ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୧୪ ଜୁଲାଇ ୨୦୨୩ ରେ ପ୍ୟାରିସର ଏଲିସି ପ୍ୟାଲେସରେ ଫ୍ରାନ୍ସର ରାଷ୍ଟ୍ରପତି ମାନ୍ୟବର ଶ୍ରୀ ଇମାନୁଏଲ୍ ମାକ୍ରୋନ୍‌ଙ୍କ ସହିତ ଏକ ବୈଠକରେ ବ୍ୟକ୍ତିଗତ ଏବଂ ପ୍ରତିନିଧି ସ୍ତରୀୟ ଆଲୋଚନା କରିଛନ୍ତି । 

ଉଭୟ ନେତା ପ୍ରତିରକ୍ଷା ଏବଂ ନିରାପତ୍ତା, ବେସାମରିକ ଆଣବିକ, ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା, ଶକ୍ତି, ବାଣିଜ୍ୟ ଏବଂ ପୁଞ୍ଜି ବିନିଯୋଗ, ମହକାଶ ବିଜ୍ଞାନ, ଜଳବାୟୁ ପରିବର୍ତ୍ତନ ଏବଂ ଲୋକ ସମ୍ପର୍କ ସହିତ ଦ୍ୱିପାକ୍ଷିକ ସହଯୋଗର ବିଭିନ୍ନ କ୍ଷେତ୍ର ଉପରେ ବ୍ୟାପକ ଆଲୋଚନା କରିଥିଲେ ।

ଆଲୋଚନାରେ ଭାରତର ଜି -୨୦ ଅଧ୍ୟକ୍ଷତା, ଭାରତ-ପ୍ରଶାନ୍ତ ମହାସାଗରୀୟ ଏବଂ ପାରସ୍ପରିକ ସ୍ୱାର୍ଥର ଆଞ୍ଚଳିକ ତଥା ବିଶ୍ୱସ୍ତରୀୟ ପ୍ରସଙ୍ଗଗୁଡ଼ିକ ମଧ୍ୟ ସାମିଲ ହୋଇଥିଲା ।

“ହରାଇଜନ ୨୦୪୭: ଭାରତ-ଫ୍ରାନ୍ସ ରଣନୀତିକ ସହଯୋଗର ଭବିଷ୍ୟତ ଉପରେ ଆଲୋଚନା ସହିତ ଉଚ୍ଚାଭିଳାଷୀ ଫଳାଫଳର ଦସ୍ତାବିଜ୍‍ ଗୁଡିକ ଗ୍ରହଣ କରାଯାଇଥିଲା ।

ପ୍ରଧାନମନ୍ତ୍ରୀ ଅବଗତ କରିଛନ୍ତି ଯେ ସେପ୍ଟେମ୍ବର ୨୦୨୩ ରେ ନୂଆଦିଲ୍ଲୀରେ ହେବାକୁ ଥିବା ଜି -୨୦ ନେତାଙ୍କ ସମ୍ମିଳନୀ ପାଇଁ ସେ ରାଷ୍ଟ୍ରପତି ମାକ୍ରୋନଙ୍କୁ ସ୍ୱାଗତ କରିବାକୁ ଅପେକ୍ଷା କରିଛନ୍ତି ।

 

  • RAJKUMAR SHARMA January 26, 2024

    🚩🚩🚩🚩🚩🚩🚩🚩🚩🚩🚩🚩 जय जय राम जय श्री राम हर हर मोदी 🚩🚩🚩🚩🚩🚩🚩🚩🚩🚩🚩🚩 🙏🙏🙏🙏🙏👍👍👍🙏🙏🙏👍🙏
  • Babla sengupta December 23, 2023

    Babla sengupta
  • rupesh September 13, 2023

    one earth one leadr wo hain humare pm sir Narendra Modi ji
  • Bhagat Ram Chauhan July 19, 2023

    जय हिन्द
  • Dr Sudhanshu Dutt Sharma July 19, 2023

    मुझे गर्व है कि मैंने मोदी युग में जन्म लिया। आपकी कड़ी मेहनत और देश के लिए समर्पण एक मिसाल है ।आप का को युगों युगों तक याद किया जायेगा। जय श्री राम🚩🚩
  • सुनील राजपूत बौखर July 18, 2023

    namo namo
  • Neeraj Khatri July 17, 2023

    जय हो 🙏
  • Anil Mishra Shyam July 17, 2023

    Ram Ram 🙏🙏 g
  • Tribhuwan Kumar Tiwari July 17, 2023

    वंदेमातरम सादर प्रणाम सर सादर त्रिभुवन कुमार तिवारी पूर्व सभासद लोहिया नगर वार्ड पूर्व उपाध्यक्ष भाजपा लखनऊ महानगर उप्र भारत
  • pramod bhardwaj दक्षिणी दिल्ली जिला मंत्री July 17, 2023

    सेवा ही संगठन है वंदे मातरम
Explore More
୭୮ତମ ସ୍ୱାଧୀନତା ଦିବସ ଅବସରରେ ଲାଲକିଲ୍ଲାରୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

୭୮ତମ ସ୍ୱାଧୀନତା ଦିବସ ଅବସରରେ ଲାଲକିଲ୍ଲାରୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଭିଭାଷଣ
India's first microbiological nanosat, developed by students, to find ways to keep astronauts healthy

Media Coverage

India's first microbiological nanosat, developed by students, to find ways to keep astronauts healthy
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଫେବୃୟାର 20, 2025
February 20, 2025

Citizens Appreciate PM Modi's Effort to Foster Innovation and Economic Opportunity Nationwide