ପ୍ଲାଷ୍ଟିକ୍ ବର୍ଜ୍ୟ ଏବଂ ଫ୍ଲାଏ ଆଶ୍ ଭଳି ସ୍ଥାୟୀ ସାମଗ୍ରୀର ଉପଯୋଗିତାକୁ ପ୍ରାଥମିକତା ଦିଆଯିବାକୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ପ୍ରଶଂସା କରିଛନ୍ତି । ଏହାଦ୍ୱାରା ଏନଏଚ-୩୩୪ବି ଉପରେ ୪୦.୨ କିଲୋମିଟର ଦୂରତାକୁ ବ୍ୟୟ ବହୁଳ ହେବାରୁ ବଞ୍ଚାଇବା ସହ ପରିବେଶ ଅନୁକୂଳ ପଦକ୍ଷେପ ମଧ୍ୟ ନିଆଯାଇଛି । ରାଜପଥର ଏହି ଷ୍ଟ୍ରେଚ୍ ୟୁପି-ହରିୟାଣା ସୀମାର ବାଗପତରୁ ଆରମ୍ଭ ହୋଇ ହରିୟାଣାର ରୋହନା ପର୍ଯ୍ୟନ୍ତ ଯାଇଛି ।

କେନ୍ଦ୍ରମନ୍ତ୍ରୀ ଶ୍ରୀ ନୀତିନ ଗଡ଼କରୀଙ୍କ ଏକ ଟୁଇଟର ଜବାବ ଦେଇ ଶ୍ରୀ ନରେନ୍ଦ୍ର ମୋଦୀ ଟୁଇଟ୍ କରିଛନ୍ତି:

‘ସ୍ଥାୟୀ ବିକାଶ ଏବଂ ଉନ୍ନତ ସଂଯୋଗୀକରଣର ଏକ ସଠିକ୍ ମିଶ୍ରଣ । ଏହା ଆର୍ôଥକ ଅଭିବୃଦ୍ଧି ମଧ୍ୟ ବଢ଼ାଇବ ।’ 

Explore More
୭୮ତମ ସ୍ୱାଧୀନତା ଦିବସ ଅବସରରେ ଲାଲକିଲ୍ଲାରୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

୭୮ତମ ସ୍ୱାଧୀନତା ଦିବସ ଅବସରରେ ଲାଲକିଲ୍ଲାରୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଭିଭାଷଣ
India starts exporting Pinaka weapon systems to Armenia

Media Coverage

India starts exporting Pinaka weapon systems to Armenia
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ନଭେମ୍ବର 25, 2024
November 25, 2024

Sustainable Growth and Technological Excellence: India's Pathway to Global Recognition under PM Modi