ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ପାଲାଡାମ୍‌ରେ ଜର୍ମାନ ଗାୟମ କାସଣ୍ଡ୍ରା ମାଏ ସ୍ପିଟ୍‌ମ୍ୟାନ୍ ଏବଂ ତାଙ୍କ ମା’ଙ୍କୁ ଭେଟିଛନ୍ତି ।

 

ପ୍ରଧାନମନ୍ତ୍ରୀ ତାଙ୍କ ମନ୍ କୀ ବାତ୍‌ର ଏକ କାର୍ଯ୍ୟକ୍ରମରେ କାସଣ୍ଡ୍ରା ମାଏ ସ୍ପିଟ୍‌ମ୍ୟାନ୍‌ଙ୍କ କଥା ଉଠାଇଥିଲେ । ସେ ଅନେକ ଭାରତୀୟ ଭାଷାରେ ବିଶେଷକରି ଭକ୍ତି ସଙ୍ଗୀତ ଗାଇଥା’ନ୍ତି ।

 

ଆଜି ସେ ପ୍ରଧାନମନ୍ତ୍ରୀଙ୍କ ସାମ୍‌ନାରେ ଅଚ୍ୟୁତମ୍ କେଶବମ୍ ଏବଂ ଏକ ତାମିଲ ଗୀତ ଗାଇଥିଲେ ।

 

ପ୍ରଧାନମନ୍ତ୍ରୀ ଏକ୍ସରେ ପୋଷ୍ଟ କରିଛନ୍ତି:

 

‘କାସାଣ୍ଡ୍ରା ମାଏ ସ୍ପିଟ୍‌ମ୍ୟାନ୍‌ଙ୍କ ଭାରତ ପ୍ରତି ଭଲପାଇବା ଅନୁକରଣୀୟ, ଯାହା କି ପରସ୍ପର ସହ କଥାବାର୍ତ୍ତା ବେଳେ ଜଣାପଡ଼ିଥିଲା । ତାଙ୍କ ଭବିଷ୍ୟତର ପ୍ରୟାସ ପାଇଁ ମୋର ଶୁଭେଚ୍ଛା ।’

 

 

  • Vivek Kumar Gupta May 10, 2024

    नमो .......................🙏🙏🙏🙏🙏
  • Vivek Kumar Gupta May 10, 2024

    नमो .................................🙏🙏🙏🙏🙏
  • Pradhuman Singh Tomar April 30, 2024

    BJP
  • KANJIBHAI JOSHI April 29, 2024

    નારીસસતિકરણ એજતો છે મોદી સરકાર ની ગેરંટી સાથે વિકાસ માટે જતો
  • KANJIBHAI JOSHI April 29, 2024

    નારીસસતિકરણ એજતો છે મોદી સરકાર ની ગેરંટી સાથે વિકાસ માટે જતો
  • Jayanta Kumar Bhadra April 11, 2024

    Jai Sri Krishna
  • Jayanta Kumar Bhadra April 11, 2024

    Jai Sri ram
  • Jayanta Kumar Bhadra April 11, 2024

    Jai hind
  • Jayanta Kumar Bhadra April 11, 2024

    Jai Mata
  • Jayanta Kumar Bhadra April 11, 2024

    Jai hind
Explore More
୭୮ତମ ସ୍ୱାଧୀନତା ଦିବସ ଅବସରରେ ଲାଲକିଲ୍ଲାରୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

୭୮ତମ ସ୍ୱାଧୀନତା ଦିବସ ଅବସରରେ ଲାଲକିଲ୍ଲାରୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଭିଭାଷଣ
Khadi products witnessed sale of Rs 12.02 cr at Maha Kumbh: KVIC chairman

Media Coverage

Khadi products witnessed sale of Rs 12.02 cr at Maha Kumbh: KVIC chairman
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ମାର୍ଚ୍ଚ 9, 2025
March 09, 2025

Appreciation for PM Modi’s Efforts Ensuring More Opportunities for All