ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଡଃ ଏମ୍ ବାଳମୁରଲୀକୃଷ୍ଣଙ୍କ ଶାସ୍ତ୍ରୀୟ କର୍ଣ୍ଣାଟକୀ ସଙ୍ଗୀତ ପଲୁକେ ବଙ୍ଗାରମୟେନାର ଏକ ପରିବେଷଣକୁ ପୋଷ୍ଟ କରିଛନ୍ତି ।
ପ୍ରଧାନମନ୍ତ୍ରୀ ଏକ୍ସରେ ପୋଷ୍ଟ କରିଛନ୍ତି :
"ବିଶିଷ୍ଟ ବ୍ୟକ୍ତିତ୍ୱ ଡ. ଏମ୍ ବାଳମୁରଲୀକୃଷ୍ଣ ଜୀଙ୍କର ସଙ୍ଗୀତ ପଲୁକେ ବଙ୍ଗାରମାୟେନାର ଏହି ଉଦାହରଣ ଯୋଗ୍ୟ ଉପସ୍ଥାପନାକୁ ପୋଷ୍ଟ କରୁଛି’ ।
Sharing this exemplary rendition of Paluke Bangaaramaayena by the brilliant Dr. M. Balamuralikrishna Ji. #ShriRamBhajan https://t.co/sidqOBREcm
— Narendra Modi (@narendramodi) January 15, 2024