के द्वारा आप तक हमारी समस्या को लेकर पत्र लिखे लेकिन अभी तक हमारी सुनवाई नहीं हुई और नहीं हमे संतुष्टिजनक जवाब मिल रहा है और श्रीमान यूनियन बैंक ऑफ इंडिया शाखा-सुरवानिया जिला बाँसवाड़ा द्वारा जो पत्र आपको भेजा हें जिसमे समझोता के बारे में बात की थी उसमे कोई समझोता नही हुआ है जिसमे उन्होंने KCC लोन लेते वक्त उन्होंने कोरे कागज़ पर हस्ताक्षर करवा दिए थे,उन्ही हस्ताक्षर का उपयोग पत्र पर लिख कर उपयोग में लाया गया है,दोनों बैंको द्वारा हमे साफ साफ मना बोला है कि हम बैंक से आपकी किसी भी प्रकार से लोन माफ नहीं कर सकते है और नाबार्ड के द्वारा जो सब्सीडी प्राप्त हो रही हें वो भी हमे अभी तक प्राप्त नहीं हो रही है आपसे अंतिम अनुरो़ध है कि आप केंद्र से हमारी मदद करे अन्यथा हम अपने पूरे परिवार के साथ आत्महत्या करने को विवश है जिसकी जिम्मेदारी आप केन्द्र सरकार कि होगी ,हम गरीब हिनादुस्थाने किसान हमारी समस्या को लेकर आपके पास ही आयेंगे अन्यथा किसके पास जायेंगे,हम सभी परेशान है इसलिए आपको बार बार निवेदन कर रहे ,आप इस बात को बुरा न मान कर हमे सहयोग करे ऐसी हमे आशा और अंतरिम उम्मीद कि किरण एक मात्र आप ही हो ,आप से निवेदन हैकि आप मुझ औरमेरे परिवार को इस भारी संकट से मुक्ती दिलाने में सहयोग करे .अन्यथा हमारा परिवार अस्त व्यस्त जिंदगी में व्यतीत होने में मजबूर है उपरोक्त विषायानुसार निवेदन हे कि आप श्री हम प्रार्थी देवशंकर राव और भाई श्री लालशंकर राव S/O रघुनाथ राव (ब्रह्म भट्ट)का आपकी चराणो मे कोटिश प्रणाम एव्म वन्दन स्विकार करे,श्रीमान उपरोक्त विषयानुसार पत्र लिखने का मुख्य कारण इस प्रकार है कि हम दोनो भाईयो ने अपने मकान (आवास) बनाने के लिये AU BANK से होम लोन लिया था, जिसका लोनिंग एकाउंट संख्या क्रमश: निम्न हॆ 1.A/C NO.. 9001060822441291 - 12 लाख रुपये 2. A/C NO.. 9001060116867281 - 3 लाख रुपये 3. A/C NO.. 9001060821062805 - 5 लाख रुपये और श्रीमान AU BANK का current Account No. 1911223721992131 है BRANCH CODE- 2237 RPC CODE- R015 है प्रिय AU BANK ग्राहक , आपका SECURED BUSSINESS LOAN कि 1 EMI का भुगतान काफ़ी समय से बकाया है ! जिसके चलते आपके सिबिल स्कोर पर नकारात्मक प्रभाव पड़ रहा है ! साथ ही विलम्ब शुल्क लग रहा है,तुरंत भुगतान करे..... और विलम्ब शुल्क से बचे भुगतान के लिए नजदीकी ब्रांच से संपर्क करे ! या PHONEPE ,PAYTM , AU 101 APP USE करे बैंक Detail :- युनियन बैंक ऑफ इण्डिया,शाखा –सुरवानिया,जिला बांसवाडा राज्य राजस्थान प्रार्थी:- श्री लालशंकर राव S/O रघुनाथ राव IFSC CODE- UBIN0544566 KCC A/C NO. 503-55560 ACCOUNT NO. 445602010007652 प्रार्थी:- श्री देवशंकर राव S/O रघुनाथ राव KCC A/C NO. 201-14337 ACCOUNT NO. 445605030057058 डेयरी फार्म लोन ACCOUNT NO. 605-213 प्रार्थी देवशंकर राव और भाई श्री लालशंकर राव S/O रघुनाथ राव (ब्रह्म भट्ट) मुकाम पोस्ट चौखला,तहसिल बागीदौरा,जिला बांसवाडा राज्य राजस्थान पिन कोड 327604 आधार क्रमांक(देवशंकर राव )— 513804741868 आधार क्रमांक(लालशंकर राव )— 311006574060 सम्पर्क सुत्र- 1.+91-9828963890 2.+91-9680687131 3.+91-9694630381 सेवामे, श्रीमति प्रधानमंत्री महोदयजी भारत-सरकार विषय- आदर्णीय मोदीजी हमें बार बार यूनियन बैंक के शाखा और AU BANK द्वारा नोटिस के नाम प्रताड़ित किया जा रहा है और घर पर महिलाओं रहती है तो भी बैंक कर्मियों द्वारा महिलाओ को नोटिस दे कर फोटो खिंच कर ले जाते है.और बार कहते रहते है की उपर हेड ऑफिस से दबाव आता हे एसा बोलते है और प्रती माह चालीस हजार की किश्त आती है इतनी हमारे पास आवक नहीं है.हम गरीब किसानो की अभी तक सूझ क्यों नही ले रहे हो,हम विगत दो साल से आपको सूचना दे रहे हे लेकिन हमारा समाधान नहीं हो रहा है,हमने समझा था की मोदी सर गरीब परिवार से है और गरीब की सुनेगे लेकिन हमारी सुनते नहीं है आप के द्वारा लगातआर 18घंटो तक कार्य करने के बाद भी हामारी सूझ नही ले रहे हो, हम जाती के भाट है,पिछाडी जाति के होने के कारण हमारा काम नही हो रहा है,हमारी मदद आप किसी भी रूप से करे और सरकार से करवाए और गरीब परिवार का जीवन नष्ट होने से बचाए अन्यथा में मेरे परिवार के साथ कोर्ट के माध्यम से इच्छा मर्त्यु की अर्जी पेश करने जारहा हु,इस मेल को पड़कर आगे भेज कर कार्यवाही करने का श्रम करे और पत्र किओ कचरा पत्र में न डाले,हमें इसका जवाब जल्दी से प्राप्त करवाए भारत सरकार श्रीमान अधिकारी महोदय हमारी बात मोदी सर तक पहुंचा कर हल निकाले,नेता गण तो आते जाते रहते हो लेकिन आप तो सर्वे सर्वा हो आपकी कलम में इतनी ताकत है कि आप सब कुछ कर सकते हो,आप को हाथ जोडकर विनती हैकि मेरा कर्जा माफा करने कि गुजारिष है नही तो चंदे के माध्यम से कर्जा मुक्त मुझे करने का कष्ट करे,दोनों बैंक द्वारा हमें परेशान किया जारहा है जिसे आप लोन माफ के माध्यम से हमें संतुष्ट करे अन्यथा हमें इच्छा मर्त्यु का आदेश दिलवाकर हमें अनुग्रहित करे,श्रीमान प्रधानमंत्री महोदय जी बचपन से मेरे माँ बाप नही थे अनाथ है और मकान बनाने के लिए AU बैंक से लोन लिया था और यूनियन बैंक के शाखा पर उपर से दबाव आने के कारण हम पर नोटीस भेज कर प्रताडित किया जा रहा है और घर पर दो दो घंटे बैठे रहते है,उस समय कोई दूध नही ले रहा था उसके हिसाब से हम घाटे में जारहे थे हम कई दिन से पत्र लिख रहे है लेकिन हमारी कोई सुन नही रहा है इसलिए हम आपको बार बार पत्र लिख रहे है,आप किसी भी माध्यम से हमारे घर की जानकारी जुटा सकते हो अगर किसी भी प्रकार की गलती हो जाए तो हम उस दंड को हर्ष स्वीकारते है शाखा के उपर उसकी किश्त भरने के लिए हमने फिर से दूसरी बैंक से लोन लिया यूनियन बैंक ऑफ इंडिया शाखा सुरवानिया बाँसवाड़ा से लोन लियाऔर तुरंत पूर्व में कोरोना कि वजह से हम कर्जे में डूब गए और अभी लम्पी जैसी बिमारि के कारण हमारा दूध कोई नही ले रहा और बैंको कि किश्त अस्सी हजार रुपये प्रति माह नही भर सकते इसलिए आप से अनुरोध है कि आप हमारा बैंक का कर्जा माफ करवाए या हमें मरने कि अनुमति परदान करे ,पूर्व में हमारे द्वारा शिकायत करने पर पुलिस द्वारा पाबंद करवा था लेकिन बैंक द्वारा हमें बार बार तंग करते है जब हमारे द्वारा आपका हवाल देते तो बैंक कहती है कि केंद्र सरकार से हमें कोई डर नही लगता ,श्रीमान आपसे निवेदन हैकि आप हमारी सहायता करे क्योकि हम गरीब है और हमें लगता हैकि गरीबो कि समस्या का समाधान करने से आपको आपाती होगी, हे मात्शक्ति आपसे अनुरोध हैकि आप ही हमारी माँ हो आपसे अनुरोध हैकि आप अपने पुत्र समझ कर ये काम पूरा करवाएंगे ,माननानिया महोदया जी आपसे अनुरोध हैकि आप मोदी जी से या आपके स्तर से मेरे लोन कि माफी करवाए,आप गरीबी से उच्च पद पर आये और एक स्म्वेधानिक पद को प्राप्त किया इसलिय आपको जमीनी हकीकत पता है और मुझे आशा हैकि आप मेरा काम करोगे श्रीमान हमारे द्वारा पीमओ पोर्टल पर शिकायत करी थी जिसका क्रमांक DEABD/P/2021/06205 है जिसके प्रती उत्तर में आपके द्वारा कहा गया की समस्या का निस्तारण क्र दिया गया लेकिन धरातल पर निस्तारण नही किया गया और बैक द्वारा हमें बार बार परेशान किया जारहा है आपसे अंतरिम निवेदन है की दोनों बैंक का निस्तारण कर के किश्तों का भुगतान बंद कराने का आदेश निकाले,आधिकारी महोदय इस बात को मोदी जी तक पहुंचाने का कष्ट करे हम आपके बड़े आभारी रहेंगे महोदयजी, उपरोक्त विषयनानुसार आपसे निवेदन हैकि मुझ प्रार्थी देवशंकर,लालशंकर पुत्र श्री रघुनाथ राव निवासी चोखला ,तहसील बागीदोरा जिला बांसवाडा राजस्थान द्वारा आपको विगत एक वर्ष से पत्र ईमेल व मीडिया के द्वारा आप तक हमारी समस्या को लेकर पत्र लिखे लेकिन अभी तक हमारी सुनवाई नहीं हुई और नहीं हमे संतुष्टिजनक जवाब मिल रहा है और श्रीमान यूनियन बैंक ऑफ इंडिया शाखा-सुरवानिया जिला बाँसवाड़ा द्वारा जो पत्र आपको भेजा हें जिसमे समझोता के बारे में बात की थी उसमे कोई समझोता नही हुआ है जिसमे उन्होंने KCC लोन लेते वक्त उन्होंने कोरे कागज़ पर हस्ताक्षर करवा दिए थे,उन्ही हस्ताक्षर का उपयोग पत्र पर लिख कर उपयोग में लाया गया है,दोनों बैंको द्वारा हमे साफ साफ मना बोला है कि हम बैंक से आपकी किसी भी प्रकार से लोन माफ नहीं कर सकते है और नाबार्ड के द्वारा जो सब्सीडी प्राप्त हो रही हें वो भी हमे अभी तक प्राप्त नहीं हो रही है आपसे अंतिम अनुरो़ध है कि आप केंद्र से हमारी मदद करे अन्यथा हम अपने पूरे परिवार के साथ आत्महत्या करने को विवश है जिसकी जिम्मेदारी आप केन्द्र सरकार कि होगी ,हम गरीब हिनादुस्थाने किसान हमारी समस्या को लेकर आपके पास ही आयेंगे अन्यथा किसके पास जायेंगे,हम सभी परेशान है इसलिए आपको बार बार निवेदन कर रहे ,आप इस बात को बुरा न मान कर हमे सहयोग करे ऐसी हमे आशा और अंतरिम उम्मीद कि किरण एक मात्र आप ही हो ,आप से निवेदन हैकि आप मुझ औरमेरे परिवार को इस भारी संकट से मुक्ती दिलाने में सहयोग करे .अन्यथा हमारा परिवार अस्त व्यस्त जिंदगी में व्यतीत होने में मजबूर है उपरोक्त विषायानुसार निवेदन हे कि आप श्री हम प्रार्थी देवशंकर राव और भाई श्री लालशंकर राव S/O रघुनाथ राव (ब्रह्म भट्ट)का आपकी चराणो मे कोटिश प्रणाम एव्म वन्दन स्विकार करे,श्रीमान उपरोक्त विषयानुसार पत्र लिखने का मुख्य कारण इस प्रकार है कि हम दोनो भाईयो ने अपने मकान (आवास) बनाने के लिये AU BANK से होम लोन लिया था, जिसका लोनिंग एकाउंट संख्या क्रमश: निम्न हॆ 1.A/C NO.. 9001060822441291 - 12 लाख रुपये 2. A/C NO.. 9001060116867281 - 3 लाख रुपये 3. A/C NO.. 9001060821062805 - 5 लाख रुपये और श्रीमान AU BANK का current Account No. 1911223721992131 है BRANCH CODE- 2237 RPC CODE- R015 है प्रिय AU BANK ग्राहक , आपका SECURED BUSSINESS LOAN कि 1 EMI का भुगतान काफ़ी समय से बकाया है ! जिसके चलते आपके सिबिल स्कोर पर नकारात्मक प्रभाव पड़ रहा है ! साथ ही विलम्ब शुल्क लग रहा है,तुरंत भुगतान करे..... और विलम्ब शुल्क से बचे भुगतान के लिए नजदीकी ब्रांच से संपर्क करे ! या PHONEPE ,PAYTM , AU 101 APP USE करे बैंक Detail :- युनियन बैंक ऑफ इण्डिया,शाखा –सुरवानिया,जिला बांसवाडा राज्य राजस्थान प्रार्थी:- श्री लालशंकर राव S/O रघुनाथ राव IFSC CODE- UBIN0544566 KCC A/C NO. 503-55560 ACCOUNT NO. 445602010007652 प्रार्थी:- श्री देवशंकर राव S/O रघुनाथ राव KCC A/C NO. 201-14337 ACCOUNT NO. 445605030057058 डेयरी फार्म लोन ACCOUNT NO. 605-213 प्रार्थी देवशंकर राव और भाई श्री लालशंकर राव S/O रघुनाथ राव (ब्रह्म भट्ट) मुकाम पोस्ट चौखला,तहसिल बागीदौरा,जिला बांसवाडा राज्य राजस्थान पिन कोड 327604 आधार क्रमांक(देवशंकर राव )— 513804741868 आधार क्रमांक(लालशंकर राव )— 311006574060 सम्पर्क सुत्र- 1.+91-9828963890 2.+91-9680687131 3.+91-9694630381
  • PRATAP SINGH March 03, 2023

    🇮🇳🇮🇳🇮🇳🇮🇳🇮🇳🇮🇳 वंदे मातरम् वंदे मातरम् 🇮🇳🇮🇳🇮🇳🇮🇳🇮🇳🇮🇳
Explore More
୭୮ତମ ସ୍ୱାଧୀନତା ଦିବସ ଅବସରରେ ଲାଲକିଲ୍ଲାରୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

୭୮ତମ ସ୍ୱାଧୀନତା ଦିବସ ଅବସରରେ ଲାଲକିଲ୍ଲାରୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଭିଭାଷଣ
Bharat Tex showcases India's cultural diversity through traditional garments: PM Modi

Media Coverage

Bharat Tex showcases India's cultural diversity through traditional garments: PM Modi
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଫେବୃୟାର 17, 2025
February 17, 2025

Appreciation for PM Modi's Leadership in Fostering Innovation and Self-Reliance within India's Textile Industry