ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ଆଜି ଇଣ୍ଡୋନେସିଆର ନବନିର୍ବାଚିତ ରାଷ୍ଟ୍ରପତି ପ୍ରବୋୱୋ ସୁବିୟାନ୍ତୋ ଫୋନ୍ କଲ୍ କରିଥିଲେ ।
ପ୍ରଧାନମନ୍ତ୍ରୀ ଏକ୍ସରେ ପୋଷ୍ଟ କରିଛନ୍ତି;
“ନବନିର୍ବାଚିତ ରାଷ୍ଟ୍ରପତି ପ୍ରବୋୱୋ ସୁବିୟାନ୍ତୋଙ୍କ ଫୋନ୍ କଲ୍ ପାଇ ଆନନ୍ଦିତ । ରାଷ୍ଟ୍ରପତି ଭାବରେ ଆଗାମୀ କାର୍ଯ୍ୟକାଳରେ ତାଙ୍କର ସଫଳତା କାମନା କରିଛି । ଆମର ସଭ୍ୟତା ସମ୍ପର୍କ ଉପରେ ଆଧାର କରି ଭାରତ ଓ ଇଣ୍ଡୋନେସିଆ ମଧ୍ୟରେ ବ୍ୟାପକ ରଣନୀତିକ ଭାଗିଦାରୀକୁ ମଜବୁତ କରିବା ଉପାୟ ଉପରେ ଆମେ ଆଲୋଚନା କରିଛୁ ।”
Delighted to receive a phone call from President-elect @prabowo. Wished him success for his upcoming Presidency. We discussed ways to strengthen comprehensive strategic partnership between India and Indonesia that are based on our civilizational ties.
— Narendra Modi (@narendramodi) June 20, 2024