Quoteଇଞ୍ଜିନିୟର୍ସ ଦିବସରେ ଇଞ୍ଜିନିୟରମାନଙ୍କୁ ଶୁଭେଚ୍ଛା ମଧ୍ୟ ଜଣାଇଛନ୍ତି

ଇଞ୍ଜିନିୟର ଦିବସ ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ସାର୍ ଏମ୍ ବିଶ୍ୱେସରାୟଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି ।

 

ଏହ ଅବସରରେ ପ୍ରଧାନମନ୍ତ୍ରୀ ସମସ୍ତ ପରିଶ୍ରମୀ ଇଞ୍ଜିନିୟରମାନଙ୍କୁ  ଶୁଭେଚ୍ଛା ଜଣାଇଛନ୍ତି ।

 

ପ୍ରଧାନମନ୍ତ୍ରୀ କହିଛନ୍ତି, ସାର୍ ଏମ୍‌. ବିଶ୍ୱେସରାୟ ପିଢ଼ି ପରେ ପିଢ଼ିକୁ ନୂଆ ଉଦ୍ଭାବନ ଏବଂ ଦେଶ ସେବା ପାଇଁ ପ୍ରେରଣା ଯୋଗାଉଛନ୍ତି । ପ୍ରଧାନମନ୍ତ୍ରୀ ଚଳିତ ବର୍ଷ ପ୍ରାରମ୍ଭରେ ଚିକ୍କାବଲ୍ଲାପୁରରେ ସାର୍ ଏମ୍‌. ବିଶ୍ୱେସରାୟଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଥିବାର ଝଲକ ସେୟାର କରିଛନ୍ତି ।

 

ଏକ୍ସ ପୋଷ୍ଟରେ ପ୍ରଧାନମନ୍ତ୍ରୀ କହିଛନ୍ତି:

 

‘ଇଞ୍ଜିନିୟର୍ସ ଡେ’ରେ ଆମେ ଜଣେ ଦୂରଦୃଷ୍ଟି ସମ୍ପନ୍ନ ଇଞ୍ଜିନିୟର ତଥା ଦେଶପ୍ରେମୀ ସାର୍ ଏମ୍‌. ବିଶ୍ୱେସରାୟଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛୁ । ସେ ପିଢ଼ି ପରେ ପିଢ଼ିକୁ ନୂଆ ଉଦ୍ଭାବନ ଏବଂ ରାଷ୍ଟ୍ର ସେବା ପାଇଁ ପ୍ରେରଣା ଯୋଗାଇ ଆସୁଛନ୍ତି । ଚିକ୍କାବଲ୍ଲାପୁର ଗସ୍ତବେଳେ ମୁଁ ଚଳିତ ବର୍ଷ ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲି ।’

 

‘ଇଞ୍ଜିନିୟର୍ସ ଡେ’ରେ ସମସ୍ତ ପରିଶ୍ରମୀ ଇଞ୍ଜିନିୟରମାନଙ୍କୁ ଶୁଭେଚ୍ଛା । ସେମାନଙ୍କ ସୃଜନାତ୍ମକ ମସ୍ତିଷ୍କ ଏବଂ ଅକ୍ଳାନ୍ତ ଉଦ୍ୟମ ଆମ ଦେଶ ପ୍ରଗତିର ମେରୁଦଣ୍ଡ । ଭିତ୍ତିଭୂମିଠାରୁ ଆରମ୍ଭ କରି ବୈଷୟିକ ସଫଳତା ପର୍ଯ୍ୟନ୍ତ ସେମାନଙ୍କ ଅବଦାନ ଆମ ଜୀବନର ପ୍ରତ୍ୟେକ ଦିଗକୁ ସ୍ପର୍ଶ କରେ ।’  

 

 

  • CHOWKIDAR KALYAN HALDER September 17, 2023

    great t
  • Rekha K Nanjegowda September 16, 2023

    🙏🙏🙏
  • September 16, 2023

    Mr Narendra sar aap sahi insan Chun nahin Pa Rahe yah galat insan ko pass mein baitha ke political kar rahi hai vahi ke liye aapke upar bhi pad aati hai
  • Babaji Namdeo Palve September 16, 2023

    Jai Hind Jai Bharat
  • pramod bhardwaj दक्षिणी दिल्ली जिला मंत्री September 16, 2023

    मेरी माटी मेरा देश भारत माता की जय वंदे मातरम
  • Tushar Das September 16, 2023

    Bhavbhini Shradhanjali
  • Tushar Das September 16, 2023

    Shat Shat Naman
  • Atul Kumar Mishra September 16, 2023

    शत शत नमन! 💐💐🙏🙏
  • Atul Kumar Mishra September 16, 2023

    जय श्री राम
  • VIKRAM KISHORE PASUBHAI MEISHERI September 15, 2023

    Building Blocks of Bharat English https://youtube.com/playlist?list=PLLz1Ke-YTci8U0kQXh3QP6OSY46VU8nbo&si=w66IdQsN1ymzb9ur 
Explore More
୭୮ତମ ସ୍ୱାଧୀନତା ଦିବସ ଅବସରରେ ଲାଲକିଲ୍ଲାରୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

୭୮ତମ ସ୍ୱାଧୀନତା ଦିବସ ଅବସରରେ ଲାଲକିଲ୍ଲାରୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଭିଭାଷଣ
In Mann Ki Baat, PM Stresses On Obesity, Urges People To Cut Oil Consumption

Media Coverage

In Mann Ki Baat, PM Stresses On Obesity, Urges People To Cut Oil Consumption
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଫେବୃୟାର 24, 2025
February 24, 2025

6 Years of PM Kisan Empowering Annadatas for Success

Citizens Appreciate PM Modi’s Effort to Ensure Viksit Bharat Driven by Technology, Innovation and Research