ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ସ୍ବାମୀ ବିବେକାନନ୍ଦଙ୍କୁ ତାଙ୍କ ପୁଣ୍ୟତିଥିରେ ସ୍ମରଣ କରିଛନ୍ତି । ତାଙ୍କ ସେବା, ମାନବିକତା ଓ ଆଧ୍ୟାତ୍ମିକ ଜ୍ଞାନର ଆଦର୍ଶ ଆମକୁ ଏକ ମଜଭୂତ ଏବଂ ଜୀବନ୍ତ ଭାରତ ଗଠନ ଦିଗରେ
ପ୍ରେରଣା ଓ ମାର୍ଗଦର୍ଶନ ଯୋଗାଇଥାଏ ବୋଲି କହିଛନ୍ତି ।
ପ୍ରଧାନମନ୍ତ୍ରୀ ଟୁଇଟ୍ କରିଛନ୍ତି:
ମହାନ ସ୍ବାମୀ ବିବେକାନନ୍ଦଙ୍କୁ ତାଙ୍କ ପୁଣ୍ୟତିଥିରେ ସ୍ମରଣ କରୁଛି । ତାଙ୍କ ସେବା, ମାନବିକତା ଓ ଆଧ୍ୟାତ୍ମିକ ଜ୍ଞାନର ଆଦର୍ଶ ଆମକୁ ଏକ ମଜଭୁତ ଏବଂ ଜୀବନ୍ତ ଭାରତ ଗଠନ ଦିଗରେ ପ୍ରେରଣା ଓ ମାର୍ଗଦର୍ଶନ ଦେଇଥାଏ
। ଏକତା ଏବଂ ଭାଇଚାରାକୁ ନେଇ ତାଙ୍କ ଦୃଷ୍ଟିକୋଣକୁ ପୂରଣ କରିବା ପାଇଁ ନିଜ ପ୍ରତିବଦ୍ଧତାକୁ ଦୋହରାଉଛୁ ।
Remembering the great Swami Vivekananda on his Punya Tithi. His ideals of service, humanity and spiritual enlightenment continue to inspire and guide us towards building a strong and vibrant India. We reiterate our commitment to fulfilling his vision of unity and brotherhood.
— Narendra Modi (@narendramodi) July 4, 2023