ଆଜି ହୁନର ହାଟ ପରିଦର୍ଶନ କରିଛନ୍ତି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ । ସେ ହୁନର ହାଟରେ ବୁଣାକାର, ଶିଳ୍ପୀ ଏବଂ କାରିଗରମାନଙ୍କ ଷ୍ଟଲ ପରିଦର୍ଶନ କରିଛନ୍ତି ।
ଇଣ୍ଡିଆ ଗେଟ ବଗିଚାରେ 250ରୁ ଅଧିକ ଷ୍ଟଲ ଖୋଲାଯାଇଛି । ଏହି ପ୍ରଦର୍ଶନୀରେ ଭାଗନେଇଥିବା କାରିଗରମାନଙ୍କ ମଧ୍ୟରୁ 50 ପ୍ରତିଶତରୁ ଊର୍ଦ୍ଧ୍ଵ ହେଉଛନ୍ତି ମହିଳା । ଏହି ଅବସରରେ ହୁନର ହାଟରେ ଭାଗନେଇଥିବା ଶିଳ୍ପୀ ଓ କାରିଗରମାନଙ୍କ ସହ ପ୍ରଧାନମନ୍ତ୍ରୀ ମତବିନିମୟ କରିଥିଲେ ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମ ଦେଖିଥିଲେ ।
The colours and diversity of India on display...
— Narendra Modi (@narendramodi) February 19, 2020
Spent a wonderful afternoon at #HunarHaat on India Gate. It showcases the best of products including handicrafts, carpets, textiles and of course, delicious food!
Do visit it. pic.twitter.com/7NxOm5ZW4Z
The PM also had the 'delicious' Litti Chokha for lunch along with a cup of tea.
Had tasty Litti Chokha for lunch along with a hot cup of tea... #HunarHaat pic.twitter.com/KGJSNJAyNu
— Narendra Modi (@narendramodi) February 19, 2020
One of the artists presented a map of India to the PM, which depicted the cultural diversity of India.
One of the artists presented a map of India to the PM, which depicted the cultural diversity of India.
The PM also interacted with a divyang artist and enquired about her paintings and applauded her efforts.
The PM also tried his hand at music. He played a musical instrument at one of the stalls.
Trying my hand at some music in #HunarHaat... pic.twitter.com/LQDV2DWcyO
— Narendra Modi (@narendramodi) February 19, 2020
ଇଣ୍ଡିଆ ଗେଟ ବଗିଚାରେ 250ରୁ ଅଧିକ ଷ୍ଟଲ ଖୋଲାଯାଇଛି । ଏହି ପ୍ରଦର୍ଶନୀରେ ଭାଗନେଇଥିବା କାରିଗରମାନଙ୍କ ମଧ୍ୟରୁ 50 ପ୍ରତିଶତରୁ ଊର୍ଦ୍ଧ୍ଵ ହେଉଛନ୍ତି ମହିଳା । ଏହି ଅବସରରେ ହୁନର ହାଟରେ ଭାଗନେଇଥିବା ଶିଳ୍ପୀ ଓ କାରିଗରମାନଙ୍କ ସହ ପ୍ରଧାନମନ୍ତ୍ରୀ ମତବିନିମୟ କରିଥିଲେ ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମ ଦେଖିଥିଲେ ।
‘ହୁନର ହାଟ’ ନିଯୁକ୍ତି ପ୍ରଦାନ ଏବଂ ଭାରତର ପାରମ୍ପରିକ ଐତିହର ସୁରକ୍ଷା ଏବଂ ପ୍ରୋତ୍ସାହନ ଦିଗରେ ସରକାରଙ୍କ ପ୍ରତିବଦ୍ଧତାର ପ୍ରତିଫଳନ ।
ଚଳିତ ବର୍ଷ ହୁନର ହାଟର ବିଷୟବସ୍ତୁ ହେଉଛି ‘କୁଶଳୀକୁ କାମ’ । ବିଗତ 3 ବର୍ଷ ମଧ୍ୟରେ ହୁନର ହାଟ ଜରିଆରେ ପ୍ରାୟ 3 ଲକ୍ଷ କୂଶଳୀ କାରିଗର ଓ ଶିଳ୍ପୀଙ୍କୁ ନିଯୁକ୍ତି ସୁଯୋଗ ପ୍ରଦାନ କରାଯାଇଛି । ଏହି ହିତାଧିକାରୀଙ୍କ ମଧ୍ୟରୁ ଅଧିକାଂଶ ହେଉଛନ୍ତି ମହିଳା ।