ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ପଣ୍ଡିତ ଦୀନଦୟାଲ ଉପାଧ୍ୟାୟଙ୍କୁ ତାଙ୍କ ପୁଣ୍ୟତିଥିରେ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି ।
ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ପଣ୍ଡିତ ଦୀନଦୟାଲ ଉପାଧ୍ୟାୟ ସଂସ୍କୃତି ଏବଂ ଐତିହ୍ୟକୁ କେନ୍ଦ୍ରରେ ରଖି ଦେଶକୁ ଆଗକୁ ନେବାକୁ ରାସ୍ତା ଦେଖାଇଥିଲେ ଯାହା କି ବିକଶିତ ଭାରତର ର୍ନିର୍ମାଣ ପାଇଁ ପ୍ରେରଣା ମଧ୍ୟ ।
ଏକ ଏକ୍ସ ପୋଷ୍ଟରେ ପ୍ରଧାନମନ୍ତ୍ରୀ କହିଛନ୍ତି:
‘ପଣ୍ଡିତ ଦୀନଦୟାଲ ଉପାଧ୍ୟାୟ ଜୀଙ୍କୁ ତାଙ୍କ ପୁଣ୍ୟତିଥିରେ ଦେଶର ନିଜ ସମସ୍ତ ପରିବାରଜନଙ୍କ ତରଫରୁ ଶତ-ଶତ ନମନ । ସେ ଭାରତୀୟ ସଂସ୍କୃତି ଏବଂ ଐତିହ୍ୟକୁ କେନ୍ଦ୍ରରେ ରଖି ଦେଶକୁ ଆଗକୁ ନେବା ପାଇଁ ବାଟ ଦେଖାଇଥିଲେ, ଯାହା କି ବିକଶିତ ଭାରତର ଗଠନରେ ପ୍ରେରଣାର ଉତ୍ସ ହୋଇପାରିଛି ।’
पंडित दीनदयाल उपाध्याय जी को उनकी पुण्यतिथि पर देशभर के अपने परिवारजनों की ओर से शत-शत नमन। उन्होंने भारतीय संस्कृति और विरासत को केंद्र में रखकर देश को आगे ले जाने का मार्ग दिखाया, जो विकसित भारत के निर्माण में भी प्रेरणास्रोत बना है।
— Narendra Modi (@narendramodi) February 11, 2024