ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ, ଡଃ ରାମ ମନୋହର ଲୋହିଆଙ୍କୁ ତାଙ୍କ ଜୟନ୍ତୀ ଅବସରରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ।
ଏକ ଟ୍ୱିଟରେ ପ୍ରଧାନମନ୍ତ୍ରୀ କହିଛନ୍ତି;
“ଜୟନ୍ତୀ ଅବସରରେ ଡଃ ରାମ ମନୋହର ଲୋହିଆ ଜୀଙ୍କୁ ସ୍ମରଣ କରୁଛି । ସେ ଜଣେ ଉତ୍ତୁଙ୍ଗ ବୁଦ୍ଧିଜୀବି ଓ ମହାନ ଚିନ୍ତାନାୟକ ଥିଲେ । ଭାରତର ସ୍ୱାଧୀନତା ସଂଗ୍ରାମ ଏବଂ ପରେ ସମର୍ପିତ ନେତା ତଥା ସାଂସଦ ଭାବେ ତାଙ୍କର ବେଶ ଯୋଗଦାନ ରହିଥିଲା । ମଜବୁତ ଭାରତ ନିର୍ମାଣ ପାଇଁ ତାଙ୍କ ଦୃଷ୍ଟିକୋଣ ସାକାର କରିବାକୁ ଆମେ କଠିନ ପରିଶ୍ରମ କରୁଛୁ ।”
Remembering Dr. Ram Manohar Lohia Ji on his birth anniversary. He was a towering intellectual and prolific thinker who contributed immensely to India's freedom struggle and later as a dedicated leader as well as MP. We are working hard to fulfil his vision for a strong India.
— Narendra Modi (@narendramodi) March 23, 2023