ବ୍ଲାକଷ୍ଟୋନ ଅଧ୍ୟକ୍ଷ, ସିଇଓ ଓ ସହ-ପ୍ରତିଷ୍ଠାତା ଶ୍ରୀ ଷ୍ଟିଫେନ ସ୍ୱାର୍ଜମାନ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିଛନ୍ତି ।
ଭାରତରେ ବ୍ଲାକଷ୍ଟୋନର ଚାଲିଥିବା ପ୍ରକଳ୍ପ ଓ ଭିତ୍ତିଭୂମି ଏବଂ ରିଅଲ ଇଷ୍ଟେଟ କ୍ଷେତ୍ରରେ ପୁଞ୍ଜିନିବେଶ ପାଇଁ ଆଗ୍ରହ ସମ୍ପର୍କରେ ଶ୍ରୀ ସ୍ୱାର୍ଜମାନ ପ୍ରଧାନମନ୍ତ୍ରୀଙ୍କୁ ଅବଗତ କରାଇଥିଲେ । ଜାତୀୟ ଭିତ୍ତିଭୂମି ପାଇପଲାଇନ ଓ ଜାତୀୟ ମୁଦ୍ରୀକରଣ ପାଇପଲାଇନ ଅନ୍ତର୍ଗତ ଭାରତରେ ନିବେଶର ସୁଯୋଗ ସମ୍ପର୍କରେ ଉଭୟେ ଆଲୋଚନା କରିଥିଲେ ।
Giving greater momentum to investments in India.
— PMO India (@PMOIndia) September 23, 2021
Mr. Stephen Schwarzman, the CEO of @blackstone met PM @narendramodi. Various investment opportunities in India, including those arising due to the National Infrastructure Pipeline and National Monetisation Pipeline were discussed. pic.twitter.com/i7zHAECppi
Mr. Stephen Schwarzman, the CEO of @blackstone speaks about the interaction with the Prime Minister and the plans of investing in India in the times to come. pic.twitter.com/MAjvmBUj1H
— PMO India (@PMOIndia) September 23, 2021