ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ବାସଭବନରେ ନବ ଜନ୍ମିତ ବାଛୁରୀକୁ ‘ଦୀପଜ୍ୟୋତି’ ଭାବେ ନାମକରଣ କରିଛନ୍ତି ।
ଏକ୍ସ ରେ ଏକ ଭିଡିଓ ପୋଷ୍ଟ କରି ପ୍ରଧାନମନ୍ତ୍ରୀ ଲେଖିଛନ୍ତି:
“ଆମ ଶାସ୍ତ୍ରରେ କୁହାଯାଇଛି- ଗାବଃ ସର୍ବ ସୁଖପ୍ରଦାଃ ’ ।
ଲୋକ କଲ୍ୟାଣ ମାର୍ଗସ୍ଥିତ ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ପରିବାରର ଏକ ନୂତନ ସଦସ୍ୟର ଆଗମନ ହୋଇଛି ।
ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ଗୋମାତା ଏକ ବାଛୁରୀକୁ ଜନ୍ମ ଦେଇଛନ୍ତି, ଯାହାର ମସ୍ତକରେ ଜ୍ୟୋତିର ଚିହ୍ନ ରହିଛି ।
ତେଣୁ ମୁଁ ତାର ନାମ ‘ଦୀପଜ୍ୟୋତି’ ରଖିଛି ।”
हमारे शास्त्रों में कहा गया है - गाव: सर्वसुख प्रदा:'।
— Narendra Modi (@narendramodi) September 14, 2024
लोक कल्याण मार्ग पर प्रधानमंत्री आवास परिवार में एक नए सदस्य का शुभ आगमन हुआ है।
प्रधानमंत्री आवास में प्रिय गौ माता ने एक नव वत्सा को जन्म दिया है, जिसके मस्तक पर ज्योति का चिह्न है।
इसलिए, मैंने इसका नाम 'दीपज्योति'… pic.twitter.com/NhAJ4DDq8K
A new member at 7, Lok Kalyan Marg!
— Narendra Modi (@narendramodi) September 14, 2024
Deepjyoti is truly adorable. pic.twitter.com/vBqPYCbbw4