ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଦୁନିଆ ସହ ଭାରତକୁ ଆହୁରି ଗଭୀର ଭାବେ ଯୋଡ଼ିବା ପାଇଁ ଉଦ୍ୟମ ଲାଗି ଭାରତୀୟ ସମୁଦାୟକୁ ପ୍ରଶଂସା କରିଛନ୍ତି ।
ସେ କହିଛନ୍ତି ଯେ, ଅହଲାନ ମୋଦୀ କାର୍ଯ୍ୟକ୍ରମରେ ୟୁଏଇର ଭାରତୀୟ ସମୁଦାୟଙ୍କ ମଧ୍ୟରେ ସାମିଲ ହେବାକୁ ସେ ଇଚ୍ଛୁକ ଅଛନ୍ତି ।
ପ୍ରଧାନମନ୍ତ୍ରୀ ଏକ୍ସରେ ପୋଷ୍ଟ କରିଛନ୍ତି:
‘ଦୁନିଆ ସହ ଭାରତକୁ ଆହୁରି ଯୋଡ଼ିବା ପାଇଁ ଉଦ୍ୟମ ଲାଗି ଆମେ ଆମ ଭାରତୀୟ ସମୁଦାୟଙ୍କ ପାଇଁ ଗର୍ବିତ । ଆଜି ସନ୍ଧ୍ୟାରେ ମୁଁ ଅହଲାନ ମୋଦୀ କାର୍ଯ୍ୟକ୍ରମରେ ୟୁଏଇର ଭାରତୀୟ ସମୁଦାୟଙ୍କ ମଧ୍ୟରେ ସାମିଲ ହେବା ପାଇଁ ଅପେକ୍ଷା କରିଛି! ଏହି ସ୍ମରଣୀୟ କାର୍ଯ୍ୟକ୍ରମରେ ଯୋଗ ଦିଅନ୍ତୁ ।’
We are very proud of our diaspora and their efforts to deepen India’s engagement with the world. This evening, I look forward to being among UAE’s Indian diaspora at the #AhlanModi programme! Do join this memorable occasion. https://t.co/CmyTBalEyY
— Narendra Modi (@narendramodi) February 13, 2024