ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ସଂସଦ ଭବନରେ ବାବାସାହେବ ଡକ୍ଟର ବି. ଆର୍. ଆମ୍ବେଦକରଙ୍କୁ ମହାପରିନିର୍ବାଣ ଦିବସ ଅବସରରେ ପୁଷ୍ପମାଲ୍ୟ ଅର୍ପଣ କରିଛନ୍ତି ।
ଏକ ଏକ୍ସ ପୋଷ୍ଟରେ ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଛନ୍ତି ;
ମହାପରିନିର୍ବାଣ ଦିବସରେ ଡ. ବାବାସାହେବ ଆମ୍ବେଦକରଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି ।
Paid tributes to Dr. Babasaheb Ambedkar on Mahaparinirvan Diwas. pic.twitter.com/b2MznV0vAo
— Narendra Modi (@narendramodi) December 6, 2023