ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ନୂଆଦିଲ୍ଲୀରେ ଆଜି ଭାରତ ରତ୍ନ ସମ୍ମାନ ପ୍ରାପ୍ତ କର୍ପୁରି ଠାକୁରଙ୍କ ପରିବାର ସଦସ୍ୟଙ୍କୁ ଭେଟିଛନ୍ତି ।
ପ୍ରଧାନମନ୍ତ୍ରୀ ଏକ୍ସରେ ପୋଷ୍ଟ କରିଛନ୍ତି:
‘ଭାରତ ରତ୍ନରେ ସମ୍ମାନିତ କର୍ପୁରି ଠାକୁରଙ୍କ ପରିବାର ସଦସ୍ୟଙ୍କୁ ଭେଟି ବହୁତ ଖୁସି ଲାଗିଲା । କର୍ପୁରି ଜୀ ସମାଜର ପଛୁଆ ଏବଂ ବଞ୍ଚିତ ବର୍ଗଙ୍କ ପାଇଁ ଭଗବାନଙ୍କ ଭଳି, ଯାହାଙ୍କ ଜୀବନ ଏବଂ ଆଦର୍ଶ ଦେଶବାସୀଙ୍କୁ ନିରନ୍ତର ପ୍ରେରଣା ଦେବା ଜାରି ରଖିବ ।’
भारत रत्न से सम्मानित जननायक कर्पूरी ठाकुर जी के परिजनों से मिलकर बहुत खुशी हुई। कर्पूरी जी समाज के पिछड़े और वंचित वर्गों के मसीहा रहे हैं, जिनका जीवन और आदर्श देशवासियों को निरंतर प्रेरित करता रहेगा। pic.twitter.com/Ihp7B08LXu
— Narendra Modi (@narendramodi) February 12, 2024