ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଜେନେରାଲ ଆଟୋମିକ୍ସ ଗ୍ଲୋବାଲ କର୍ପୋରେସନର ମୁଖ୍ୟ କାର୍ଯ୍ୟର୍ନିବାହୀ ଶ୍ରୀ ବିବେକ ଲାଲଙ୍କୁ ଭେଟିଛନ୍ତି ।
ସେମାନେ ଭାରତରେ ପ୍ରତିରକ୍ଷା ପ୍ରଯୁକ୍ତିବିଦ୍ୟା କ୍ଷେତ୍ରକୁ ମଜବୁତ କରିବା ବିଷୟରେ ଆଲୋଚନା କରିଥିଲେ । ପ୍ରତିରକ୍ଷା ତଥା ଆବଶ୍ୟକ ବୈଷୟିକ ଉତ୍ପାଦନ ଏବଂ ଭାରତରେ ଦକ୍ଷତା ବୃଦ୍ଧି ତ୍ୱରାନ୍ୱିତ କରିବାକୁ ନୀତିଗତ ପରିବର୍ତ୍ତନକୁ ଶ୍ରୀ ଲାଲ ପ୍ରଶଂସା କରିଛନ୍ତି ।
Discussing a subject of the future, which has captured the imagination of the present.
— PMO India (@PMOIndia) September 23, 2021
Mr. Vivek Lall of @GeneralAtomics Global Corporation interacted with PM @narendramodi. They discussed India's strides in drone technology, including the path-breaking reforms and PLI scheme. pic.twitter.com/E04fzp1Odf
Confidence and policy reforms coming out of India, says Mr. Vivek Lall, Chief Executive of @GeneralAtomics Global Corporation.
— PMO India (@PMOIndia) September 23, 2021
He shares details on what he and PM @narendramodi discussed during their meeting a short while ago. pic.twitter.com/BJmuIk8zZ6