ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଫକ୍ସକନର ଅଧ୍ୟକ୍ଷ ଶ୍ରୀ ୟଙ୍ଗ ଲିୟୁଙ୍କୁ ଭେଟିଛନ୍ତି
ଏକ ଟୁଇଟରେ ପ୍ରଧାନମନ୍ତ୍ରୀ କହିଛନ୍ତି:
“ଫକ୍ସକନ୍ ଅଧ୍ୟକ୍ଷ ଶ୍ରୀ ୟଙ୍ଗ୍ ଲିୟୁଙ୍କୁ ଭେଟି ଆନନ୍ଦିତ । ସେମିକଣ୍ଡକ୍ଟର ସମେତ ଭାରତରେ ଇଲେକ୍ଟ୍ରୋନିକ୍ସ ଉତ୍ପାଦନ କ୍ଷମତାକୁ ବିସ୍ତାର କରିବା ପାଇଁ ମୁଁ ତାଙ୍କର ଯୋଜନାକୁ ସ୍ୱାଗତ କରୁଛି । ଇଭି ଉତ୍ପାଦନ ଉପରେ ଆମର ଗୁରୁତ୍ୱ ନେଟ୍ ଜିରୋ ନିର୍ଗମନ ପ୍ରତି ଆମର ପ୍ରତିବଦ୍ଧତା ସହିତ ରହିଛି ।”
Glad to meet Mr. Young Liu, Chairman, Foxconn. I welcome their plans for expanding electronics manufacturing capacity in India, including in semiconductors. Our push for EV manufacturing is in line with our commitment of Net Zero Emission. pic.twitter.com/sC1AoGWn9c
— Narendra Modi (@narendramodi) June 23, 2022