ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଭାରତ ରତ୍ନ ଏମ୍ଜିଆରଙ୍କୁ ତାଙ୍କ ଜନ୍ମ ବାର୍ଷିକୀରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି ।
ଏକ ଟୁଇଟରେ ପ୍ରଧାନମନ୍ତ୍ରୀ କହିଛନ୍ତି;
“ ଭାରତ ରତ୍ନ ଏମ୍ଜିଆରଙ୍କୁ ତାଙ୍କ ଜନ୍ମ ବାର୍ଷିକୀରେ ଶ୍ରଦ୍ଧାଞ୍ଜଳି । ସେ ଜଣେ ପ୍ରତିଭାବାନ ପ୍ରଶାସକ ଭାବେ ବେଶ୍ ପରିଚିତ ଥିଲେ ଯିଏ ସାମାଜିକ ନ୍ୟାୟ ଏବଂ ସଶକ୍ତିକରଣକୁ ସର୍ବାଧିକ ଗୁରୁତ୍ୱ ଦେଉଥିଲେ । ତାଙ୍କର ଯୋଜନାଗୁଡିକ ଗରିବମାନଙ୍କ ଜୀବନଧାରାକୁ ବଦଳାଇ ଦେଇଥିଲା । ଚଳଚିତ୍ର କ୍ଷେତ୍ରରେ ତାଙ୍କର ପ୍ରତିଭା ମଧ୍ୟ ବେଶ୍ ପ୍ରଶଂସନୀୟ ।”
Remembering Bharat Ratna MGR on his birth anniversary. He is widely admired as an effective administrator who placed top priority on social justice and empowerment. His schemes brought a positive change in the lives of the poor. His cinematic brilliance is also widely acclaimed.
— Narendra Modi (@narendramodi) January 17, 2022
பாரத ரத்னா எம்.ஜி.ஆரை அவரது பிறந்தநாளில் நினைவு கூர்கிறேன். சமூகநீதி, அதிகாரமளித்தல் ஆகியவற்றில் முதன்மையான சிறந்த தலைவராக அவர் பரவலாகப் போற்றப்படுகிறார். அவரது திட்டங்கள் ஏழைகளின் வாழ்வில் பெரும் மாற்றத்தை கொண்டு வந்தன.
— Narendra Modi (@narendramodi) January 17, 2022