ଜରୁରିକାଳୀନ ପରିସ୍ଥିତିକୁ ବିରୋଧ କରି ଭାରତୀୟ ଗଣତନ୍ତ୍ରକୁ ରକ୍ଷା କରିଥିବା ସମସ୍ତ ମହାନୁଭବଙ୍କୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ସ୍ମରଣ କରିଛନ୍ତି ।
ଜରୁରିକାଳୀନ ପରିସ୍ଥିତିର ବର୍ଷପୂର୍ତ୍ତି ଅବସରରେ ଏକ ଟ୍ୱିଟ କ୍ରମରେ ପ୍ରଧାନମନ୍ତ୍ରୀ କହିଛନ୍ତି, ଜରୁରିକାଳୀନ ପରିସ୍ଥିତିର କଳାଦିବସଗୁଡିକୁ କେବେ ବି ଭୁଲି ହେବ ନାହିଁ । ୧୯୭୫ରୁ ୧୯୭୭ ସଂସ୍ଥାନଗୁଡିକର ବ୍ୟବସ୍ଥିତ ବିନାଶର ସାକ୍ଷୀ ପାଲଟିଥିଲା ।
ଆସନ୍ତୁ ଭାରତର ଗଣତାନ୍ତ୍ରିକ ଭାବନାକୁ ମଜବୁତ କରିବା ପାଇଁ ପାରୁପର୍ଯ୍ୟନ୍ତ ଉଦ୍ୟମ କରିବା ଓ ଆମ ସମ୍ବିଧାନର ମୂଲ୍ୟବୋଧ ବଜାୟ ରଖିବା ପାଇଁ ସଂକଳ୍ପ ନେବା ।
ଏହିଭଳି ଭାବେ କଂଗ୍ରେସ ଆମ ଗଣତାନ୍ତ୍ରିକ ପ୍ରକ୍ରିୟାକୁ ଦମନ କରିଥିଲା । ଜରୁରିକାଳୀନ ପରିସ୍ଥିତିକୁ ବିରୋଧ କରି ଭାରତୀୟ ଗଣତନ୍ତ୍ରକୁ ରକ୍ଷା କରିଥିବା ସମସ୍ତ ମହାନୁଭବଙ୍କୁ ଆମେ ସ୍ମରଣ କରୁଛୁ । #DarkDaysOfEmergency"
https://www.instagram.com/p/CQhm34OnI3F/?utm_medium=copy_link
The #DarkDaysOfEmergency can never be forgotten. The period from 1975 to 1977 witnessed a systematic destruction of institutions.
— Narendra Modi (@narendramodi) June 25, 2021
Let us pledge to do everything possible to strengthen India’s democratic spirit, and live up to the values enshrined in our Constitution.
This is how Congress trampled over our democratic ethos. We remember all those greats who resisted the Emergency and protected Indian democracy. #DarkDaysOfEmergency https://t.co/PxQwYG5w1w
— Narendra Modi (@narendramodi) June 25, 2021