ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ରାଣୀ ଭେଲୁ ନାଚିଆରଙ୍କୁ ତାଙ୍କ ଜନ୍ମ ବାର୍ଷିକୀରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ।
ଏକ ଟୁଇଟରେ ପ୍ରଧାନମନ୍ତ୍ରୀ କହିଛନ୍ତି;
“ତାଙ୍କ ଜନ୍ମ ବାର୍ଷିକୀରେ ସାହସୀ ରାଣୀ ଭେଲୁ ନାଚିଆରଙ୍କୁ ଶ୍ରଦ୍ଧାଞ୍ଜଳି । ସେ ତାଙ୍କ ଲୋକଙ୍କ ପାଇଁ ନ୍ୟାୟ ସୁନିଶ୍ଚିତ କରିବାରେ ଆଗରେ ଥିଲେ । ସେ ଉପନିବେଶବାଦକୁ ତୀବ୍ର ବିରୋଧ କରିଥିଲେ ଏବଂ ସମାଜର କଲ୍ୟାଣ ପାଇଁ ମଧ୍ୟ କାର୍ଯ୍ୟ କରିଥିଲେ । ତାଙ୍କର ସାହସିକତା ଭବିଷ୍ୟତ ପୀଢିକୁ ପ୍ରେରଣା ଯୋଗାଇବ ।”
Tributes to the courageous Rani Velu Nachiyar on her birth anniversary. She was at the forefront of ensuring justice for her people. She fiercely resisted colonialism and also worked for the welfare of society. Her bravery will keep motivating generations to come.
— Narendra Modi (@narendramodi) January 3, 2023
வீர மங்கை ராணி வேலு நாச்சியாரின் பிறந்த நாளில் அவருக்கு அஞ்சலி. தம் மக்களுக்கு நீதி கிடைக்க அவர் முன் நின்று போராடினார். காலனியாதிக்கத்தை தீவிரமாக எதிர்த்ததுடன், சமூக நன்மைக்காகவும் பணியாற்றினார். அவரது தீரம் தலைமுறை தாண்டியும் உத்வேகம் அளிக்கும்.
— Narendra Modi (@narendramodi) January 3, 2023