ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ, ଶ୍ରୀ ଏଲକେ ଆଡଭାନୀଙ୍କୁ ଭେଟି ଜନ୍ମଦିନ ଶୁଭେଚ୍ଛା ଜଣାଇଛନ୍ତି ।
ଏକ ଟ୍ୱିଟରେ ପ୍ରଧାନମନ୍ତ୍ରୀ କହିଛନ୍ତି;
“ଆଡଭାନୀ ଜୀଙ୍କ ବାସଭବନ ଯାଇ ତାଙ୍କୁ ଜନ୍ମଦିନ ଶୁଭେଚ୍ଛା ଜଣାଇଲି । ଭାରତର ବିକାଶ ପାଇଁ ତାଙ୍କ ଅବଦାନ ଗୁରୁତ୍ୱପୂର୍ଣ୍ଣ । ନିଜ ଦୃଷ୍ଟିଭଙ୍ଗୀ ଓ ଜ୍ଞାନ ପାଇଁ ସେ ସାରା ଭାରତରେ ସମ୍ମାନିତ । ବିଜେପିକୁ ଗଢିବା ଓ ମଜବୁତ କରିବାରେ ତାଙ୍କ ଭୂମିକା ଅତୁଳନୀୟ । ତାଙ୍କ ସୁସ୍ଥ ଓ ଦୀର୍ଘ ଜୀବନ କାମନା କରୁଛି ।”
Went to Advani Ji’s residence and wished him on his birthday. His contribution to India’s growth is monumental. He is respected all across India for his vision and intellect. His role in building and strengthening the BJP is unparalleled. I pray for his long and healthy life. pic.twitter.com/Pdxy5Hko8d
— Narendra Modi (@narendramodi) November 8, 2022