ସମଗ୍ର ବିଶ୍ୱରେ ଭାରତୀୟ ସଂସ୍କୃତି କିପରି ପ୍ରଭାବ ପକାଉଛି ତାହା ପ୍ରଶଂସନୀୟ ବୋଲି ବେଦାନ୍ତ ଓ ଗୀତା ପ୍ରତି ଜୋନାସ ମାସେଟ୍ଟୀଙ୍କ ଆଗ୍ରହକୁ ପ୍ରଶଂସା କରି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ମନ୍ତବ୍ୟ ଦେଇଛନ୍ତି । ସଂସ୍କୃତରେ ରାମାୟଣର ପ୍ରଦର୍ଶନ ଦେଖିବା ପରେ ପ୍ରଧାନମନ୍ତ୍ରୀ ଜୋନାସ ମାସେଟ୍ଟି ଏବଂ ତାଙ୍କ ଦଳଙ୍କୁ ଭେଟିଥିଲେ ।
ଏକ୍ସରେ ଏକ ପୋଷ୍ଟରେ ସେ ଲେଖିଛନ୍ତି :
“ଜୋନାସ ମାସେଟ୍ଟି ଏବଂ ତାଙ୍କ ଦଳଙ୍କୁ ଭେଟିଲି । ବେଦାନ୍ତ ଓ ଗୀତା ପ୍ରତି ତାଙ୍କର ଆଗ୍ରହ ବିଷୟରେ ମୁଁ ପୂର୍ବରୁ # ମନ୍କିବାତ୍ କାର୍ଯ୍ୟକ୍ରମଗୁଡିକ ମଧ୍ୟରୁ ଗୋଟିଏରେ କହିଥିଲି । ତାଙ୍କ ଦଳ ସଂସ୍କୃତରେ ରାମାୟଣର ଝଲକ ଉପସ୍ଥାପନ କରିଥିଲେ । ସାରା ବିଶ୍ୱରେ ଭାରତୀୟ ସଂସ୍କୃତି କିପରି ପ୍ରଭାବ ପକାଉଛି ତାହା ପ୍ରଶଂସନୀୟ ।”
Met Jonas Masetti and his team. I had mentioned him during one of the #MannKiBaat programmes for his passion towards Vedanta and the Gita. His team presented glimpses of the Ramayan in Sanskrit. It is commendable how Indian culture is making an impact all over the world. pic.twitter.com/4Voy0OKt9X
— Narendra Modi (@narendramodi) November 20, 2024