Quote“ସ୍ୱାମୀ ବିବେକାନନ୍ଦଙ୍କ ଘରେ ଧ୍ୟାନ କରିବା ଏକ ବିଶେଷ ଅନୁଭୂତି ଥିଲା ଏବଂ ମୁଁ ବର୍ତ୍ତମାନ ଅନୁପ୍ରାଣିତ ଏବଂ ଶକ୍ତିପ୍ରାପ୍ତ ଅନୁଭବ କରୁଛି”
Quote“ରାମକୃଷ୍ଣ ମଠ “ଏକ ଭାରତ ଶ୍ରେଷ୍ଠ ଭାରତ” ର ସମାନ ଆବେଗ ସହିତ କାର୍ଯ୍ୟ କରିଥାଏ”
Quote“ଆମ ସରକାର ସ୍ୱାମୀ ବିବେକାନନ୍ଦଙ୍କ ଦର୍ଶନ ଦ୍ୱାରା ଅନୁପ୍ରାଣିତ”
Quote“ମୁଁ ନିଶ୍ଚିତ ଯେ ସ୍ୱାମୀ ବିବେକାନନ୍ଦ ଗର୍ବର ସହିତ ଦେଖୁଛନ୍ତି ଭାରତ କିଭଳି ତାଙ୍କ ଦୃଷ୍ଟିକୋଣ ପୂରଣ ପାଇଁ କାର୍ଯ୍ୟ କରୁଛି”
Quote“ପ୍ରତ୍ୟେକ ଭାରତୀୟ ଅନୁଭବ କରୁଛନ୍ତି ଯେ ଏହା ଆମର ସମୟ”
Quote“ଅମୃତ କାଳ ପାଞ୍ଚଟି ଧାରଣାକୁ ଅନୁକରଣ କରି ମହାନ ଲକ୍ଷ୍ୟ ହାସଲ ଦିଗରେ ବ୍ୟବହାର କରିପାରିବ - ପଞ୍ଚ ପ୍ରାଣ”

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ତାମିଲନାଡୁର ଚେନ୍ନାଇ ସ୍ଥିତ ବିବେକାନନ୍ଦ ହାଉସରେ ଶ୍ରୀ ରାମକୃଷ୍ଣ ମଠର ୧୨୫ ତମ ବାର୍ଷିକ ଉତ୍ସବରେ ଅଂଶଗ୍ରହଣ କରିଥିଲେ । ସେଠାରେ ପହଞ୍ଚିବା ପରେ ପ୍ରଧାନମନ୍ତ୍ରୀ ପୁଷ୍ପମାଲ୍ୟ ଅର୍ପଣ କରିବା ସହ ସ୍ୱାମୀ ବିବେକାନନ୍ଦଙ୍କ କୋଠରୀରେ ପୂଜା ଓ ଧ୍ୟାନ କରିଥିଲେ । ଏହି ଅବସରରେ ପ୍ରଧାନମନ୍ତ୍ରୀ ହୋଲି ଟ୍ରିଓ ଉପରେ ଏକ ପୁସ୍ତକ ମଧ୍ୟ ଉନ୍ମୋଚନ କରିଥିଲେ ।

 

|

ଚେନ୍ନାଇରେ ୧୮୯୭ ମସିହାରେ ସ୍ୱାମୀ ରାମକୃଷ୍ଣାନନ୍ଦଙ୍କ ଦ୍ୱାରା ଆରମ୍ଭ ହୋଇଥିବା ରାମକୃଷ୍ଣ ମଠ ଏବଂ ରାମକୃଷ୍ଣ ମିଶନ ହେଉଛି ବିଭିନ୍ନ ପ୍ରକାରର ମାନବିକ ତଥା ସାମାଜିକ ସେବା କାର୍ଯ୍ୟରେ ନିୟୋଜିତ ଆଧ୍ୟାତ୍ମିକ ଅନୁଷ୍ଠାନ ।

ଏହି ସମାବେଶକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ଚେନ୍ନାଇରେ ରାମକୃଷ୍ଣ ମଠର ୧୨୫ ତମ ବାର୍ଷିକୀ ପାଳନ ଅବସରରେ ଉପସ୍ଥିତ ରହି ଖୁସି ବ୍ୟକ୍ତ କରିଛନ୍ତି ଏବଂ ସେ ତାଙ୍କ ଜୀବନରେ ରାମକୃଷ୍ଣ ମଠକୁ ଗଭୀର ସମ୍ମାନ କରନ୍ତି ବୋଲି କହିଛନ୍ତି । ତାମିଲି ଲୋକମାନଙ୍କ ପ୍ରତି ତାଙ୍କର ସ୍ନେହ ଏବଂ ପ୍ରେମ, ତାମିଲ ଭାଷା, ତାମିଲ ସଂସ୍କୃତି ଏବଂ ଚେନ୍ନାଇର ଆଭିମୁଖ୍ୟ ପ୍ରକାଶ କରି ପ୍ରଧାନମନ୍ତ୍ରୀ ଚେନ୍ନାଇରେ ସ୍ୱାମୀ ବିବେକାନନ୍ଦଙ୍କ ଘର ପରିଦର୍ଶନ କରିବା ବିଷୟରେ ଉଲ୍ଲେଖ କରିଛନ୍ତି ଯେଉଁଠାରେ ସେ ବିଦେଶରୁ ଫେରିବା ପରେ ରହିଥିଲେ । ସେ କହିଥିଲେ ଯେ ଏହି ଘରେ ଧ୍ୟାନ କରିବା ତାଙ୍କ ପାଇଁ ଏକ ବିଶେଷ ଅନୁଭୂତି ଏବଂ ସେ ବର୍ତ୍ତମାନ ଅନୁପ୍ରାଣିତ ଏବଂ ଶକ୍ତିପ୍ରାପ୍ତ ଅନୁଭବ କରୁଛନ୍ତି । ପ୍ରଯୁକ୍ତିବିଦ୍ୟା ମାଧ୍ୟମରେ ଯୁବ ପୀଢ଼ିଙ୍କୁ ପ୍ରାଚୀନ ଚିନ୍ତାଧାରାର ପ୍ରସାର ନେଇ ପ୍ରଧାନମନ୍ତ୍ରୀ ଖୁସି ବ୍ୟକ୍ତ କରିଥିଲେ ।

ଥିରୁଭାଲୁଭାରଙ୍କ ଗୋଟିଏ ପଦରୁ ଉଦ୍ଧୃତ କରି ପ୍ରଧାନମନ୍ତ୍ରୀ ସ୍ପଷ୍ଟ କରିଛନ୍ତି ଯେ ଏହି ଦୁନିଆରେ ଏବଂ ଭଗବାନଙ୍କ ଦୁନିଆରେ ଦୟା ଠାରୁ ଆଉ କିଛି ନାହିଁ । ତାମିଲନାଡୁର ରାମକୃଷ୍ଣ ମଠର ସେବା କ୍ଷେତ୍ର ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ ଶିକ୍ଷା, ଲାଇବ୍ରେରୀ, କୁଷ୍ଠରୋଗ ସଚେତନତା ଏବଂ ପୁନର୍ବାସ, ସ୍ୱାସ୍ଥ୍ୟ ସେବା, ନର୍ସିଂ ଏବଂ ଗ୍ରାମୀଣ ବିକାଶର ଉଦାହରଣ ଦେଇଛନ୍ତି । ସେ ଏହା ମଧ୍ୟ ଦର୍ଶାଇଛନ୍ତି ଯେ ରାମକୃଷ୍ଣ ମଠର ସେବା ପୂର୍ବରୁ ତାମିଲନାଡୁର ସ୍ୱାମୀ ବିବେକାନନ୍ଦଙ୍କ ଉପରେ ଏହାର ପ୍ରଭାବ ସାମ୍ନାକୁ ଆସିଥିଲା । ସେ ସ୍ପଷ୍ଟ କରିଛନ୍ତି ଯେ ସ୍ୱାମୀ ବିବେକାନନ୍ଦ ତାଙ୍କ ଜୀବନର ଉଦ୍ଦେଶ୍ୟକୁ କନ୍ୟାକୁମାରୀର ପ୍ରସିଦ୍ଧ ଶିଳାରୁ ପାଇଥିଲେ ଯାହା ତାଙ୍କୁ ପରିବର୍ତ୍ତନ କରିଥିଲା ଏବଂ ଏହାର ପ୍ରଭାବ ଚିକାଗୋରେ ଦେଖିବାକୁ ମିଳିଥିଲା । ସେ ଆହୁରି ମଧ୍ୟ କହିଛନ୍ତି ଯେ ସ୍ୱାମୀ ବିବେକାନନ୍ଦ ପ୍ରଥମେ ତାମିଲନାଡୁର ପବିତ୍ର ଭୂମିରେ ପାଦ ଦେଇଥିଲେ । ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ରାମନାଡର ରାଜା ତାଙ୍କୁ ବହୁତ ସମ୍ମାନର ସହ ପାଛୋଟି ନେଇଥିଲେ ଏବଂ ନୋବେଲ ପୁରସ୍କାର ପ୍ରାପ୍ତ ଫରାସୀ ଲେଖକ ରୋମେନ ରୋଲାଣ୍ଡ ଏହାକୁ ଏକ ଉତ୍ସବ ଭାବରେ ବର୍ଣ୍ଣନା କରିଛନ୍ତି ଯେଉଁଠାରେ ସତରଟି ବିଜୟ ସ୍ମାରକୀ ପାଳନ କରାଯାଇଥିଲା ଏବଂ ଏକ ସପ୍ତାହ ପାଇଁ ସାଧାରଣ ଜୀବନଯାତ୍ରା ଅଟକି ଯାଇଥିଲା ।

 

|

ସ୍ୱାମୀ ବିବେକାନନ୍ଦ ବଙ୍ଗଳାର ଥିଲେ, କିନ୍ତୁ ଭାରତର ସ୍ୱାଧୀନତାର ବହୁ ପୂର୍ବରୁ ତାମିଲନାଡୁରେ ତାଙ୍କୁ ବୀର ଭଳି ସ୍ୱାଗତ କରାଯାଇଥିବା ଦର୍ଶାଇ ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ ଯେ ହଜାର ହଜାର ବର୍ଷ ଧରି ଭାରତ ଏକ ଦେଶ ବୋଲି ଦେଶବାସୀଙ୍କର ସ୍ପଷ୍ଟ ଧାରଣା ରହିଛି ଯାହା ‘ଏକ ଭାରତ ଶ୍ରେଷ୍ଠ ଭାରତ’ କୁ ସୂଚିତ କରେ । ପ୍ରଧାନମନ୍ତ୍ରୀ ରାମକୃଷ୍ଣ ମଠ ସଂକ୍ରାନ୍ତରେ ବକ୍ତବ୍ୟ ଜାରି ରଖି କହିଥିଲେ ଯେ ସମାନ ଆବେଗ ସହିତ କାର୍ଯ୍ୟ କରିଥାଏ ଏବଂ ଭାରତରେ ବ୍ୟାପିଥିବା ଏହାର ଅନେକ ଅନୁଷ୍ଠାନ ଯାହା ଲୋକମାନଙ୍କୁ ନିଃସ୍ୱାର୍ଥପର ଭାବରେ ସେବା ପ୍ରଦାନ କରିଥାଏ । ପ୍ରଧାନମନ୍ତ୍ରୀ କାଶୀ-ତାମିଲ ସଙ୍ଗମମର ସଫଳତା ଉପରେ ଆଲୋକପାତ କରିବା ସହ ସୌରାଷ୍ଟ୍ର-ତାମିଲ ସଙ୍ଗମମ ମଧ୍ୟ ହେବାକୁ ଯାଉଛି ବୋଲି ସୂଚନା ଦେଇଛନ୍ତି । ଭାରତର ଏକତାକୁ ଆହୁରି ଆଗକୁ ନେବା ପାଇଁ ସେ ଏପରି ସମସ୍ତ ପ୍ରୟାସର ବଡ ସଫଳତାର କାମନା କରିଛନ୍ତି ।

ପ୍ରଧାନମନ୍ତ୍ରୀ ମନ୍ତବ୍ୟ ଦେଇ କହିଛନ୍ତି, ଆମର ଶାସନ ସ୍ୱାମୀ ବିବେକାନନ୍ଦଙ୍କ ଦର୍ଶନ ଦ୍ୱାରା ଅନୁପ୍ରାଣିତ । ସ୍ୱାମୀ ବିବେକାନନ୍ଦଙ୍କ ଦୃଷ୍ଟିକୋଣରୁ ଏକ ଅନୁରୂପ ଉଦାହରଣ ଦେଇ ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଛନ୍ତି ଯେ ଯେତେବେଳେ ଧନୀ ଦରିଦ୍ର ମଧ୍ୟରେ ପାର୍ଥକ୍ୟ ଦୂର ହୁଏ ଏବଂ ସମାନତା ସୁନିଶ୍ଚିତ ହୁଏ ସେତେବେଳେ ସମାଜ ଅଗ୍ରଗତି କରେ, ସରକାରଙ୍କ ସମସ୍ତ ଫ୍ଲାଗସିପ୍ କାର୍ଯ୍ୟକ୍ରମରେ ସମାନ ଦୃଷ୍ଟିକୋଣ ପ୍ରୟୋଗ କରାଯାଇଛି । ସେ ଦର୍ଶାଇଛନ୍ତି ଯେ ପୂର୍ବରୁ ମୌଳିକ ସୁବିଧା କ୍ଷେତ୍ରରେ ମଧ୍ୟ ଭେଦଭାବ କରାଯାଉଥିଲା ଏବଂ କେବଳ ହାତଗଣତି ଲୋକ କିମ୍ବା ଛୋଟ ଗୋଷ୍ଠୀ ଆଦିଙ୍କୁ ବ୍ୟବହାର କରିବାକୁ ଅନୁମତି ମିଳୁଥିଲା । କିନ୍ତୁ ବର୍ତ୍ତମାନ ସମସ୍ତଙ୍କ ପାଇଁ ବିକାଶର ଦ୍ୱାର ଖୋଲାଯାଇଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ସେ ସୂଚନା ଦେଇଛନ୍ତି ଯେ ଆମର ଅନ୍ୟତମ ସଫଳ ଯୋଜନା ମଧ୍ୟରୁ ମୁଦ୍ରା ଯୋଜନା ଆଜି ଏହାର ୮ମ ବାର୍ଷିକୀ ପାଳନ କରୁଛି ଏବଂ ତାମିଲନାଡୁର କ୍ଷୁଦ୍ର ଉଦ୍ୟୋଗୀଙ୍କ ଉଦ୍ୟମକୁ ଆଲୋକିତ କରିଛି ଯେଉଁମାନେ ଏହି ଯୋଜନାରେ ରାଜ୍ୟକୁ ଅଗ୍ରଣୀ କରାଇଛନ୍ତି । ପ୍ରଧାନମନ୍ତ୍ରୀ ସୂଚନା ଦେଇଛନ୍ତି, କ୍ଷୁଦ୍ର ଉଦ୍ୟୋଗୀମାନଙ୍କୁ ପ୍ରାୟ ୩୮ କୋଟି ବନ୍ଧକମୁକ୍ତ ଋଣ ପ୍ରଦାନ କରାଯାଇଛି । ସେ ଦୋହରାଇଛନ୍ତି ଯେ ବ୍ୟବସାୟ ପାଇଁ ବ୍ୟାଙ୍କ ଋଣ ପାଇବା ପୂର୍ବରୁ ଏକ ସୌଭାଗ୍ୟ ଥିଲା, କିନ୍ତୁ ଏହାର ଉପଲବ୍ଧତା ବର୍ତ୍ତମାନ ବୃଦ୍ଧି କରାଯାଇଛି । ସେହିଭଳି ପ୍ରଧାନମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ ଘର, ବିଦ୍ୟୁତ୍‍, ଏଲପିଜି ସଂଯୋଗ, ଶୌଚାଳୟ ଇତ୍ୟାଦି ମୌଳିକ ଭିତ୍ତିଭୂମି ପ୍ରତ୍ୟେକ ପରିବାର ନିକଟରେ ପହଞ୍ଚୁଛି ।

 

|

ସ୍ୱାମୀ ବିବେକାନନ୍ଦଙ୍କର ଭାରତ ପାଇଁ ଏକ ବଡ଼ ଦର୍ଶନ ଥିଲା । ଆଜି ମୁଁ ନିଶ୍ଚିତ ଯେ ସେ ନିଜ ଦୃଷ୍ଟିକୋଣକୁ ପୂରଣ କରିବା ପାଇଁ କାର୍ଯ୍ୟ କରୁଥିବା ଭାରତକୁ ଗର୍ବିତ ଭାବେ ସେ ଦେଖୁଛନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ଏବଂ ନିଜ ତଥା ଆମ ଦେଶରେ ବିଶ୍ୱାସ ବିଷୟରେ ତାଙ୍କର ବାର୍ତ୍ତାରେ ଉଲ୍ଲେଖ କରିଛନ୍ତି । ସେ ଦର୍ଶାଇଛନ୍ତି ଯେ ପ୍ରତ୍ୟେକ ଭାରତୀୟ ଅନୁଭବ କରୁଛନ୍ତି ଯେ ଏହା ଆମର ସମୟ ଏବଂ ଅନେକ ବିଶେଷଜ୍ଞ ମତ ଦେଇଛନ୍ତି ଯେ ଏହା ଭାରତର ଶତାବ୍ଦୀ ହେବ । ସେ ଆହୁରି ମଧ୍ୟ କହିଛନ୍ତି ଯେ ଆମେ ବିଶ୍ୱ ସହିତ ବିଶ୍ୱାସ ଏବଂ ପାରସ୍ପରିକ ସମ୍ମାନର ସହ ଜଡିତ ।

ସ୍ୱାମୀଜୀଙ୍କର ଶିକ୍ଷାକୁ ମନେ ପକାଇ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ମହିଳାଙ୍କୁ ସାହାଯ୍ୟ କରିବା ପାଇଁ କେହି ନଥାନ୍ତି ଏବଂ ଯେତେବେଳେ ଏକ ସଠିକ୍ ପ୍ଲାଟଫର୍ମ ମିଳିଥାଏ, ମହିଳାମାନେ ସମାଜକୁ ଆଗେଇ ନେଇଥାନ୍ତି ଏବଂ ନିଜେ ସମସ୍ୟାର ସମାଧାନ କରିଥାନ୍ତି ଏବଂ ଆଜିର ଭାରତ ମହିଳା ନେତୃତ୍ୱାଧୀନ ବିକାଶରେ ବିଶ୍ୱାସ କରେ । ସେ ଷ୍ଟାର୍ଟଅପ୍ ହେଉ କିମ୍ବା କ୍ରୀଡା, ସଶସ୍ତ୍ର ବାହିନୀ କିମ୍ବା ଉଚ୍ଚଶିକ୍ଷା ହେଉ, ମହିଳାମାନେ ଭେଦଭାବ ଭାଙ୍ଗୁଛନ୍ତି ଏବଂ ରେକର୍ଡ ସୃଷ୍ଟି କରୁଛନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ ସ୍ୱାମୀ ଜୀ ଚରିତ୍ର ବିକାଶ ପାଇଁ କ୍ରୀଡା ଏବଂ ଫିଟନେସ ଗୁରୁତ୍ୱପୂର୍ଣ୍ଣ ବୋଲି ବିଶ୍ୱାସ କରିଥିଲେ । ପ୍ରଧାନମନ୍ତ୍ରୀ ଆଲୋକପାତ କରିଥିଲେ ଯେ ଆଜି ସମାଜ ଏକ ଅତିରିକ୍ତ କାର୍ଯ୍ୟକଳାପ ଅପେକ୍ଷା କ୍ରୀଡ଼ାକୁ ଏକ ବୃତ୍ତିଗତ ଭାବରେ ଦେଖିବା ଆରମ୍ଭ କରିଛି । ଯୋଗ ଏବଂ ଫିଟ୍ ଇଣ୍ଡିଆ ଜନ ଆନ୍ଦୋଳନରେ ପରିଣତ ହୋଇଛି ବୋଲି ସେ ଦର୍ଶାଇଛନ୍ତି । ସେ ମଧ୍ୟ ଜାତୀୟ ଶିକ୍ଷା ନୀତି ଉପରେ ମତ ରଖିଛନ୍ତି ଯାହା ଭାରତରେ ବିଶ୍ୱସ୍ତରୀୟ ଶ୍ରେଷ୍ଠ ଅଭ୍ୟାସ ଆଣିବା ପାଇଁ ଶିକ୍ଷା କ୍ଷେତ୍ରରେ ସଂସ୍କାର ଆଣିଛି ଏବଂ ସ୍ୱାମୀଜୀଙ୍କର ବିଶ୍ୱାସକୁ ଉଲ୍ଲେଖ କରିଛନ୍ତି ଯେ ଶିକ୍ଷା, ବୈଷୟିକ ତଥା ବିଜ୍ଞାନ ଶିକ୍ଷା ମାଧ୍ୟମରେ ସଶକ୍ତିକରଣ ହାସଲ କରାଯାଇପାରିବ । ଆଜି ଦକ୍ଷତା ବିକାଶ ଅଭୂତପୂର୍ବ ସଫଳତା ପାଇଛି । ଆମ ନିକଟରେ ବିଶ୍ୱର ଅନ୍ୟତମ ବୈଷୟିକ ଏବଂ ବୈଜ୍ଞାନିକ ଇକୋସିଷ୍ଟମ ମଧ୍ୟ ଅଛି ବୋଲି ସେ କହିଛନ୍ତି ।

 

|

ସ୍ୱାମୀ ବିବେକାନନ୍ଦଙ୍କ କଥାକୁ ମନେ ପକାଇ ପାଞ୍ଚଟି ଚିନ୍ତାଧାରାକୁ ଅନୁକରଣ କରିବା ଏବଂ ଏହାକୁ ସମ୍ପୂର୍ଣ୍ଣ ରୂପେ ପ୍ରଦର୍ଶନ ଅତ୍ୟନ୍ତ ଶକ୍ତିଶାଳୀ ଥିଲା ବୋଲି ପ୍ରଧାନମନ୍ତ୍ରୀ ଉଲ୍ଲେଖ କରି କହିଛନ୍ତି ଯେ ଆମେ ସ୍ୱାଧୀନତାର ୭୫ ବର୍ଷ ପାଳନ କରୁଛୁ ଏବଂ ଆଗାମୀ ୨୫ ବର୍ଷକୁ ଅମୃତ କାଳ ଭାବରେ କରିବା ପାଇଁ ଦେଶ ନିଜର ଲକ୍ଷ୍ୟ ରଖିଛି । ଏହି ଅମୃତ କାଳ ପାଞ୍ଚଟି ଧାରଣା - ପଞ୍ଚ ପ୍ରାଣକୁ ଏକତ୍ର କରି ମହାନ ଲକ୍ଷ୍ୟ ହାସଲ କରିବା ପାଇଁ ବ୍ୟବହାର କରାଯାଇପାରିବ । ଔପନିବେଶିକ ମାନସିକତାର ଚିନ୍ତାଧାରା ହଟାଇବା, ଆମର ଐତିହ୍ୟକୁ ପାଳନ କରିବା, ଏକତାକୁ ଦୃଢ କରିବା ଏବଂ ଆମର କର୍ତ୍ତବ୍ୟ ଉପରେ ଧ୍ୟାନ ଦେବା ଏକ ବିକଶିତ ଭାରତର ଲକ୍ଷ୍ୟ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ଅଭିଭାଷଣ ସମାପ୍ତ କରି ପ୍ରଧାନମନ୍ତ୍ରୀ ସମସ୍ତଙ୍କୁ ଏହି ପାଞ୍ଚଟି ନୀତି ଅନୁସରଣ କରିବାକୁ ସାମୂହିକ ଏବଂ ବ୍ୟକ୍ତିଗତ ଭାବରେ ସଂକଳ୍ପ ନେବାକୁ ଅନୁରୋଧ କରିଥିଲେ । ଶ୍ରୀ ମୋଦୀ କହିଛନ୍ତି, ଯଦି ୧୪୦ କୋଟି ଲୋକ ଏପରି ସଂକଳ୍ପ ନେବେ, ତେବେ ଆମେ ୨୦୪୭ ସୁଦ୍ଧା ଏକ ବିକଶିତ, ଆତ୍ମର୍ନିଭରଶୀଳ ଏବଂ ଅନ୍ତର୍ଭୂକ୍ତ ଭାରତ ଗଠନ କରିପାରିବା ।

|

ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ତାମିଲନାଡୁର ରାଜ୍ୟପାଳ ଶ୍ରୀ ଆର ଏନ ରବି, ରାମକୃଷ୍ଣ ମଠର ଉପ ସଭାପତି ଶ୍ରୀମଦ ସ୍ୱାମୀ ଗୌତମାନନ୍ଦଜୀ ଏବଂ କେନ୍ଦ୍ର ମତ୍ସ୍ୟ, ପଶୁପାଳନ ଏବଂ ଦୁଗ୍ଧ ତଥା ସୂଚନା ଓ ପ୍ରସାରଣ ରାଷ୍ଟ୍ରମନ୍ତ୍ରୀ ଶ୍ରୀ ଏଲ୍ ମୁରୁଗାନ୍ ପ୍ରମୁଖ ଉପସ୍ଥିତ ଥିଲେ ।

 

ସମ୍ପୂର୍ଣ୍ଣ ଅଭିଭାଷଣ ପଢିବା ପାଇଁ ଏଠାରେ କ୍ଲିକ କରନ୍ତୁ

  • krishangopal sharma Bjp January 24, 2025

    नमो नमो 🙏 जय भाजपा🙏🌹🌷🌹🌷🌹🌷🌹🌷🌹🌷🌹🌷🌹🌷🌹🌷🌹🌷🌹🌷🌹🌷🌹🌷🌹🌷🌹🌷🌹🌷🌹🌷🌹🌷🌹🌷🌹🌷🌹🌷🌹🌷🌹🌷🌹🌷🌹🌷🌹🌷🌹🌷🌹🌷🌹🌷🌹🌷🌹🌷🌹🌷🌹🌷🌹🌷🌹
  • krishangopal sharma Bjp January 24, 2025

    नमो नमो 🙏 जय भाजपा🙏🌹🌷🌹🌷🌹🌷🌹🌷🌹🌷🌹🌷🌹🌷🌹🌷🌹🌷🌹🌷🌹🌷🌹🌷🌹🌷🌹🌷🌹🌷🌹🌷🌹🌷🌹🌷🌹🌷🌹🌷🌹🌷🌹🌷🌹🌷🌹🌷🌹🌷🌹🌷🌹🌷🌹🌷🌹🌷🌹🌷🌹🌷🌹🌷🌹🌷🌹🌷
  • krishangopal sharma Bjp January 24, 2025

    नमो नमो 🙏 जय भाजपा🙏🌹🌷🌹🌷🌹🌷🌹🌷🌹🌷🌹🌷🌹🌷🌹🌷🌹🌷🌹🌷🌹🌷🌹🌷🌹🌷🌹🌷🌹🌷🌹🌷🌹🌷🌹🌷🌹🌷🌹🌷🌹🌷🌹🌷🌹🌷🌹🌷🌹🌷🌹🌷🌹🌷🌹🌷🌹🌷🌹🌷🌹🌷🌹🌷🌹🌷🌹🌷🌹
  • Reena chaurasia August 29, 2024

    मोदी
  • Reena chaurasia August 29, 2024

    बीजेपी
  • Kuldeep kumar June 09, 2023

    Jai shree Ram Ram ji
  • Gokul Chandra Pradhan May 20, 2023

    Mananiya, Shri yukta Narendra Damodar Dash Modi, Prime Minister of India delivers their lecture at RamaKrishan Math on occasion of 125 th aniversary of Swami Vivekanand. Very well motivational speeches for future India. Pranam. jai Hind, Jai Bharat.
  • Vijay lohani April 14, 2023

    पवन तनय बल पवन समाना। बुधि बिबेक बिग्यान निधाना।।
  • Tribhuwan Kumar Tiwari April 14, 2023

    वंदेमातरम् सादर प्रणाम सर
  • વીભાભાઈ ડવ April 10, 2023

    Jay shree Ram
Explore More
୭୮ତମ ସ୍ୱାଧୀନତା ଦିବସ ଅବସରରେ ଲାଲକିଲ୍ଲାରୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

୭୮ତମ ସ୍ୱାଧୀନତା ଦିବସ ଅବସରରେ ଲାଲକିଲ୍ଲାରୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଭିଭାଷଣ
Namo Drone Didi, Kisan Drones & More: How India Is Changing The Agri-Tech Game

Media Coverage

Namo Drone Didi, Kisan Drones & More: How India Is Changing The Agri-Tech Game
NM on the go

Nm on the go

Always be the first to hear from the PM. Get the App Now!
...
In future leadership, SOUL's objective should be to instill both the Steel and Spirit in every sector to build Viksit Bharat: PM
February 21, 2025
QuoteThe School of Ultimate Leadership (SOUL) will shape leaders who excel nationally and globally: PM
QuoteToday, India is emerging as a global powerhouse: PM
QuoteLeaders must set trends: PM
QuoteIn future leadership, SOUL's objective should be to instill both the Steel and Spirit in every sector to build Viksit Bharat: PM
QuoteIndia needs leaders who can develop new institutions of global excellence: PM
QuoteThe bond forged by a shared purpose is stronger than blood: PM

His Excellency,

भूटान के प्रधानमंत्री, मेरे Brother दाशो शेरिंग तोबगे जी, सोल बोर्ड के चेयरमैन सुधीर मेहता, वाइस चेयरमैन हंसमुख अढ़िया, उद्योग जगत के दिग्गज, जो अपने जीवन में, अपने-अपने क्षेत्र में लीडरशिप देने में सफल रहे हैं, ऐसे अनेक महानुभावों को मैं यहां देख रहा हूं, और भविष्य जिनका इंतजार कर रहा है, ऐसे मेरे युवा साथियों को भी यहां देख रहा हूं।

साथियों,

कुछ आयोजन ऐसे होते हैं, जो हृदय के बहुत करीब होते हैं, और आज का ये कार्यक्रम भी ऐसा ही है। नेशन बिल्डिंग के लिए, बेहतर सिटिजन्स का डेवलपमेंट ज़रूरी है। व्यक्ति निर्माण से राष्ट्र निर्माण, जन से जगत, जन से जग, ये किसी भी ऊंचाई को प्राप्त करना है, विशालता को पाना है, तो आरंभ जन से ही शुरू होता है। हर क्षेत्र में बेहतरीन लीडर्स का डेवलपमेंट बहुत जरूरी है, और समय की मांग है। और इसलिए The School of Ultimate Leadership की स्थापना, विकसित भारत की विकास यात्रा में एक बहुत महत्वपूर्ण और बहुत बड़ा कदम है। इस संस्थान के नाम में ही ‘सोल’ है, ऐसा नहीं है, ये भारत की सोशल लाइफ की soul बनने वाला है, और हम लोग जिससे भली-भांति परिचित हैं, बार-बार सुनने को मिलता है- आत्मा, अगर इस सोल को उस भाव से देखें, तो ये आत्मा की अनुभूति कराता है। मैं इस मिशन से जुड़े सभी साथियों का, इस संस्थान से जुड़े सभी महानुभावों का हृदय से बहुत-बहुत अभिनंदन करता हूं। बहुत जल्द ही गिफ्ट सिटी के पास The School of Ultimate Leadership का एक विशाल कैंपस भी बनकर तैयार होने वाला है। और अभी जब मैं आपके बीच आ रहा था, तो चेयरमैन श्री ने मुझे उसका पूरा मॉडल दिखाया, प्लान दिखाया, वाकई मुझे लगता है कि आर्किटेक्चर की दृष्टि से भी ये लीडरशिप लेगा।

|

साथियों,

आज जब The School of Ultimate Leadership- सोल, अपने सफर का पहला बड़ा कदम उठा रहा है, तब आपको ये याद रखना है कि आपकी दिशा क्या है, आपका लक्ष्य क्या है? स्वामी विवेकानंद ने कहा था- “Give me a hundred energetic young men and women and I shall transform India.” स्वामी विवेकानंद जी, भारत को गुलामी से बाहर निकालकर भारत को ट्रांसफॉर्म करना चाहते थे। और उनका विश्वास था कि अगर 100 लीडर्स उनके पास हों, तो वो भारत को आज़ाद ही नहीं बल्कि दुनिया का नंबर वन देश बना सकते हैं। इसी इच्छा-शक्ति के साथ, इसी मंत्र को लेकर हम सबको और विशेषकर आपको आगे बढ़ना है। आज हर भारतीय 21वीं सदी के विकसित भारत के लिए दिन-रात काम कर रहा है। ऐसे में 140 करोड़ के देश में भी हर सेक्टर में, हर वर्टिकल में, जीवन के हर पहलू में, हमें उत्तम से उत्तम लीडरशिप की जरूरत है। सिर्फ पॉलीटिकल लीडरशिप नहीं, जीवन के हर क्षेत्र में School of Ultimate Leadership के पास भी 21st सेंचुरी की लीडरशिप तैयार करने का बहुत बड़ा स्कोप है। मुझे विश्वास है, School of Ultimate Leadership से ऐसे लीडर निकलेंगे, जो देश ही नहीं बल्कि दुनिया की संस्थाओं में, हर क्षेत्र में अपना परचम लहराएंगे। और हो सकता है, यहां से ट्रेनिंग लेकर निकला कोई युवा, शायद पॉलिटिक्स में नया मुकाम हासिल करे।

साथियों,

कोई भी देश जब तरक्की करता है, तो नेचुरल रिसोर्सेज की अपनी भूमिका होती ही है, लेकिन उससे भी ज्यादा ह्यूमेन रिसोर्स की बहुत बड़ी भूमिका है। मुझे याद है, जब महाराष्ट्र और गुजरात के अलग होने का आंदोलन चल रहा था, तब तो हम बहुत बच्चे थे, लेकिन उस समय एक चर्चा ये भी होती थी, कि गुजरात अलग होकर के क्या करेगा? उसके पास कोई प्राकृतिक संसाधन नहीं है, कोई खदान नहीं है, ना कोयला है, कुछ नहीं है, ये करेगा क्या? पानी भी नहीं है, रेगिस्तान है और उधर पाकिस्तान है, ये करेगा क्या? और ज्यादा से ज्यादा इन गुजरात वालों के पास नमक है, और है क्या? लेकिन लीडरशिप की ताकत देखिए, आज वही गुजरात सब कुछ है। वहां के जन सामान्य में ये जो सामर्थ्य था, रोते नहीं बैठें, कि ये नहीं है, वो नहीं है, ढ़िकना नहीं, फलाना नहीं, अरे जो है सो वो। गुजरात में डायमंड की एक भी खदान नहीं है, लेकिन दुनिया में 10 में से 9 डायमंड वो है, जो किसी न किसी गुजराती का हाथ लगा हुआ होता है। मेरे कहने का तात्पर्य ये है कि सिर्फ संसाधन ही नहीं, सबसे बड़ा सामर्थ्य होता है- ह्यूमन रिसोर्स में, मानवीय सामर्थ्य में, जनशक्ति में और जिसको आपकी भाषा में लीडरशिप कहा जाता है।

21st सेंचुरी में तो ऐसे रिसोर्स की ज़रूरत है, जो इनोवेशन को लीड कर सकें, जो स्किल को चैनेलाइज कर सकें। आज हम देखते हैं कि हर क्षेत्र में स्किल का कितना बड़ा महत्व है। इसलिए जो लीडरशिप डेवलपमेंट का क्षेत्र है, उसे भी नई स्किल्स चाहिए। हमें बहुत साइंटिफिक तरीके से लीडरशिप डेवलपमेंट के इस काम को तेज गति से आगे बढ़ाना है। इस दिशा में सोल की, आपके संस्थान की बहुत बड़ी भूमिका है। मुझे ये जानकर अच्छा लगा कि आपने इसके लिए काम भी शुरु कर दिया है। विधिवत भले आज आपका ये पहला कार्यक्रम दिखता हो, मुझे बताया गया कि नेशनल एजुकेशन पॉलिसी के effective implementation के लिए, State Education Secretaries, State Project Directors और अन्य अधिकारियों के लिए वर्क-शॉप्स हुई हैं। गुजरात के चीफ मिनिस्टर ऑफिस के स्टाफ में लीडरशिप डेवलपमेंट के लिए चिंतन शिविर लगाया गया है। और मैं कह सकता हूं, ये तो अभी शुरुआत है। अभी तो सोल को दुनिया का सबसे बेहतरीन लीडरशिप डेवलपमेंट संस्थान बनते देखना है। और इसके लिए परिश्रम करके दिखाना भी है।

साथियों,

आज भारत एक ग्लोबल पावर हाउस के रूप में Emerge हो रहा है। ये Momentum, ये Speed और तेज हो, हर क्षेत्र में हो, इसके लिए हमें वर्ल्ड क्लास लीडर्स की, इंटरनेशनल लीडरशिप की जरूरत है। SOUL जैसे Leadership Institutions, इसमें Game Changer साबित हो सकते हैं। ऐसे International Institutions हमारी Choice ही नहीं, हमारी Necessity हैं। आज भारत को हर सेक्टर में Energetic Leaders की भी जरूरत है, जो Global Complexities का, Global Needs का Solution ढूंढ पाएं। जो Problems को Solve करते समय, देश के Interest को Global Stage पर सबसे आगे रखें। जिनकी अप्रोच ग्लोबल हो, लेकिन सोच का एक महत्वपूर्ण हिस्सा Local भी हो। हमें ऐसे Individuals तैयार करने होंगे, जो Indian Mind के साथ, International Mind-set को समझते हुए आगे बढ़ें। जो Strategic Decision Making, Crisis Management और Futuristic Thinking के लिए हर पल तैयार हों। अगर हमें International Markets में, Global Institutions में Compete करना है, तो हमें ऐसे Leaders चाहिए जो International Business Dynamics की समझ रखते हों। SOUL का काम यही है, आपकी स्केल बड़ी है, स्कोप बड़ा है, और आपसे उम्मीद भी उतनी ही ज्यादा हैं।

|

साथियों,

आप सभी को एक बात हमेशा- हमेशा उपयोगी होगी, आने वाले समय में Leadership सिर्फ Power तक सीमित नहीं होगी। Leadership के Roles में वही होगा, जिसमें Innovation और Impact की Capabilities हों। देश के Individuals को इस Need के हिसाब से Emerge होना पड़ेगा। SOUL इन Individuals में Critical Thinking, Risk Taking और Solution Driven Mindset develop करने वाला Institution होगा। आने वाले समय में, इस संस्थान से ऐसे लीडर्स निकलेंगे, जो Disruptive Changes के बीच काम करने को तैयार होंगे।

साथियों,

हमें ऐसे लीडर्स बनाने होंगे, जो ट्रेंड बनाने में नहीं, ट्रेंड सेट करने के लिए काम करने वाले हों। आने वाले समय में जब हम Diplomacy से Tech Innovation तक, एक नई लीडरशिप को आगे बढ़ाएंगे। तो इन सारे Sectors में भारत का Influence और impact, दोनों कई गुणा बढ़ेंगे। यानि एक तरह से भारत का पूरा विजन, पूरा फ्यूचर एक Strong Leadership Generation पर निर्भर होगा। इसलिए हमें Global Thinking और Local Upbringing के साथ आगे बढ़ना है। हमारी Governance को, हमारी Policy Making को हमने World Class बनाना होगा। ये तभी हो पाएगा, जब हमारे Policy Makers, Bureaucrats, Entrepreneurs, अपनी पॉलिसीज़ को Global Best Practices के साथ जोड़कर Frame कर पाएंगे। और इसमें सोल जैसे संस्थान की बहुत बड़ी भूमिका होगी।

साथियों,

मैंने पहले भी कहा कि अगर हमें विकसित भारत बनाना है, तो हमें हर क्षेत्र में तेज गति से आगे बढ़ना होगा। हमारे यहां शास्त्रों में कहा गया है-

यत् यत् आचरति श्रेष्ठः, तत् तत् एव इतरः जनः।।

यानि श्रेष्ठ मनुष्य जैसा आचरण करता है, सामान्य लोग उसे ही फॉलो करते हैं। इसलिए, ऐसी लीडरशिप ज़रूरी है, जो हर aspect में वैसी हो, जो भारत के नेशनल विजन को रिफ्लेक्ट करे, उसके हिसाब से conduct करे। फ्यूचर लीडरशिप में, विकसित भारत के निर्माण के लिए ज़रूरी स्टील और ज़रूरी स्पिरिट, दोनों पैदा करना है, SOUL का उद्देश्य वही होना चाहिए। उसके बाद जरूरी change और रिफॉर्म अपने आप आते रहेंगे।

|

साथियों,

ये स्टील और स्पिरिट, हमें पब्लिक पॉलिसी और सोशल सेक्टर्स में भी पैदा करनी है। हमें Deep-Tech, Space, Biotech, Renewable Energy जैसे अनेक Emerging Sectors के लिए लीडरशिप तैयार करनी है। Sports, Agriculture, Manufacturing और Social Service जैसे Conventional Sectors के लिए भी नेतृत्व बनाना है। हमें हर सेक्टर्स में excellence को aspire ही नहीं, अचीव भी करना है। इसलिए, भारत को ऐसे लीडर्स की जरूरत होगी, जो Global Excellence के नए Institutions को डेवलप करें। हमारा इतिहास तो ऐसे Institutions की Glorious Stories से भरा पड़ा है। हमें उस Spirit को revive करना है और ये मुश्किल भी नहीं है। दुनिया में ऐसे अनेक देशों के उदाहरण हैं, जिन्होंने ये करके दिखाया है। मैं समझता हूं, यहां इस हॉल में बैठे साथी और बाहर जो हमें सुन रहे हैं, देख रहे हैं, ऐसे लाखों-लाख साथी हैं, सब के सब सामर्थ्यवान हैं। ये इंस्टीट्यूट, आपके सपनों, आपके विजन की भी प्रयोगशाला होनी चाहिए। ताकि आज से 25-50 साल बाद की पीढ़ी आपको गर्व के साथ याद करें। आप आज जो ये नींव रख रहे हैं, उसका गौरवगान कर सके।

साथियों,

एक institute के रूप में आपके सामने करोड़ों भारतीयों का संकल्प और सपना, दोनों एकदम स्पष्ट होना चाहिए। आपके सामने वो सेक्टर्स और फैक्टर्स भी स्पष्ट होने चाहिए, जो हमारे लिए चैलेंज भी हैं और opportunity भी हैं। जब हम एक लक्ष्य के साथ आगे बढ़ते हैं, मिलकर प्रयास करते हैं, तो नतीजे भी अद्भुत मिलते हैं। The bond forged by a shared purpose is stronger than blood. ये माइंड्स को unite करता है, ये passion को fuel करता है और ये समय की कसौटी पर खरा उतरता है। जब Common goal बड़ा होता है, जब आपका purpose बड़ा होता है, ऐसे में leadership भी विकसित होती है, Team spirit भी विकसित होती है, लोग खुद को अपने Goals के लिए dedicate कर देते हैं। जब Common goal होता है, एक shared purpose होता है, तो हर individual की best capacity भी बाहर आती है। और इतना ही नहीं, वो बड़े संकल्प के अनुसार अपनी capabilities बढ़ाता भी है। और इस process में एक लीडर डेवलप होता है। उसमें जो क्षमता नहीं है, उसे वो acquire करने की कोशिश करता है, ताकि औऱ ऊपर पहुंच सकें।

साथियों,

जब shared purpose होता है तो team spirit की अभूतपूर्व भावना हमें गाइड करती है। जब सारे लोग एक shared purpose के co-traveller के तौर पर एक साथ चलते हैं, तो एक bonding विकसित होती है। ये team building का प्रोसेस भी leadership को जन्म देता है। हमारी आज़ादी की लड़ाई से बेहतर Shared purpose का क्या उदाहरण हो सकता है? हमारे freedom struggle से सिर्फ पॉलिटिक्स ही नहीं, दूसरे सेक्टर्स में भी लीडर्स बने। आज हमें आज़ादी के आंदोलन के उसी भाव को वापस जीना है। उसी से प्रेरणा लेते हुए, आगे बढ़ना है।

साथियों,

संस्कृत में एक बहुत ही सुंदर सुभाषित है:

अमन्त्रं अक्षरं नास्ति, नास्ति मूलं अनौषधम्। अयोग्यः पुरुषो नास्ति, योजकाः तत्र दुर्लभः।।

यानि ऐसा कोई शब्द नहीं, जिसमें मंत्र ना बन सके। ऐसी कोई जड़ी-बूटी नहीं, जिससे औषधि ना बन सके। कोई भी ऐसा व्यक्ति नहीं, जो अयोग्य हो। लेकिन सभी को जरूरत सिर्फ ऐसे योजनाकार की है, जो उनका सही जगह इस्तेमाल करे, उन्हें सही दिशा दे। SOUL का रोल भी उस योजनाकार का ही है। आपको भी शब्दों को मंत्र में बदलना है, जड़ी-बूटी को औषधि में बदलना है। यहां भी कई लीडर्स बैठे हैं। आपने लीडरशिप के ये गुर सीखे हैं, तराशे हैं। मैंने कहीं पढ़ा था- If you develop yourself, you can experience personal success. If you develop a team, your organization can experience growth. If you develop leaders, your organization can achieve explosive growth. इन तीन वाक्यों से हमें हमेशा याद रहेगा कि हमें करना क्या है, हमें contribute करना है।

|

साथियों,

आज देश में एक नई सामाजिक व्यवस्था बन रही है, जिसको वो युवा पीढी गढ़ रही है, जो 21वीं सदी में पैदा हुई है, जो बीते दशक में पैदा हुई है। ये सही मायने में विकसित भारत की पहली पीढ़ी होने जा रही है, अमृत पीढ़ी होने जा रही है। मुझे विश्वास है कि ये नया संस्थान, ऐसी इस अमृत पीढ़ी की लीडरशिप तैयार करने में एक बहुत ही महत्वपूर्ण भूमिका निभाएगा। एक बार फिर से आप सभी को मैं बहुत-बहुत शुभकामनाएं देता हूं।

भूटान के राजा का आज जन्मदिन होना, और हमारे यहां यह अवसर होना, ये अपने आप में बहुत ही सुखद संयोग है। और भूटान के प्रधानमंत्री जी का इतने महत्वपूर्ण दिवस में यहां आना और भूटान के राजा का उनको यहां भेजने में बहुत बड़ा रोल है, तो मैं उनका भी हृदय से बहुत-बहुत आभार व्यक्त करता हूं।

|

साथियों,

ये दो दिन, अगर मेरे पास समय होता तो मैं ये दो दिन यहीं रह जाता, क्योंकि मैं कुछ समय पहले विकसित भारत का एक कार्यक्रम था आप में से कई नौजवान थे उसमें, तो लगभग पूरा दिन यहां रहा था, सबसे मिला, गप्पे मार रहा था, मुझे बहुत कुछ सीखने को मिला, बहुत कुछ जानने को मिला, और आज तो मेरा सौभाग्य है, मैं देख रहा हूं कि फर्स्ट रो में सारे लीडर्स वो बैठे हैं जो अपने जीवन में सफलता की नई-नई ऊंचाइयां प्राप्त कर चुके हैं। ये आपके लिए बड़ा अवसर है, इन सबके साथ मिलना, बैठना, बातें करना। मुझे ये सौभाग्य नहीं मिलता है, क्योंकि मुझे जब ये मिलते हैं तब वो कुछ ना कुछ काम लेकर आते हैं। लेकिन आपको उनके अनुभवों से बहुत कुछ सीखने को मिलेगा, जानने को मिलेगा। ये स्वयं में, अपने-अपने क्षेत्र में, बड़े अचीवर्स हैं। और उन्होंने इतना समय आप लोगों के लिए दिया है, इसी में मन लगता है कि इस सोल नाम की इंस्टीट्यूशन का मैं एक बहुत उज्ज्वल भविष्य देख रहा हूं, जब ऐसे सफल लोग बीज बोते हैं तो वो वट वृक्ष भी सफलता की नई ऊंचाइयों को प्राप्त करने वाले लीडर्स को पैदा करके रहेगा, ये पूरे विश्वास के साथ मैं फिर एक बार इस समय देने वाले, सामर्थ्य बढ़ाने वाले, शक्ति देने वाले हर किसी का आभार व्यक्त करते हुए, मेरे नौजवानों के लिए मेरे बहुत सपने हैं, मेरी बहुत उम्मीदें हैं और मैं हर पल, मैं मेरे देश के नौजवानों के लिए कुछ ना कुछ करता रहूं, ये भाव मेरे भीतर हमेशा पड़ा रहता है, मौका ढूंढता रहता हूँ और आज फिर एक बार वो अवसर मिला है, मेरी तरफ से नौजवानों को बहुत-बहुत शुभकामनाएं।

बहुत-बहुत धन्यवाद।