ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ପଣ୍ଡିତ ଭୀମସେନ ଯୋଶୀଙ୍କୁ ତାଙ୍କର ୧୦୦ ତମ ଜନ୍ମ ବାର୍ଷିକୀରେ ସ୍ମରଣ କରିଛନ୍ତି ।
ଏକ ଟୁଇଟରେ ପ୍ରଧାନମନ୍ତ୍ରୀ କହିଛନ୍ତି;
“ତାଙ୍କର ୧୦୦ ତମ ଜନ୍ମ ବାର୍ଷିକୀରେ ବହୁମୁଖୀ ପ୍ରତିଭା ପଣ୍ଡିତ ଭୀମସେନ ଯୋଶୀ ଜୀଙ୍କୁ ସ୍ମରଣ କରୁଛି । ତାଙ୍କ କାର୍ଯ୍ୟ ମାଧ୍ୟମରେ ସେ ଭାରତୀୟ ସଙ୍ଗୀତ ଏବଂ ସଂସ୍କୃତିର ଲୋକପ୍ରିୟତା ଦିଗରେ ଉଲ୍ଲେଖନୀୟ ଅବଦାନ ରଖିଥିଲେ । ସେ ମଧ୍ୟ ତାଙ୍କ ଅନୁବାଦ ମାଧ୍ୟମରେ ଆମ ଦେଶକୁ ଏକାଠି କରିପାରିଥିଲେ ।”
On his 100th birth anniversary, remembering the versatile Pandit Bhimsen Joshi Ji. Through his works, he made landmark contributions towards popularising Indian music and culture. He also brought our nation closer through his renditions.
— Narendra Modi (@narendramodi) February 4, 2022