Quoteଲୋହରୀ ନବିନୀକରଣ ଓ ଆଶାର ପ୍ରତୀକ

ଦିଲ୍ଲୀର ନାରାଇନାରେ ଆଜି ଅନୁଷ୍ଠିତ ଲୋହରୀ ଉତ୍ସବରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ସାମିଲ ହୋଇଛନ୍ତି । ଶ୍ରୀ ମୋଦୀ ଉଲ୍ଲେଖ କରିଛନ୍ତି, ଲୋହରୀ  ଅନେକ ଲୋକଙ୍କ ପାଇଁ, ବିଶେଷ କରି ଉତ୍ତର ଭାରତୀୟମାନଙ୍କ ପାଇଁ ବେଶ୍ ଗୁରୁତ୍ୱପୂର୍ଣ୍ଣ । “ଏହା ନବିନୀକରଣ ଓ ଆଶାର ପ୍ରତୀକ । ଏହାର ମଧ୍ୟ କୃଷି ଏବଂ କଠିନ ପରିଶ୍ରମ କରୁଥିବା କୃଷକଙ୍କ ସହ ସମ୍ପର୍କ ରହିଛି” ଶ୍ରୀ ମୋଦୀ କହିଛନ୍ତି ।

 

|

ପ୍ରଧାନମନ୍ତ୍ରୀ ଏକ୍ସ ରେ ପୋଷ୍ଟ କରିଛନ୍ତି:

“ଲୋହରୀ  ଅନେକ ଲୋକଙ୍କ ପାଇଁ, ବିଶେଷ କରି ଉତ୍ତର ଭାରତୀୟମାନଙ୍କ ପାଇଁ ବେଶ୍ ଗୁରୁତ୍ୱପୂର୍ଣ୍ଣ । ଏହା ନବିନୀକରଣ ଓ ଆଶାର ପ୍ରତୀକ । ଏହାର ମଧ୍ୟ କୃଷି ଏବଂ କଠିନ ପରିଶ୍ରମ କରୁଥିବା କୃଷକଙ୍କ ସହ ସମ୍ପର୍କ ରହିଛି ।

 

|

ଆଜି ସନ୍ଧ୍ୟାରେ ଦିଲ୍ଲୀର ନାରାଇନାରେ ଲୋହରୀ କାର୍ଯ୍ୟକ୍ରମରେ ସାମିଲ ହେବାର ସୁଯୋଗ ମିଳିଥିଲା । ଉତ୍ସବରେ ବିଭିନ୍ନ ବର୍ଗର ଲୋକ, ବିଶେଷ କରି ଯୁବକ ଓ ମହିଳାମାନେ ସାମିଲ ହୋଇଥିଲେ ।

 

|

ସମସ୍ତଙ୍କ ଲୋହରୀର ବହୁତ ଶୁଭେଚ୍ଛା ।”

 

 

“ଦିଲ୍ଲୀ ଲୋହରୀ କାର୍ଯ୍ୟକ୍ରମର ଆଉ କିଛି ଝଲକ ଏଠାରେ ।”

 

|
  • Prasanth reddi March 21, 2025

    జై బీజేపీ జై మోడీజీ 🪷🪷🙏
  • கார்த்திக் March 09, 2025

    Jai Shree Ram🚩Jai Shree Ram🚩Jai Shree Ram🚩Jai Shree Ram🚩Jai Shree Ram🙏Jai Shree Ram🚩Jai Shree Ram🚩Jai Shree Ram🚩Jai Shree Ram🚩Jai Shree Ram🚩Jai Shree Ram🚩Jai Shree Ram🚩
  • अमित प्रेमजी | Amit Premji March 03, 2025

    nice👍
  • kranthi modi February 22, 2025

    jai sri ram 🚩
  • रीना चौरसिया February 21, 2025

    jai shree ram
  • Vivek Kumar Gupta February 17, 2025

    नमो ..🙏🙏🙏🙏🙏
  • Vivek Kumar Gupta February 17, 2025

    जय जयश्रीराम ......................... 🙏🙏🙏🙏🙏
  • Bhushan Vilasrao Dandade February 10, 2025

    जय हिंद
  • Dr Mukesh Ludanan February 08, 2025

    Jai ho
  • Margang Tapo February 07, 2025

    bharat mata ki jai 😍😍😍😍⛱️
Explore More
୭୮ତମ ସ୍ୱାଧୀନତା ଦିବସ ଅବସରରେ ଲାଲକିଲ୍ଲାରୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

୭୮ତମ ସ୍ୱାଧୀନତା ଦିବସ ଅବସରରେ ଲାଲକିଲ୍ଲାରୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଭିଭାଷଣ
India to conduct joint naval exercise 'Aikeyme' with 10 African nations

Media Coverage

India to conduct joint naval exercise 'Aikeyme' with 10 African nations
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ମାର୍ଚ୍ଚ 24, 2025
March 24, 2025

Viksit Bharat: PM Modi’s Vision in Action