ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ପଣ୍ଡିତ ଦିନ୍ ଦାୟାଲ ଉପାଧ୍ୟାୟ ଜୀଙ୍କୁ ତାଙ୍କ ପୁଣ୍ୟ ତିଥିରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ।
ଏକ ଟୁଇଟରେ ପ୍ରଧାନମନ୍ତ୍ରୀ କହିଛନ୍ତି;
“ପଣ୍ଡିତ ଦିନ୍ ଦୟାଲ ଉପାଧ୍ୟାୟ ଜୀଙ୍କର ସମଗ୍ର ଜୀବନ ସର୍ବଜନ ହିତାୟ-ସର୍ବଜନ ସୁଖାୟ ନୀତି ଉପରେ ଆଧାରିତ ଥିଲା । ତାଙ୍କର ଏକାତ୍ମ ମାନବବାଦ ଦର୍ଶନ କେବଳ ଭାରତ ନୁହେଁ ବିଶ୍ୱର ଅନେକ ସମସ୍ୟାର ସମାଧାନ କରିବାରେ ସକ୍ଷମ ଅଟେ । ତାଙ୍କ ମୃତ୍ୟୁ ତିଥିରେ ସଶ୍ରଦ୍ଧ ଶ୍ରଦ୍ଧାଞ୍ଜଳି ।”
पंडित दीनदयाल उपाध्याय जी का संपूर्ण जीवन सर्वजन हिताय-सर्वजन सुखाय के सिद्धांत पर आधारित रहा। उनका एकात्म मानववाद का दर्शन भारत ही नहीं, बल्कि दुनिया की कई समस्याओं का समाधान देने में सक्षम है। उनकी पुण्यतिथि पर आदरपूर्ण श्रद्धांजलि।
— Narendra Modi (@narendramodi) February 11, 2022